ନବୀନ ପଟ୍ଟନାୟକଙ୍କ ବଡ଼ ଭଉଣୀ ଲେଖିକା ଗୀତା ମେହେଟ୍ଟାଙ୍କ ପରଲୋକ

ନୂଆଦିଲ୍ଲୀ: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ କନ୍ୟା, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭଉଣୀ ତଥା ବିଶିଷ୍ଟ ଲେଖିକା ଗୀତା ମେହେଟ୍ଟାଙ୍କ ପରଲୋକ ହୋଇଥିବା ଦୁଃଖଦ ଖବର ହସ୍ତଗତ ହୋଇଛି । ଶନିବାର ଦିଲ୍ଲୀ ସ୍ଥିତ ବାସଭବନରେ ୮୦ ବର୍ଷ…

ରିୟଲ ଇଷ୍ଟେଟ୍ ବ୍ୟବସାୟୀ ତପନ ମହାନ୍ତିଙ୍କୁ ଇଓଡବ୍ଲୁର ପଚରାଉଚରା

ଭୁବନେଶ୍ବର : ରାଜ୍ୟର ଜଣାଶୁଣା ରିଅଲ ଇଷ୍ଟେଟ ବ୍ୟବସାୟୀ ତଥା ଜେଡ୍ ୱାନର ମାଲିକ ତପନ ମହାନ୍ତି ଓ ତାଙ୍କ ପୁଅଙ୍କୁ ଆଜି ଅର୍ଥନୈତିକ ଅପରାଧିକ ଶାଖା (ଇଓଡବ୍ଲ୍ୟୁ) ୩ ଘଣ୍ଟା ଜେରା କରିଛି। ମିଳିଥିବା ସୂଚନା ଅନୁଯାୟୀ, ଜେଡ୍ ୱାନ୍‌ର…

୪ ଓଏଏସଙ୍କ ବଦଳି ବାତିଲ: ବଦଳିଲେ ବିଡିଏ ଏନଫୋର୍ସମେଂଟ ଅଧିକାରୀ

ଭୁବନେଶ୍ବର : ରାଜ୍ୟ ସରକାର ଓଏଏସ୍ ଅଫିସରସ୍ତରରେ ବଦଳି କରିଛନ୍ତି । ପୂର୍ବରୁ ବଦଳି ହୋଇଥିବା ୪ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କ ବଦଳିକୁ ବାତିଲ କରିଥିବାବେଳେ ଭୁବନେଶ୍ୱର ଉନ୍ନୟନ ପ୍ରାଧିକରଣ(ବିଡିଏ) ଏନଫୋର୍ସମେଂଟ୍ ଅତିରିକ୍ତ କମିଶନର ତଥା ବରିଷ୍ଠ ଓଏଏସ୍ ହରିଶ ଚନ୍ଦ୍ର…

କଟ‌କରେ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ ପ୍ରଦର୍ଶନ; କଳାପତାକା ଦେଖାଇଲେ ବିଜେପି, ହିନ୍ଦୁସେନା କର୍ମୀ

କଟକ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଟକ ସହରରେ ଶନିବାର ସନ୍ଧ୍ୟାରେ ବିରୋଧ ପ୍ରଦର୍ଶନ କରାଯାଇଛି। ଖାନନଗରସ୍ଥିତ ନେତାଜୀ ବସ୍ ଟର୍ମିନାଲ ଲୋକାର୍ପଣ କରିବାକୁ ଯାଉଥିବା ବେଳେ ବିଜେପି ଯୁବ ମୋର୍ଚ୍ଚା ଓ ହିନ୍ଦୁ ସେନାର କର୍ମକର୍ତ୍ତା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ବିରୋଧ…

ନେତାଜୀ ବସ୍‌‌ ଟର୍ମିନାଲ ସହିତ କଟକବାସୀଙ୍କୁ ୫୪୧ କୋଟି ଟଙ୍କାର ପ୍ରକଳ୍ପର ଉପହାର

କଟକ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଅପରାହ୍ଣରେ ଖାନନଗରଠାରେ ନବନିର୍ମିତ ଅତ୍ୟାଧୁନିକ କଟକ ନେତାଜୀ ବସ୍‌‌ ଟର୍ମିନାଲ(ସିଏନବିଟି)କୁ ଲୋକାର୍ପଣ କରିଛନ୍ତି । ୯୦ କୋଟି ଟଙ୍କା ବ୍ୟୟରେ ଏହି ଅତ୍ୟାଧୁନିକ ବସ ଟର୍ମିନାଲ ନିର୍ମିତ ହୋଇଛି। ସହରର ଗମନାଗମନ ବ୍ୟବସ୍ଥାକୁ…

