ପୂର୍ବତନ ବାଚସ୍ପତି ତଥା ବର୍ତ୍ତମାନର ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପରଲୋକ

ଭୁବନେଶ୍ବର/ଦିଗପହଣ୍ଡି: ଓଡ଼ିଶା ବିଧାନସଭାର ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ୭୫ ବର୍ଷ ବୟସରେ ପରଲେକ ହୋଇଯାଇଛି। ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି ଥିବା ବେଳେ ଆଜି ସନ୍ଧ୍ୟା ୭ଟା ୩୧ରେ ଦେହାନ୍ତ ହୋଇଥିବା ନେଇ ତାଙ୍କ ପରିବାର ଲୋକଙ୍କ ଠାରୁ…

ରାଜ୍ୟରେ ପୃଥକ ପୃଥକ ସ୍ଥାନରେ ବଜ୍ରପାତ, ୭ ମୃତ

ରାଜ୍ୟରେ ବିଭିନ୍ନ ସ୍ଥାନରେ ବଜ୍ରପାତରେ ୭ ମୃତ, ୩ ଆହତ । ଖୋର୍ଦ୍ଧା ବାଣପୁରରେ ୨ ଜଣ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି । ମୃତକ ଦୁଇ ଜଣ ଅରାଙ୍ଗ ଗ୍ରାମର ରଞ୍ଜତ ରଣସିଂହ ଏବଂ…

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି: ହୀରାକୁଦ ବିସ୍ଥାପିତଙ୍କୁ ଖୁବ ଶୀଘ୍ର ମିଳିବ ଜମି ପଟ୍ଟା

ଭୁବନେଶ୍ୱର:  ବିଭିନ୍ନ ସ୍ଥାନରେ ଜମି ସମସ୍ୟାର ସମାଧାନ ତୁରନ୍ତ କରାଯିବ  ଏବଂ  ଲୋକଙ୍କୁ ପଟ୍ଟା ଦିଆଯିବ ବୋଲି  ନୀତିଗତ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ । ହୀରାକୁଦ ବନ୍ଧ ବିସ୍ଥାପିତଙ୍କୁ ସରକାର ଜମିପଟ୍ଟା ଦେବେ  । ଗଞ୍ଜାମ ସୋରଡା ବ୍ଲକ୍‌ର ୧୭ଟି ଗାଁର ଜମି…

ବାହାନଗା ଟ୍ରେନ୍‌ ଦୁର୍ଘଟଣା: ଗିରଫ ୩ ରେଳ ଅଧିକାରୀଙ୍କ ନାଁରେ ଚାର୍ଜସିଟ୍ ଦାଖଲ କଲା ସିବିଆଇ

ଭୁବନେଶ୍ବର/ବାଲେଶ୍ବର: ବହୁଚର୍ଚ୍ଚିତ ବାଲେଶ୍ବର ଜିଲ୍ଲା ବାହାନଗା ଟ୍ରେନ୍‌ ଦୁର୍ଘଟଣା ମାମଲାରେ ତଦନ୍ତକାରୀ ସଂସ୍ଥା ସେଣ୍ଟ୍ରାଲ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେସନ୍‌ (ସିବିଆଇ) ଗିରଫ ହୋଇଥିବା ୩ ଜଣ ରେଳ ଅଧିକାରୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି।  ସିବିଆଇ ୧୯୮୯ ରେଲୱେ ଆକ୍ଟ ୧୫୩…

ସରକାରୀ କାମ ନୁହେଁ, ବାହାଘର ଭୋଜି ଖାଇବା ପାଇଁ ହେଲିକପ୍ଟରରେ ଉଡୁଛନ୍ତି ପାଣ୍ଡିଆନ- ବିଜେପି

ଭୁବନେଶ୍ୱର: ସରକାରୀ କାମ ନୁହେଁ, ପାରିବାରିକ ଆମୋଦ ପ୍ରମୋଦ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୫ଟି ସଚିବ ହେଲିକପ୍ଟରରେ ଯାଉଛନ୍ତି । କେତେବେଳେ ବାହାଘର ଭୋଜି ଖାଇବା ପାଇଁ ତ କେତେବେଳେ ପାରିବାରିକ ଭୋଜିରେ ଯୋଗ ଦେବା ପାଇଁ ୫ଟି ସଚିବ ହେଲିକପ୍ଟର ବ୍ୟବହାର…

