September 2023

ମୋବାଇଲ ଦେଖିବାକୁ ବାରଣ କରିବାରୁ ବିଷ ପିଇଲା ପୁଅ

କେନ୍ଦୁଝର: ଆଜି କାଲି ଯୁଗରେ ମୋବାଇଲ ଆମ ସମସ୍ତଙ୍କ ପାଇଁ ଏକ ଅପରିହାର୍ଯ୍ୟ ଜିନିଷ ପାଲଟିଲାଣି । ଯାହାକୁ ଦେଖ ସମସ୍ତ ଙ୍କ ନିକଟରେ ମୋବାଇଲ ଉପଲବ୍ଧ ରହିଛି । ବିଶେଷ କରି ଛାତ୍ରଛାତ୍ରୀ ମାନେ ବର୍ତ୍ତମାନ ସମୟରେ ବେଶି ମୋବାଇଲ…

ହରପ୍ରୀତ ସିଂହ କଳା କାରନାମାର ଲମ୍ବା ଚିଠା: ପ୍ରମାଣ ସହ କାନାଡାକୁ ତଥ୍ୟ ଦେଲା ଭାରତ

ନୂଆଦିଲ୍ଲୀ: ଖଲିସ୍ଥାନ ଆତଙ୍କୀ ହରପ୍ରୀତ ସିଂହ ନିଜ୍ଜର ହତ୍ୟା ପରେ ଦିନକୁ ଦିନ ବିଗୁଡୁଛି କାନାଡା-ଭାରତ ସମ୍ପର୍କ । ହରପ୍ରୀତ ସିଂହଙ୍କ ହତ୍ୟାରେ ଭାରତୀୟ ଏଜେନ୍ସିର ହାତ ଅଛି ବୋଲି କାନାଡା ଅଭିଯୋଗ କରିଛି । ହେଲେ ଏ ଯାଏ କୌଣସି…

ପିକଅପ ଓ ବୁଲେଟ ମୁହାଁମୁହିଁ ଧକ୍କା ; ଜଣେ ମୃତ

ଗୋପାଳପୁର : ଗୋଳନ୍ଥରା ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥରେ ପିକଅପ ଭ୍ୟାନ ଓ ବୁଲେଟ ମୁହାଁମୁହିଁ ଧକ୍କାରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଆହତ ହୋଇଛନ୍ତି। ମୃତ ବ୍ୟକ୍ତି ଜଣକ ହେଲେ ଜଗତସିଂହପୁର ଜିଲା ଦାସମୋହନପୁର ଗ୍ରାମର…

୧୬ ବର୍ଷରେ ହାସଲ କଲେ ୧୭୦ କଲେଜର ଆଡମିଶନ୍‌ ଅଫର୍‌, ପାଇଲେ ୯ ମିଲିୟନ୍‌ ଡଲାର ସ୍କଲାରସିପ୍‌

ଆମେରିକାର ୧୬ ବର୍ଷ ବୟସର ଜଣେ ଛାତ୍ର ଇତିହାସ ସୃଷ୍ଟି କରିଛନ୍ତି । ଡେନିସ ମଲିକ୍‌ ବାର୍ନେସ୍‌ ନାମକ ଏହି ଛାତ୍ର ୧୭୦ କଲେଜ୍‌ ଏବଂ ୟୁନିଭର୍ସିଟିରୁ ଆଡମିଶନ୍‌ ଅଫର ଗ୍ରହଣ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି । ଏଥି ସହିତ…

ସ୍ତ୍ରୀକୁ ହତ୍ୟା ପାଇଁ ସ୍ବାମୀ ଦେଇଥିଲା ୩ ଲକ୍ଷର ସୁପାରୀ

କେନ୍ଦୁଝର ; ସ୍ବାମୀ ସାଜିଲା ସୈତାନ । ସୁପାରୀ ଦେଇ ସ୍ତ୍ରୀକୁ ହତ୍ୟା । କେନ୍ଦୁଝର ଜିଲ୍ଲା ନୟାକୋଟ ଥାନା ବସନ୍ତପୁରରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ ସୁନୀତା ଘଣାଙ୍କ ସ୍ବାମୀ ସ୍ବାମୀ ସୁରେଶ ପରିଡ଼ାକୁ ସାଙ୍ଗରେ ନେଇ ଆଜି…