ଦିନଟେ ଘୁଞ୍ଚିଲା, ୨୧ ପରିବର୍ତ୍ତେ ୨୨ରେ ହେବ ବାଚସ୍ପତି ନିର୍ବାଚନ

ଭୁବନେଶ୍ବର : ଦିନଟେ ଘୁଞ୍ଚିଲା ବାଚସ୍ପତି ନିର୍ବାଚନ। ୨୨ ତାରିଖ ସକାଳ ୯ଟାରେ ୩୦ରେ ହେବ ନିର୍ବାଚନ। ଏନେଇ ଆଜି ସୂଚନା ମିଳିଛି। ୨୧ ପରିବର୍ତ୍ତେ ୨୨ରେ ହେବ ବାଚସ୍ପତି ନିର୍ବାଚନ। ବାଚସ୍ପତି ନିର୍ବାଚନ ପାଇଁ ୨୧ ତାରିଖରେ ନାମାଙ୍କନ ଦାଖଲ…

ଫ୍ରାଞ୍ଚାଇଜ ଦେବା ନାଁରେ କୋଟି କୋଟି ଠକେଇ, ମୁଖ୍ୟ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ରୋଜଗାର ଯୋଜନା ଓ ଷ୍ଟାର୍ଟଅପ ଓଡିଶା ସହ ସହବନ୍ଧିତ ଥିବା ଦର୍ଶାଇ ଲୋକଙ୍କୁ ଫ୍ରାଞ୍ଚାଇଜ ଦେବାକୁ କହି ଦୁଇ କୋଟିଏରୁ ଅଧିକ ଟଙ୍କା ଠକିଥିବା ଜଣେ ଠକକୁ କମିସନରେଟ ପୁଲିସର ସ୍ବତନ୍ତ୍ର ଅପରାଧ ଶାଖା ଗିରଫ କରିଛି। ଗିରଫ…

ପୁଣି ଥରେ ମୋଦୀ ହେଲେ ସର୍ବାଧିକ ଲୋକପ୍ରିୟ ନେତା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଥରେ ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତା ଭାବେ ଉଭା ହୋଇଛନ୍ତି। ଗ୍ଲୋବାଲ ଲିଡର ଅପ୍ରୋଭାଲ ସର୍ଭେ ଅନୁଯାୟୀ ଏହି ତାଲିକାରେ ଦ୍ବିତୀୟରେ ଥିବା ସ୍ୱିଜରଲାଣ୍ଡର ରାଷ୍ଟ୍ରପତି ଆଲେନ୍ ବର୍ସେଟଙ୍କ ତୁଳନାରେ ମୋଦୀଙ୍କ ରେଟିଂ ୧୨…

ସ୍କ୍ରବ ଟାଇଫସ୍ ଆତଙ୍କ; ବରଗଡ଼ ଯିବ ଭିମସାର ଟିମ୍‌

ସମ୍ବଲପୁର : ଜୀବନ ନେଉଛି ପୋକ । ଗାଁ ଗାଁରେ ଘାତକ ସାଜିଛି ସ୍କ୍ରବ ଟାଇଫସ୍ । ଏହି କୀଟ ଦ୍ୱାରା ଆକ୍ରାନ୍ତ ହୋଇ ବରଗଡରେ ୫ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଚିଗର୍ସ ନାମକ କୀଟ କାମୁଡିଲେ…

୯ କୋଟି ଟଙ୍କାରେ ବିକ୍ରି ହେଲା ଯୁବରାଣୀ ଡାଏନାଙ୍କ ‘ବ୍ଲାକ୍‌ ସିପ୍‌’ ସ୍ବେଟର୍‌

ନୂଆଦିଲ୍ଲୀ: ଯୁବରାଣୀ ଡାଏନାଙ୍କ ପ୍ରସିଦ୍ଧ ଲାଲ୍‌ ରଙ୍ଗର ‘ବ୍ଲାକ୍‌ ସିପ୍‌’ (କଳାମେଣ୍ଢା) ସ୍ବେଟର୍‌ ୯ କୋଟି ଟଙ୍କାରୁ ଅଧିକ ଦାମ୍‌ରେ ବିକ୍ରୟ ହୋଇଥିବା କଥା ‘ବିବିସି’ ରିପୋର୍ଟ କରିଛି। ଡାଏନା ପରିଧାନ କରିଥିବା ଯେତେ ସବୁ ପୋଷାକ ନିଲାମ ହୋଇଛି ତା’ ଭିତରୁ…