September 2023

୩ ମାସ ହେଲା ଦୁଷ୍କର୍ମ କରୁଥିଲେ ବାପା, ଗୁଳି କରି ଦେଲେ ଝିଅ

ଗତ ତିନି ମାସ ହେଲା ଜଣେ ବ୍ୟକ୍ତି ତାଙ୍କର ୧୪ ବର୍ଷର ଝିଅକୁ ଦୁଷ୍କର୍ମ କରୁଥିଲେ। ଶେଷରେ ଝିଅ ଗୁଳି କରି ତାଙ୍କ ବାପାଙ୍କୁ ହତ୍ୟା କରିଛି। ଗତକାଲି ପାକିସ୍ତାନର ଲାହୋରର ଗୁଜ୍ଜରପୁରା ଅଞ୍ଚଳରେ ଘଟିଛି ଏହି ଘଟଣା। ନାବାଳିକା ଜଣଙ୍କ…

ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଲୀଳାର ଅନ୍ତିମ ଦିବସ, ଆଜି କଂସ ବଦ୍ଧ ନୀତି

ପୁରୀ : ଆଜି ଶ୍ରୀମନ୍ଦିରରେ କଂସ ବଦ୍ଧ ନୀତି । ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ଠାରୁ ଶ୍ରୀମନ୍ଦିରରେ ଚାଲିଥିବା ଶ୍ରୀକୃଷ୍ଣ ଲୀଳାର ଆଜି ଅନ୍ତିମ ଦିବସ । ଭାଦ୍ରବ ମାସ ଶୁକ୍ଳପକ୍ଷ ନବମୀ ତିଥିରେ କଂସ ମହାରାଜଙ୍କୁ ବଦ୍ଧ କରିବେ…

ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ର ପ୍ରଥମ ବୈଠକ

ପ୍ରସ୍ତାବିତ ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ପାଇଁ ଗଠିତ କମିଟିର ପ୍ରଥମ ବୈଠକ ଆଜି ଅନୁଷ୍ଠିତ ହୋଇଛି। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଆଜି କମିଟିର ସଦସ୍ୟମାନେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଏହାପରେ ୮ ଜଣିଆ କମିଟି ସର୍ବସମ୍ମତିକ୍ରମେ…

ରେଲୱେ ଟ୍ରାକକୁ ଖସିଲା ପଥର, ଟ୍ରେନ ଚଳାଚଳ ବାଧାପ୍ରାପ୍ତ

କୋରାପୁଟ: ଜରଟି ଷ୍ଟେସନ ନିକଟରେ ପାହାଡ଼ରୁ ଧସିଛି ମାଟି ଓ ବଡ଼ ପଥର। ଏହାଫଳରେ କୋରାପୁଟ-ଜୟପୁର ରେଳ ଯୋଗଯୋଗ ବିଛିନ୍ନ ହୋଇଥିବା ଜଣାଯାଇଛି।ଜରଟି ନିକଟରେ ପାହାଡ଼ରୁ ରେଳ ଧାରଣାରେ ମାଟି ଓ ବଡ଼ ପଥର ପଡ଼ିଥିବାରୁ କେତେକ ଟ୍ରେନ୍ ଅଟକିଥିବା ଜଣାଯାଇଛି।…

ନାଗପୁରରେ ପ୍ରବଳ ବର୍ଷା, ଜଳବନ୍ଦୀ ହୋଇ ରହିଛନ୍ତି ଅନେକ ଲୋକ

ମହାରାଷ୍ଟ୍ର ନାଗପୁରରେ ପ୍ରବଳ ବର୍ଷା। ବର୍ଷା ଯୋଗୁଁ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛି । ବସ୍‌ ଡିପୋ ଏବଂ ଘରେ ଲୋକମାନେ ଫସିଛନ୍ତି । ଉଦ୍ଧାର କାର୍ଯ୍ୟ ପାଇଁ ଏନଡିଆରଏଫ ଟିମ୍‌ ନିୟୋଜିତ ହୋଇଛି । ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର…

ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲର ହଷ୍ଟେଲ ରୁମରୁ ଡାକ୍ତରଙ୍କ ମୃତଦେହ ଉଦ୍ଧାର

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲର ଏକ ହଷ୍ଟେଲ ରୁମରୁ ଶୁକ୍ରବାର ଜଣେ ଡାକ୍ତରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେ ଜଣେ ହାଉସ ସର୍ଜନ ବୋଲି ଜଣାପଡ଼ିଛି। ମୃତକ କେନ୍ଦୁଝରର ସଚିନ…

