September 2023

ପୋଖରୀପୁଟ ଝାରପୋଖରୀରେ ବୁଡ଼ି ଦୁଇ ଛାତ୍ରଙ୍କ ମୃତ୍ୟୁ

ଭୁବନେଶ୍ବର: ପୋଖରୀରେ ବୁଡ଼ି ସଲିଳ ସମାଧି । ପୋଖରୀରେ ବୁଡ଼ି ଦୁଇ ଛାତ୍ରଙ୍କ ମୃତ୍ୟୁ ହୋଇଛି। ଭୁବନେଶ୍ବର ଏୟାରଫିଲ୍ଡ ଥାନା ପୋଖରୀପୁଟ ଝାରପୋଖରୀରେ ଏହି ଘଟଣା ଘଟିଛି। ମୃତକମାନେ ହେଲେ ଗଣ୍ଡମୁଣ୍ଡା ସ୍କୁଲର ରାକେଶ ମହାରଣା ଓ ୟୁନିଟ୍-୮ ବାଳକ ଉଚ୍ଚ…

ନାଗପୁରରେ ପ୍ରବଳ ବର୍ଷା, ୫ ଜଣଙ୍କର ମୃତ୍ୟୁ

ମହାରାଷ୍ଟ୍ର: ମହାରାଷ୍ଟ୍ର ନାଗପୁରରେ ପ୍ରବଳ ବର୍ଷା। ବର୍ଷା ଯୋଗୁଁ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛି । ବସ୍‌ ଡିପୋ ଏବଂ ଘରେ ଲୋକମାନେ ଫସିଛନ୍ତି । ଉଦ୍ଧାର କାର୍ଯ୍ୟ ପାଇଁ ଏନଡିଆରଏଫ ଟିମ୍‌ ନିୟୋଜିତ ହୋଇଛି । ଉପମୁଖ୍ୟମନ୍ତ୍ରୀ…

ନୀଳ ଗାଡ଼ିଆରେ ମହିଳାଙ୍କର ମୃତଦେହ ଉଦ୍ଧାର

ପୁରୀ: ପୁରୀ ଜିଲ୍ଲା ତାଳବଣିଆରେ ଅଘଟଣ। ତାଳବଣିଆ ମଝୀ ଜଙ୍ଗଲର ନୀଳ ଗାଡ଼ିଆରେ ଏକ ମୃତଦେହ ଭାସୁଥିବା ପରିଲକ୍ଷିତ ହୋଇଛି। ଭାସୁଥିବା ମୃତଦେହଟି ଏକ ମହିଳାଙ୍କର ବୋଲି ଆନୁମାନ କରାଯାଉଛି। କିନ୍ତୁ ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ। ତେବେ ଏହି ଘଟଣାଟି…

ଖଲିସ୍ତାନୀ ବିରୋଧରେ ଭାରତ ସରକାରଙ୍କ ବଡ ପଦକ୍ଷେପ, OCI କାର୍ଡ ହେବ ରଦ୍ଦ, ଭାରତରେ ପ୍ରବେଶ ନିଷେଧ

ଖଲିସ୍ତାନୀଙ୍କ ବିରୋଧରେ ଭାରତ ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଦେଇଛନ୍ତି । ଏହି କ୍ରମରେ ଭାରତ ସରକାର ଆମେରିକା, ବ୍ରିଟେନ, କାନାଡା ଏବଂ ଅଷ୍ଟ୍ରେଲିଆରେ ଥିବା ସମସ୍ତ ଖଲିସ୍ତାନୀ ଆତଙ୍କବାଦୀଙ୍କୁ ଚିହ୍ନଟ କରି ଓସିଆଇ କାର୍ଡ ରଦ୍ଦ କରିବା ସହିତ…

ଆସନ୍ତାକାଲି ଠାରୁ କଂଗ୍ରେସ ଆରମ୍ଭ କରିବ ଘରେ ଘରେ ହାତ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଆସନ୍ତାକାଲି ଠାରୁ କଂଗ୍ରେସ ଆରମ୍ଭ କରିବ ଘରେ ଘରେ ହାତ କାର୍ଯ୍ୟକ୍ରମ। ଯାହାକୁ ନେଇ ଦଳୀୟ ନେତା ବେଶ ଉତ୍ସାହିତ। ଘରେ ଘରେ କଂଗ୍ରେସ ଘରେ ଘରେ ହାତ କାର୍ଯ୍ୟକ୍ରମ ପାଇଁ ଦଳ ପକ୍ଷରୁ କେବେଠୁ ପ୍ରସ୍ତୁତି କରାଯାଉଛି। ରାଜ୍ୟର…

