ଆଜି ଭାରତ ପଞ୍ଚମ ଅର୍ଥବ୍ୟବସ୍ଥାରେ ପହଂଚିଛି, ବିଶ୍ଵମିତ୍ର ଭାବେ ଆଗକୁ ବଢୁଛି: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜିଠାରୁ ଭାରତୀୟ ଗଣତନ୍ତ୍ର ପାଇଁ ପୁରୁଣା ସଂସଦ ଭବନ ଇତିହାସ ପାଲଟି ଯାଇଛି। ଆଜିଠାରୁ ସଂସଦର ସ୍ବତନ୍ତ୍ର ଅଧିବେଶନର ଅବିଶିଷ୍ଟ କାର୍ଯ୍ୟ ନୂଆ ସଂସଦ ଭବନରେ ଆରମ୍ଭ ହେବ। ତେବେ ଆଜି ପୁରୁଣା ସଂସଦରେ ଏକ ସ୍ୱତନ୍ତ୍ର ଅଧିବେଶନ ସମୟରେ…

ଦୁଇ ଦିନିଆ ରିମାଣ୍ଡରେ ଇରାନୀ ସ୍ବାମୀ ନିଶିକାନ୍ତ ପାତ୍ର

ଭୁବନେଶ୍ବର : ହନିଟ୍ରାପ୍ କୁଇନ୍ ଇରାନୀ ଗ୍ୟାଙ୍ଗ୍ ଗିରଫ ମାମଲାରେ ଦୁଇ ଦିନିଆ ରିମାଣ୍ଡରେ ଗଲେ ଇରାନୀ ସ୍ବାମୀ ନିଶିକାନ୍ତ ପାତ୍ର । ଦୁଇ ଦିନିଆ ରିମାଣ୍ଡ ଅବଧି ସମୟରେ ନିଶିକାନ୍ତକୁ ମାରାଥନ୍ ଜେରା କରିବ ତମାଣ୍ଡୋ ଥାନା ପୋଲିସ । ଏହି…

ଚିକେନ ସୁରମା ଖାଇ ଚାଲିଗଲା ନାବାଳିକାଙ୍କ ଜୀବନ, ୧୩ ମେଡିକାଲ ଛାତ୍ର ଗୁରୁତର

ରେଷ୍ଟୁରାଣ୍ଟରୁ ଆସିଥିବା ଚିକେନ ସୁରମା ଖାଇ ଚାଲିଗଲା ୧୪ ବର୍ଷୀୟା ଛାତ୍ରୀଙ୍କ ଜୀବନ । ଏଥିସହ ଉକ୍ତ ରେଷ୍ଟୁରାଣ୍ଟର ଚିକେନ ଦ୍ୱାରା ପ୍ରସ୍ତୁତ ଅନ୍ୟାନ୍ୟ ଡିସ୍‌ ଖାଇ ଆଉ ୧୩ ମେଡିକାଲ ଛାତ୍ର ଅସୁସ୍ଥ ହୋଇ ପଡ଼ିଛନ୍ତି। ଏହାପରେ ଖାଦ୍ୟ ନିରାପତ୍ତା…

ଗଞ୍ଜାମ ପୋଲିସ ପକ୍ଷରୁ ବିଭିନ୍ନ ଜୁଆ ଆଡ୍ଡାରେ ଚଢାଉ

ଖଲ୍ଲିକୋଟ : ଗଞ୍ଜାମ ପୋଲିସ ପକ୍ଷରୁ ବିଭିନ୍ନ ଜୁଆ ଆଡ୍ଡାରେ ଚଢାଉ । ୧୨ ଜୁଆଡ୍ଡି ସମେତ ୭୭ ହଜାର ଟଙ୍କା , ଫୋନ୍‌ ଓ ଗାଡି ଜବତ କରିଛି ପୋଲିସ । ଆଗାମୀ ଦିନରେ ଏହିପରି ଭାବେ ଚଢାଉ ଜାରି…

ନୂଆ ସଂସଦ ଭବନର ସେଂଟ୍ରାଲ ହଲ ସାମ୍ନାରେ ଫଟୋ ସେସନ୍

ନୂଆଦିଲ୍ଲୀ: ଇତିହାସ ପାଲଟିଲା ପୁରୁଣା ସଂସଦ ଭବନ । ଆଜିଠୁ ନୂଆ ସଂସଦ ଭବନରେ ସ୍ୱତନ୍ତ୍ର ଅଧିବେସନ। ହେଲେ ଏହା ପୂର୍ବରୁ ସେଂଟ୍ରାଲ ହଲ ସାମ୍ନାରେ ଫଟୋ ସେସନ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକଡ଼,…