କେନ୍ଦ୍ରାପଡ଼ା ଜିଲ୍ଲାରେ ମେଡିକାଲ୍ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ଦାବିରେ ୧୨ ଘଣ୍ଟିଆ ଅବରୋଧ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାରେ ମେଡିକାଲ୍ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ଦାବିରେ କଟକ -ଚାନ୍ଦବାଲି ରାସ୍ତାର ଦୁହୁରିଆ ଛକଠାରେ ୧୨ ଘଣ୍ଟିଆ ରାଜପଥ ଅବରୋଧ କରାଯାଇଛି। କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୧୨ ଘଣ୍ଟିଆ ଅର୍ଥନୈତିକ ଅବରୋଧର ଡାକରା ଦିଆଯାଇଛି। ସକାଳ ୬ରୁ…

ଜୋ ବାଇଡେନ ଓ ଜେଲେନ୍‌ସ୍କି ସାକ୍ଷାତ; ଯୁଦ୍ଧ ପାଇଁ ସହାୟତା ମାଗିଲା ୟୁକ୍ରେନ

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟିଲେ ୟୁକ୍ରେନ ରାଷ୍ଟ୍ରପତି । ଆମେରିକା ଗସ୍ତରେ ଆସି ସାକ୍ଷାତ କରିଛନ୍ତି ଭୋଲୋଡିମିର ଜେଲେନ୍‌ସ୍କି । ଦୁଇ ରାଷ୍ଟ୍ର ନେତାଙ୍କ ମଧ୍ୟରେ ଋଷ-ୟୁକ୍ରେନ ଯୁଦ୍ଧକୁ ନେଇ ଆଲୋଚନା ହୋଇଛି । ୟୁକ୍ରେନକୁ ଆମେରିକାର ସହାୟତା ନିହାତି…

ଅଜଣା ଜନ୍ତୁ ଆକ୍ରମଣରେ ୩୦ ଛେଳି ମୃତ

ରାୟଗଡା : ରାୟଗଡା ଜିଲ୍ଲା ଗୁଡାରି ବନାଞ୍ଚଳର ଗଞ୍ଜୁଗୁଡାରେ ଅଜଣା ଜନ୍ତୁ ଆତଙ୍କ । ଅଜଣା ଜନ୍ତୁ ଆକ୍ରମଣରେ ୩୦ଟି ଛେଳିର ମୃତ୍ୟୁ ହୋଇଛି। ରାୟଗଡା, ଗଜପତି ଓ କନ୍ଧମାଳ ଜିଲ୍ଲାର ସୀମାନ୍ତ ଗାଁ ଗୁଡାରି ରେଞ୍ଜର ନୂଆଗଡ ପଞ୍ଚାୟତ ଗଞ୍ଜୁଗୁଡା…

କ୍ରେଡିଟ୍‌ ସୁଇସ୍‌କୁ ପ୍ରତିମାସରେ ୧୦ ଲକ୍ଷ ଡଲାର ପୈଠ କରିବ ସ୍ପାଇସଜେଟ୍‌

ନୂଆଦିଲ୍ଲୀ: କମ୍‌ ଦାମ୍‌ରେ ବିମାନ ଯାତ୍ରା କରାଉଥିବା ଏୟାରଲାଇନ୍‌ ସ୍ପାଇସଜେଟ୍‌ ପାଇଁ ସୁପ୍ରିମକୋର୍ଟଙ୍କ ବଡ଼ ଆଦେଶ। ସୁପ୍ରିମକୋର୍ଟ ସ୍ପାଇସଜେଟ୍‌ର ଚେୟାରମ୍ୟାନ୍‌ ଏବଂ ମ୍ୟାନେଜିଙ୍ଗ୍‌ ଡାଇରେକ୍ଟର ଅଜୟ ସିଂହଙ୍କୁ ଗ୍ଲୋବାଲ ଇନଭେଷ୍ଟମେଣ୍ଟ ବ୍ୟାଙ୍କ୍‌ ଏବଂ ଫାଇନାନ୍ସସିଆଲ ସର୍ଭିସ କମ୍ପାନି କ୍ରେଡିଟ୍‌ ସୁଇସ୍‌କୁ ପ୍ରତି…