ନିର୍ବନ୍ଧ ପୂର୍ବରୁ ଚାଲିଗଲା ଯୁବ ଡାକ୍ତର ଅମିତ ବିଷୋୟୀଙ୍କ ଜୀବନ

ଭୁବନେଶ୍ୱର : ଆଉ ଦିନ କେଇଟା ପରେ ପଡିଥାନ୍ତା ହାତଗଣ୍ଠି । ସେଥିପାଇଁ ଚାଲିଥିଲା ପ୍ରସ୍ତୁତି । ଆସନ୍ତା ଡିସେମ୍ବର ୧୦ତାରିଖରେ ନିର୍ବନ୍ଧ ଆଉ ଫ୍ରେବୁଆରୀ ୨୮ରେ ବାହାଘର ପାଇଁ ତାରିଖ ବି ଧାର୍ଯ୍ୟ ହୋଇସାରିଥିଲା । ବାପା ମାଙ୍କର ଗୋଟିଏ…

ଚଳନ୍ତା ଟ୍ରେନରେ ଡକାୟତି, ଫାୟାରିଂ କରି ଲୁଟିନେଲେ ମୋବାଇଲ, ପର୍ସ ଏବଂ ଗହଣା

ଚଳନ୍ତା ଟ୍ରେନରେ ଡକାୟତି । ଯାତ୍ରୀଙ୍କୁ ମାରପିଟ କରି ମୋବାଇଲ ଓ ପର୍ସ ଏବଂ ଗହଣା ଲୁଟିନେଲେ ର୍ଦୁବୃତ୍ତ । ଯାତ୍ରୀଙ୍କୁ ଭୟଭୀତ କରିବା ପାଇଁ ର୍ଦୁବୃତ୍ତ ୮ରୁ ୧୦ ରାଉଣ୍ଡ ଫାୟାରିଂ ମଧ୍ୟ କରିଥିଲେ । ଆଉ ଏଭଳି କରିବା…

ଆଗାମୀ ୨ ଦିନ ପାଇଁ ବଜ୍ରପାତ ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ସେପ୍ଟେମ୍ବର ୨୯ ପର୍ଯ୍ୟନ୍ତ ରାଜ୍ୟରେ କୌଣସି ବର୍ଷା ହେବାର ସତର୍କ ସୂଚନା ଜାରି କରାଯାଇ ନଥିବା ବେଳେ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ଉତ୍ତର ଆଣ୍ଡାମାନ ସାଗର ଏବଂ ବଙ୍ଗୋପସାଗରର ପୂର୍ବ ମଧ୍ୟଭାଗରେ ଲଘୁଚାପ ସୃଷ୍ଟି ହେବାର ପୂର୍ବାନୁମାନ କରିଛି…

ଆରବିଆଇର ପୂର୍ବତନ ଗଭର୍ଣ୍ଣରଙ୍କୁ ସାପ ସହ ତୁଳନା କରିଥିଲେ ମୋଦୀ

ନୂଆଦିଲ୍ଲୀ: ପୂର୍ବତନ ଅର୍ଥ ସଚିବ ସୁଭାଷ ଚନ୍ଦ୍ର ଗର୍ଗ ଦାବି କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ତତ୍କାଳୀନ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଉର୍ଜିତ ପଟେଲଙ୍କୁ ‘ଟଙ୍କା ଗଦା ଉପରେ ବସିଥିବା ସାପ’ ସହିତ ତୁଳନା କରିଥିଲେ । ଗର୍ଗ ତାଙ୍କ ପୁସ୍ତକ…

ପଶ୍ଚିମବଙ୍ଗରୁ ଅପହରଣ ହୋଇଥିବା ଛାତ୍ର ବାଲେଶ୍ୱରରୁ ଉଦ୍ଧାର, ୧୨ ଗିରଫ

ବାଲେଶ୍ୱର : ଶାନ୍ତିନିକେତନରୁ ଅପହରଣ, ତାଳସାରୀରୁ ଉଦ୍ଧାର। ଓଡ଼ିଶା ପୋଲିସ ସହାୟତାରେ ପଶ୍ଚିମବଙ୍ଗ ପୋଲିସ ଅପହୃତ ଯୁବକ ପାନ୍ନାକାରାଙ୍କୁ ଉଦ୍ଧାର କରିଛି। ଏହି ଘଟଣାରେ ୧୨ ଜଣଙ୍କୁ ଗିରଫ କରିଛି ପୋଲିସ। ଅଭିଯୋଗ ଅନୁଯାୟୀ ଚୁଟି ବ୍ୟବସାୟରେ ଟଙ୍କା ନେଣଦେଣକୁ କେନ୍ଦ୍ର…