୩୫ ବର୍ଷୀୟ ଯୁବକଙ୍କୁ ହେଲା ୭୦ ବର୍ଷୀୟ ବୃଦ୍ଧାଙ୍କ ସହ ପ୍ରେମ

ସୀମା ପାର ପ୍ରେମ କାହାଣୀ ଦିନକୁ ଦିନ ଦ୍ରୁତ ଗତିରେ ବଢିବାରେ ଲାଗିଛି । ସୀମା ହାଇଦର ଓ ମଞ୍ଜୁ ପରେ ଏବେ ଆଉ ଏକ ପ୍ରେମ କାହାଣୀ ସାମ୍ନାକୁ ଆସିଛି । ଏହି ପ୍ରେମୀଯୁଗଳ ବୟସର ଚିନ୍ତା ମଧ୍ୟ କରିନାହାନ୍ତି…

୩ୟ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ ଘଟଣା: ଅଭିଯୁକ୍ତ ପିଅନକୁ ଉଠାଇନେଲା ପୋଲିସ

ରାୟଗଡା: ରାୟଗଡା ଜିଲ୍ଲା କାଶୀପୁର ବ୍ଳକ ଡଙ୍ଗାସିଲ ଗାଁରେ ୩ୟ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ ଘଟଣା । ଅଭିଯୁକ୍ତ ସ୍କୁଲ ପିଅନକୁ ଉଠାଇ ନେଇଛି ପୋଲିସ । ଘଟଣାଟି ପ୍ରଘଟ ହେବା ପରେ ଗାଁରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି ।…

ଆଜିଠାରୁ ଏସୀୟ କ୍ରୀଡ଼ା ମହାକୁମ୍ଭ

ନୂଆଦିଲ୍ଲୀ: ବିଶ୍ବର ଅନ୍ୟତମ ସର୍ବବୃହତ କ୍ରୀଡ଼ା ମହାକୁମ୍ଭ ଏସୀୟ କ୍ରୀଡ଼ାର ୧୯ତମ ସଂସ୍କରଣର ଉଦ୍‌ଘାଟନୀ ଉତ୍ସବ ବିଧିବଦ୍ଧ ଭାବେ ଚୀନର ହ୍ବାଙ୍ଗଝୋରେ ଶନିବାର ସନ୍ଧ୍ୟାରେ ଆୟୋଜିତ ହେବ। ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଉକ୍ତ ପ୍ରତିଯୋଗିତା ଉଦ୍‌ଘାଟିତ ହେବ। ଅକ୍ଟୋବର ୮…

ଅକ୍ଟୋବରରେ ମୁକ୍ତିଲାଭ କରିବ ପାଟଣାଗଡ଼ ପାର୍ସଲ ବୋମା ଘଟଣା ଉପରେ ଆଧାରିତ ସମ୍ବଲପୁରୀ ଚଳଚ୍ଚିତ୍ର ‘ମାଇଣ୍ଡ ଗେମ’

ସମ୍ବଲପୁର: ସାରା ରାଜ୍ୟରେ ୨୦୧୮ ମସିହାରେ ଚହଳ ସୃଷ୍ଟି କରିଥିବା ପାଟଣାଗଡ଼ ପାର୍ସଲ ବେମା ଘଟଣା ଉପରେ ପର୍ଯ୍ୟବେଷିତ ବହୁଭାଷୀ ଚଳଚ୍ଚିତ୍ର ‘ମାଇଣ୍ଡ ଗେମ’ ଆସନ୍ତା ଅକ୍ଟୋବରରେ ମୁକ୍ତିଲାଭ କରିବାକୁ ଯାଉଛି। ଏ ସମ୍ପର୍କରେ ସମ୍ବଲପୁରର ଅଇଁଠାପାଲି ସ୍ଥିତ ହୋଟେଲ ଡଲଫିନ…

କାନାଡା-ଭାରତ ବିବାଦକୁ ‘ହାତୀ ସହିତ ପିମ୍ପୁଡି’ର ଲଢ଼େଇ ସଙ୍ଗେ ତୁଳନା କଲେ ପୂର୍ବତନ ପେଣ୍ଟାଗନ୍‌ ଅଧିକାରୀ

ଭାରତ-କାନାଡା ବିବାଦରେ ଭାରତ ଅପେକ୍ଷା କାନାଡା ପ୍ରତି ଅଧିକ ବିପଦ ଅଛି ଏବଂ ଏହା ହାତୀ ସହିତ ଲଢ଼େଇ କରିବା ଲାଗି ପିମ୍ପୁଡ଼ିର ଆହ୍ବାନ ଭଳି ମନେ‌ ହେଉଛି ବୋଲି ପେଣ୍ଟାଗନ୍‌ର ପୂର୍ବତନ କର୍ମଚାରୀ ତଥା ‘ଆମେରିକାନ୍‌ ଏଣ୍ଟର୍‌ପ୍ରାଇଜ୍‌ ଇନ୍‌ଷ୍ଟିଚ୍ୟୁଟ୍‌’ର ବରିଷ୍ଠ…