ନାଗପୁରରେ ପ୍ରବଳ ବର୍ଷା, ଜଳବନ୍ଦୀ ହୋଇ ରହିଛନ୍ତି ଅନେକ ଲୋକ

ମହାରାଷ୍ଟ୍ର ନାଗପୁରରେ ପ୍ରବଳ ବର୍ଷା। ବର୍ଷା ଯୋଗୁଁ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛି । ବସ୍‌ ଡିପୋ ଏବଂ ଘରେ ଲୋକମାନେ ଫସିଛନ୍ତି । ଉଦ୍ଧାର କାର୍ଯ୍ୟ ପାଇଁ ଏନଡିଆରଏଫ ଟିମ୍‌ ନିୟୋଜିତ ହୋଇଛି । ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର…

ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲର ହଷ୍ଟେଲ ରୁମରୁ ଡାକ୍ତରଙ୍କ ମୃତଦେହ ଉଦ୍ଧାର

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲର ଏକ ହଷ୍ଟେଲ ରୁମରୁ ଶୁକ୍ରବାର ଜଣେ ଡାକ୍ତରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେ ଜଣେ ହାଉସ ସର୍ଜନ ବୋଲି ଜଣାପଡ଼ିଛି। ମୃତକ କେନ୍ଦୁଝରର ସଚିନ…

କେନ୍ଦ୍ରାପଡ଼ା ଜିଲ୍ଲାରେ ମେଡିକାଲ୍ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ଦାବିରେ ୧୨ ଘଣ୍ଟିଆ ଅବରୋଧ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାରେ ମେଡିକାଲ୍ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ଦାବିରେ କଟକ -ଚାନ୍ଦବାଲି ରାସ୍ତାର ଦୁହୁରିଆ ଛକଠାରେ ୧୨ ଘଣ୍ଟିଆ ରାଜପଥ ଅବରୋଧ କରାଯାଇଛି। କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୧୨ ଘଣ୍ଟିଆ ଅର୍ଥନୈତିକ ଅବରୋଧର ଡାକରା ଦିଆଯାଇଛି। ସକାଳ ୬ରୁ…

ଜୋ ବାଇଡେନ ଓ ଜେଲେନ୍‌ସ୍କି ସାକ୍ଷାତ; ଯୁଦ୍ଧ ପାଇଁ ସହାୟତା ମାଗିଲା ୟୁକ୍ରେନ

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟିଲେ ୟୁକ୍ରେନ ରାଷ୍ଟ୍ରପତି । ଆମେରିକା ଗସ୍ତରେ ଆସି ସାକ୍ଷାତ କରିଛନ୍ତି ଭୋଲୋଡିମିର ଜେଲେନ୍‌ସ୍କି । ଦୁଇ ରାଷ୍ଟ୍ର ନେତାଙ୍କ ମଧ୍ୟରେ ଋଷ-ୟୁକ୍ରେନ ଯୁଦ୍ଧକୁ ନେଇ ଆଲୋଚନା ହୋଇଛି । ୟୁକ୍ରେନକୁ ଆମେରିକାର ସହାୟତା ନିହାତି…

ଅଜଣା ଜନ୍ତୁ ଆକ୍ରମଣରେ ୩୦ ଛେଳି ମୃତ

ରାୟଗଡା : ରାୟଗଡା ଜିଲ୍ଲା ଗୁଡାରି ବନାଞ୍ଚଳର ଗଞ୍ଜୁଗୁଡାରେ ଅଜଣା ଜନ୍ତୁ ଆତଙ୍କ । ଅଜଣା ଜନ୍ତୁ ଆକ୍ରମଣରେ ୩୦ଟି ଛେଳିର ମୃତ୍ୟୁ ହୋଇଛି। ରାୟଗଡା, ଗଜପତି ଓ କନ୍ଧମାଳ ଜିଲ୍ଲାର ସୀମାନ୍ତ ଗାଁ ଗୁଡାରି ରେଞ୍ଜର ନୂଆଗଡ ପଞ୍ଚାୟତ ଗଞ୍ଜୁଗୁଡା ଗ୍ରାମ।…