‘ପ୍ରଜ୍ଞାନ ୧୦୦ ନଟ୍‌ ଆଉଟ୍‌’: ଚନ୍ଦ୍ରଯାନ-୩ ରୋଭରର ଚନ୍ଦ୍ରରେ ନିଆରା ସଫଳତା

ନୂଆଦିଲ୍ଲୀ: ଆଦିତ୍ୟ-ଏଲ୍‌-୧ ମହାକାଶଯାନ ସୂର୍ଯ୍ୟର ଅଧ୍ୟୟନ ପାଇଁ ଯାତ୍ରା ଆରମ୍ଭ କରିଥିବା ବେଳେ ଚନ୍ଦ୍ରଯାନ-୩ ରୋଭର ପ୍ରଜ୍ଞାନ ଚନ୍ଦ୍ରରେ ଆଉ ଏକ ଐତିହାସିକ ମାଇଲ ଖୁଣ୍ଟ ହାସଲ କରିଛି। ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଘୋଷଣା କରିଛି ଯେ ରୋଭର ଚନ୍ଦ୍ର…

ପେଣ୍ଠକଟା କନକଦୁର୍ଗା ସାହିରେ ବୋମା ବିସ୍ଫୋରଣ

ପୁରୀ: ପୁରୀ ପେଣ୍ଠକଟା କନକଦୁର୍ଗା ସାହିରେ ବୋମା ବିସ୍ଫୋରଣ । ଆଜି ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ଏହି ବୋମା ବିସ୍ପୋରଣ ହୋଇଥିବା ସୂଚନା ମିଳିଛି । ତେବେ ବିସ୍ଫୋରଣରେ କାହାର କିଛି କ୍ଷତି ହୋଇନଥିବା ବେଳେ ଏକ କୁକୁରର ପ୍ରାଣ…

ରାଜସ୍ଥାନରେ ଆଦିବାସୀ ଗର୍ଭବତୀ ପତ୍ନୀଙ୍କୁ ଉଲଗ୍ନ କରି ବୁଲାଇଲେ ଶାଶୁଘର ଲୋକେ

ମଣିପୁର ଲଜ୍ୟା ଘଟଣା ମନରୁ ଲିଭି ନଥିବା ବେଳେ ରାଜସ୍ଥାନରେ ପୁଣି ଦେଖାଦେଇଛି ଏମିତି ଏକ ଲଜ୍ୟାଜନକ ଘଟଣା । ଜଣେ ଆଦିବାସୀ ଗର୍ଭବତୀ ମହିଳାଙ୍କୁ ଗାଁ ଦାଣ୍ଡରେ ଉଲଗ୍ନ କରି ବୁଲାଇଛନ୍ତି ଶାଶୁଘର ଲୋକେ । ରାଜସ୍ଥାନର ପ୍ରତାପଗଡ ଜିଲ୍ଲାରେ…

କଳାଜିରା ଧାନକୁ ମିଳିଲା ଜି.ଆଇ ଟ୍ୟାଗ୍

କୋରାପୁଟ: କଳାଜିରା ଧାନକୁ ମିଳିଲା ଜି.ଆଇ ଟ୍ୟାଗ୍। ନାବାର୍ଡ ଏବଂ ଓଡ଼ିଶା ସରକାରଙ୍କ  ସହଯୋଗରେ କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ, କୃଷକ ଉତ୍ପାଦକ କମ୍ପାନି ଜୈବିକ୍ ଏସଆରଆଇ  “କୋରାପୁଟ କାଲାଜିରା ଚାଉଳ” ପାଇଁ ଜିଆଇ ଟ୍ୟାଗ୍ ପାଇଲା। ଏହି ଚାଉଳ…

ପୀତ ସାଗର ମଧ୍ୟକୁ ଏକାଧିକ କ୍ରୁଜ୍‌ ମିସାଇଲ୍‌ ନିକ୍ଷେପ କଲା ଉତ୍ତର କୋରିଆ

ସିଓଲ୍‌: ଆଜି ପ୍ରତ୍ୟୁଷରେ ଉତ୍ତର କୋରିଆ କୋରୀୟ ଉପଦ୍ବୀପର ପଶ୍ଚିମ ଉପକୂଳରେ ଥିବା ପୀତ ସାଗର (ୟେଲୋ ସି) ମଧ୍ୟକୁ ଏକାଧିକ କ୍ରୁଜ୍‌ ମିସାଇଲ୍‌ ନିକ୍ଷେପ କରିଥିବା କଥା ଦକ୍ଷିଣ କୋରିଆ ସେନା କହିଛି। ଆଜି ସ୍ଥାନୀୟ ସମୟ ଭୋର୍‌ ୪ଟା ବେଳେ…