ଆମେରିକା ସହ ପାକିସ୍ତାନର ଗୋପନ ଚୁକ୍ତି ଖୁଲାସା

ଇସ୍‌ଲାମାବାଦ: ଆର୍ଥିକ ସଂକଟରେ ଜୁଝି ଦେଉଥିବା ପାକିସ୍ତାନର ଚାଲାକି ଧରାପଡ଼ିଲା । ଆଇଏମଏଫ ଠାରୁ ଋଣ ପାଇବା ପାଇଁ ଆମେରିକା ସହ ମିଶି ଚକ୍ରାନ୍ତ କରିଥିଲା ପାକ୍ । ଋଣ ପାଇଁ ଶସ୍ତାରେ ବିକ୍ରି କରିଥିଲା ଅସ୍ତ୍ରଶସ୍ତ୍ର । ୨୦୨୨ରେ ଅନ୍ତର୍ଜାତୀୟ…

ବନ୍ଦ ହେଲା ହୀରାକୁଦର ଆଉ ୪ ଗେଟ୍, ୧୦ ଗେଟ୍ ଦେଇ ଜଳ ନିଷ୍କାସିତ

ସମ୍ବଲପୁର : ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ଆଉ ୪ଟି ଗେଟ୍ । ଫଳରେ ବର୍ତ୍ତମାନ ୧୦ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି । ହୀରାକୁଦ ବାମ ପାର୍ଶ୍ବରେ ୬ଟି ଏବଂ ଡାହାଣ ପାର୍ଶ୍ବରେ ୪ଟି ଗେଟ୍ ଦେଇ ଜଳ…

ଶ୍ରୀମନ୍ଦିରରେ ଅନ୍ଧ ମନ୍ଦିର ହାତୀ ପ୍ରସ୍ତାବ ଲୀଳା ଅନୁଷ୍ଠିତ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

ପୁରୀ: ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଲୀଳା ପାଳନ ଅବସରରେ ସୋମବାର ରାତିରେ ଅନ୍ଧ ମନ୍ଦିର ହାତୀ ପ୍ରସ୍ତାବ ଲୀଳା ଅନୁଷ୍ଠିତ ହୋଇଯାଇଛି । ପରମ୍ପରା ଅନୁଯାୟୀ ଦତ୍ତମହାପାତ୍ର ନିଯୋଗ ପକ୍ଷରୁ ଏକ ହାତୀ ବେଶ ବାହାରି ସାହି ପରିକ୍ରମା କରିବା ପରେ ଶ୍ରୀମନ୍ଦିର…

୫ ଦିନ ମଧ୍ୟରେ ଦେଶ ଛାଡିବାକୁ କାନାଡ଼ା କୂଟନୀତିଜ୍ଞଙ୍କୁ କହିଲା ଭାରତ

ନୂଆଦିଲ୍ଲୀ: ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜରର ମୃତ୍ୟୁ ପରଠାରୁ ଭାରତ ଏବଂ କାନାଡା ମଧ୍ୟରେ ସମ୍ପର୍କ ତିକ୍ତ ହେବାରେ ଲାଗିଛି | ଏହି ହତ୍ୟାକାଣ୍ଡରେ ଭାରତର ଭୂମିକା ଅଭିଯୋଗ କରି କାନାଡ଼ା ଭାରତର କୂଟନୀତିଜ୍ଞଙ୍କୁ ବହିଷ୍କାର କରିବାର ନିଷ୍ପତ୍ତି ନେବାର…

ବିଶ୍ୱକର୍ମା ମୂର୍ତ୍ତି ଭସାଣ ବେଳେ କୁଆଖାଇରେ ବୁଡ଼ିଗଲେ ଯୁବକ

ବିଶ୍ୱକର୍ମା ମୂର୍ତ୍ତି ଭସାଣ ବେଳେ କୁଆଖାଇ ନଦୀରେ ବୁଡ଼ି ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ। ନିଖୋଜ ଯୁବକ ଜଣଙ୍କ ହେଲେ ପ୍ରଫୁଲ୍ଲ ବିଶ୍ୱାଳ। ତାଙ୍କ ଘର ସହିଦନଗର ଶାନ୍ତିପଲ୍ଲୀ ବସ୍ତିରେ । ଗତକାଲି ସନ୍ଧ୍ୟାରେ ପ୍ରଫୁଲ୍ଲ …