କ୍ରେଡିଟ୍‌ ସୁଇସ୍‌କୁ ପ୍ରତିମାସରେ ୧୦ ଲକ୍ଷ ଡଲାର ପୈଠ କରିବ ସ୍ପାଇସଜେଟ୍‌

ନୂଆଦିଲ୍ଲୀ: କମ୍‌ ଦାମ୍‌ରେ ବିମାନ ଯାତ୍ରା କରାଉଥିବା ଏୟାରଲାଇନ୍‌ ସ୍ପାଇସଜେଟ୍‌ ପାଇଁ ସୁପ୍ରିମକୋର୍ଟଙ୍କ ବଡ଼ ଆଦେଶ। ସୁପ୍ରିମକୋର୍ଟ ସ୍ପାଇସଜେଟ୍‌ର ଚେୟାରମ୍ୟାନ୍‌ ଏବଂ ମ୍ୟାନେଜିଙ୍ଗ୍‌ ଡାଇରେକ୍ଟର ଅଜୟ ସିଂହଙ୍କୁ ଗ୍ଲୋବାଲ ଇନଭେଷ୍ଟମେଣ୍ଟ ବ୍ୟାଙ୍କ୍‌ ଏବଂ ଫାଇନାନ୍ସସିଆଲ ସର୍ଭିସ କମ୍ପାନି କ୍ରେଡିଟ୍‌ ସୁଇସ୍‌କୁ ପ୍ରତି…

ମୋବାଇଲ ଦେଖିବାକୁ ବାରଣ କରିବାରୁ ବିଷ ପିଇଲା ପୁଅ

କେନ୍ଦୁଝର: ଆଜି କାଲି ଯୁଗରେ ମୋବାଇଲ ଆମ ସମସ୍ତଙ୍କ ପାଇଁ ଏକ ଅପରିହାର୍ଯ୍ୟ ଜିନିଷ ପାଲଟିଲାଣି  । ଯାହାକୁ ଦେଖ ସମସ୍ତ ଙ୍କ ନିକଟରେ ମୋବାଇଲ ଉପଲବ୍ଧ ରହିଛି । ବିଶେଷ କରି ଛାତ୍ରଛାତ୍ରୀ ମାନେ ବର୍ତ୍ତମାନ ସମୟରେ ବେଶି ମୋବାଇଲ…

ହରପ୍ରୀତ ସିଂହ କଳା କାରନାମାର ଲମ୍ବା ଚିଠା: ପ୍ରମାଣ ସହ କାନାଡାକୁ ତଥ୍ୟ ଦେଲା ଭାରତ

ନୂଆଦିଲ୍ଲୀ: ଖଲିସ୍ଥାନ ଆତଙ୍କୀ ହରପ୍ରୀତ ସିଂହ ନିଜ୍ଜର ହତ୍ୟା ପରେ ଦିନକୁ ଦିନ ବିଗୁଡୁଛି କାନାଡା-ଭାରତ ସମ୍ପର୍କ । ହରପ୍ରୀତ ସିଂହଙ୍କ ହତ୍ୟାରେ ଭାରତୀୟ ଏଜେନ୍ସିର ହାତ ଅଛି ବୋଲି କାନାଡା ଅଭିଯୋଗ କରିଛି । ହେଲେ ଏ ଯାଏ କୌଣସି…

ପିକଅପ ଓ ବୁଲେଟ ମୁହାଁମୁହିଁ ଧକ୍କା ; ଜଣେ ମୃତ

ଗୋପାଳପୁର : ଗୋଳନ୍ଥରା ଥାନା ଅନ୍ତର୍ଗତ ୧୬ ନଂ  ଜାତୀୟ ରାଜପଥରେ ପିକଅପ ଭ୍ୟାନ ଓ ବୁଲେଟ ମୁହାଁମୁହିଁ ଧକ୍କାରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଆହତ ହୋଇଛନ୍ତି। ମୃତ ବ୍ୟକ୍ତି ଜଣକ ହେଲେ ଜଗତସିଂହପୁର ଜିଲା ଦାସମୋହନପୁର ଗ୍ରାମର…

୧୬ ବର୍ଷରେ ହାସଲ କଲେ ୧୭୦ କଲେଜର ଆଡମିଶନ୍‌ ଅଫର୍‌, ପାଇଲେ ୯ ମିଲିୟନ୍‌ ଡଲାର ସ୍କଲାରସିପ୍‌

ଆମେରିକାର ୧୬ ବର୍ଷ ବୟସର ଜଣେ ଛାତ୍ର ଇତିହାସ ସୃଷ୍ଟି କରିଛନ୍ତି । ଡେନିସ ମଲିକ୍‌ ବାର୍ନେସ୍‌ ନାମକ ଏହି ଛାତ୍ର ୧୭୦ କଲେଜ୍‌ ଏବଂ ୟୁନିଭର୍ସିଟିରୁ ଆଡମିଶନ୍‌ ଅଫର ଗ୍ରହଣ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି । ଏଥି ସହିତ…