ଜଗନ୍ନାଥ-ଗୋପୀନାଥ ଟ୍ରଷ୍ଟର ସହାୟତାରେ ଅନନ୍ୟା ଗୋନାଇଲର ଶୁଭାରମ୍ଭ ଓ ମହିଳାମାନଙ୍କୁ ପ୍ରଶିକ୍ଷଣ

ସାଲେପୁର : ସାଲେପୁର ନିକଟବର୍ତ୍ତୀ ପିକୋଳ ଗ୍ରାମସ୍ଥିତ ଜଗନ୍ନାଥ-ଗୋପୀନାଥ ଟ୍ରଷ୍ଟ ପରିସରରେ ମହିଳାମାନଙ୍କୁ ଆତ୍ମନିର୍ଭର କରିବା ଉପଲକ୍ଷେ ଏକ ଫିନାଇଲ ପ୍ରସ୍ତୁତି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଓ ଟ୍ରଷ୍ଟ ସହାୟତାରେ ‘ଅନନ୍ୟା ଗୋନାଇଲ’ର ଶୁଭାରମ୍ଭ ହୋଇଛି | ଏହି ଉପଲକ୍ଷେ…

ଜେଲ୍‌ ଫେରନ୍ତାଙ୍କୁ ଗୁଳି କରି ମାରିଦେଲେ

ଢେଙ୍କାନାଳ : ଜେଲ୍‌ ଫେରନ୍ତାଙ୍କୁ ଗୁଳି କରି ହତ୍ୟା କଲେ ଅଭିଯୁକ୍ତ। ରେଲୱେ ଓଭରବ୍ରିଜ ନିକଟରୁ ରକ୍ତଜୁଡ଼ୁବୁଡ଼ୁ ମୃତଦେହ ଉଦ୍ଧାର କରାଯାଇଛି। ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଆଳତୁମା ରେଲୱେ ଓଭରବ୍ରିଜ୍ ପାଖ ସଉରିଆ ନିକଟରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ…

ଫାଇନାନ୍ସ ସଂସ୍ଥାର କର୍ମଚାରୀଙ୍କୁ ଅପହରଣ ଅଭିଯୋଗ,ବାଟରେ ପଡ଼ିଛି ବାଇକ୍ ଓ ଚପଲ

କେନ୍ଦ୍ରାପୋଡ଼ା : ଏକ ଘରୋଇ ଫାଇନାନ୍ସ ସଂସ୍ଥାର କର୍ମଚାରୀଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ତନ୍ତିଆ ପାଳ ସାମୁଦ୍ରିକ ଥାନା ଆନ୍ତର୍ଗତ ବାବର ଅଞ୍ଚଳରେ। ନିଖୋଜ ଥିବା କର୍ମଚାରୀ ଜଣଙ୍କ ହେଲେ ରାଜଗଡ଼ ଗ୍ରାମର ସ୍ୱାଗତ…

କେଜ୍ରିୱାଲଙ୍କ ପ୍ରଶ୍ନ: ସିବିଆଇ କିଛି ନ ପାଇଲେ ପ୍ରଧାନମନ୍ତ୍ରୀ ଇସ୍ତଫା ଦେବେ କି?

ନୂଆଦିଲ୍ଲୀ : ବାସଭବନ ନବୀକରଣରେ ହୋଇଥିବା ଅନିୟମିତତା ଅଭିଯୋଗ ପ୍ରସଙ୍ଗରେ ଆଜି ନୀରବତା ଭାଙ୍ଗିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଏହି ଅଭିଯୋଗର ତଦନ୍ତ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସିବିଆଇକୁ ହସ୍ତାନ୍ତର କରିବା ପରେ ଆଜି କେଜ୍ରିୱାଲ ଆଟାକିଂ ମୁଡକୁ ଚାଲି ଆସିଛନ୍ତି।…

ଦେଖିଦେଲେ ଲୋକ ଗହଳି; ନଦୀ ମଝିରେ ଅଟକିଗଲେ ହାତୀ ପଲ

ବୌଦ୍ଧ : ନଦୀ ପାର ହେଉଥିବା ବେଳେ ମଝି ନଦୀରେ ଫସି ଅଟକିଛନ୍ତି ୧୨ ଟିକିଆ ହାତୀ ପଲ। ନା ଏ କୂଳକୁ ଆସି ପାରୁଛନ୍ତି ନା ଆଗକୁ ଯାଉଛନ୍ତି। ବୌଦ୍ଧ ଜିଲ୍ଲା କଣ୍ଟାମାଲ ରେଞ୍ଜ ର ମାଣିକପୁର ଗାଁ ନିକଟ…

ନିଖୋଜ ଥିଲେ ଟ୍ରଲର କର୍ମଚାରୀ, ମିଳିଲା ମୃତଦେହ

ପାରାଦୀପ : ୭ ଦିନ ହେଲା ନିଖୋଜ ଥିଲେ ଟ୍ରଲର କର୍ମଚାରୀ। ଆଜି ସକାଳେ ପାରାଦୀପ ନେହରୁବଙ୍ଗଳା ଫିସିଙ୍ଗ ହାର୍ବରରୁ ମିଳିଲା ମୃତଦେହ। ମୃତ ଟ୍ରଲର କର୍ମଚାରୀ ଜଣଙ୍କ ହେଲେ ହେମନ୍ତ ମଲ୍ଲିକ। ତାଙ୍କ ଘର ଭଦ୍ରକ ଜିଲ୍ଲାର ବାସୁଦେବପୁର ଅଞ୍ଚଳରେ।…

ଗୋଟିଏ ‘ମୋ ବସ୍‌’ରୁ ୪ ମୋବାଇଲ ଚୋରି

ଭୁବନେଶ୍ବର :ରାଜଧାନୀ ଭୁବନେଶ୍ୱରରେ ଆଜି ଗୋଟିଏ ମୋ ବସ୍‌ରୁ ୪ଟି ମୋବାଇଲ ଫୋନ୍ ଚୋରି ହୋଇଥିବା ଅଭିଯୋଗ ହୋଇଛି। ବସ୍‌ଟି ବରମୁଣ୍ଡାରୁ ଟଙ୍କପାଣି ସାଇ ମନ୍ଦିର ଯାଉଥିଲା। ସିଆରପି ଛକ ନିକଟରେ ମୋବାଇଲ ଗୁଡ଼ିକ ଚୋରି ହୋଇଥିବା ଅଭିଯୋଗ ହୋଇଛି। ମୋବାଇଲ…

ବିରୋଧୀ ଦଳ ନେତାଙ୍କୁ ‘ମାନସିକ ବିକାରଗ୍ରସ୍ତ’ କହି ପ୍ରତିହିଂସାର ରାଜନୀତି କରୁଛି କି ବିଜେଡି

ଭୁବନେଶ୍ବର : ବିରୋଧୀ ଦଳ ନେତାଙ୍କୁ ‘ମାନସିକ ବିକାରଗ୍ରସ୍ତ’ ବୋଲି ସମ୍ବୋଧିତ କରିବା ଓ ତାହା ବିଧାନସଭାର ଗୃହ ବିବରଣୀରୁ ବାଦ୍ ଦିଆନଯିବା ଶାସକ ବିଜେଡିର ପ୍ରତିହିଂସା ରାଜନୀତିକୁ ପଦାରେ ପକାଇଛି । ଗଣତନ୍ତ୍ରରେ ନିର୍ବାଚିତ ସରକାର ଓ ବ୍ୟବସ୍ଥାଗତ ତ୍ରୁଟିକୁ…

ବନ୍ଦେ ଭାରତର ପ୍ରଥମ ଯାତ୍ରା: ପ୍ରଥମ ଦିନରେ ଯାତ୍ରାକଲେ ୫୮୪

ରାଉରକେଲା : ନିୟମିତ ଯାତ୍ରୀନେଇ ବୁଧବାର ପ୍ରଥମଥର ଗଡ଼ିଛି ବନ୍ଦେଭାରତ ଏକ୍ସପ୍ରେସ୍‌। ତେବେ ପୂର୍ବରୁ ଦୁଇଥର ପରୀକ୍ଷାମୂଳକ ଯାତ୍ରା ଓ ଉଦ୍‌ଘାଟନୀ ଯାତ୍ରାବେଳେ ଲୋକଙ୍କ ମନରେ ଯେଭଳି ଉତ୍ସୁକତା ଦେଖିବାକୁ ମିଳିଥିଲା, ତାହା ଆଜି କମ୍‌ ପରିଲକ୍ଷିତ ହୋଇଥିଲା। ଯାତ୍ରୀ ସଂଖ୍ୟା…

ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ଗାଦୀ ନେମାଳ ବଟକୁ ସର୍ବସାଧାରଣ ପୀଠ ଭାବରେ ରାୟ ପ୍ରଦାନ କଲେ କୋର୍ଟ

କଟକ: ଦୀର୍ଘ ୧୧ ବର୍ଷ ଧରି କୋର୍ଟରେ ଚାଲିଥିବା ମକଦମା ନେଇ ଗୁରୁବାର ଐତିହାସିକ ରାୟ ଆସିଛି। ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ଗାଦୀ ନେମାଳ ବଟକୁ ସର୍ବସାଧାରଣ ପୀଠ ଭାବରେ କୋର୍ଟ ରାୟ ପ୍ରଦାନ କରିଛନ୍ତି। ମହନ୍ତ ମହାରାଜ ଗଗନାନନ୍ଦ ଗୋସ୍ୱାମୀ ପୀଠକୁ…