ସୁନ୍ଦରଗଡ଼ରେ ଆଜି ପୁଣି ୬ ସ୍କ୍ରବ ଟାଇଫସ ଆକ୍ରାନ୍ତ ଚିହ୍ନଟ
ସୁନ୍ଦରଗଡ଼: ଚିନ୍ତା ବଢାଉଛି ସ୍କ୍ରବ ଟାଇଫସ । ସୁନ୍ଦରଗଡରେ ଦିନକୁ ଦିନ ବଢି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରତିଦିନ ଚିହ୍ନଟ ହେଉଛନ୍ତି ରୋଗୀ । ଆଜି ପୁଣି ୬ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଏହାକୁ ମିଶାଇଲେ…
ସୁନ୍ଦରଗଡ଼: ଚିନ୍ତା ବଢାଉଛି ସ୍କ୍ରବ ଟାଇଫସ । ସୁନ୍ଦରଗଡରେ ଦିନକୁ ଦିନ ବଢି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରତିଦିନ ଚିହ୍ନଟ ହେଉଛନ୍ତି ରୋଗୀ । ଆଜି ପୁଣି ୬ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଏହାକୁ ମିଶାଇଲେ…
କୋଲକାତା: ଥମୁନି ନିପା ଭାଇରସ୍ ଆତଙ୍କ । ଦେଶରେ କାୟା ବିସ୍ତାର କରୁଛି ନିପା ଭାଇରସ୍ । ଦିନକୁ ଦିନ ବୃଦ୍ଧି ପାଉଛି ଆକ୍ରାନ୍ତଙ୍କ ସଂଖ୍ୟା । ଏହାରି ଭିତରେ ଓଡିଶାରେ ବାଜିଛି ସତର୍କ ଘଣ୍ଟି । ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗରୁ…
ନୂଆଦିଲ୍ଲୀ: ଗତକାଲି ଲମ୍ବା ବିତର୍କ ପରେ ଲୋକସଭାରେ ପାରିତ ହୋଇଛି ଐତିହାସିକ ମହିଳା ସଂରକ୍ଷଣ ବିଲ୍ । ଏନେଇ ଆଜି ରାଜ୍ୟସଭାରେ ହେବ ଆଲୋଚନା । ସେପଟେ ମହିଳା ସଂରକ୍ଷଣ ବିଲ୍କୁ ସମର୍ଥନ ପାଇଁ ହ୍ୱିପ୍ ଜାରି କରିଛି ବିଜେଡି ।…
ରାଉରକେଲା:ଆରଏସପି ପ୍ରଶାସନିକ ଭବନ ନିକଟ ସେଞ୍ଚୁରି ପାର୍କରୁ ମିଳିଛି ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମଞ୍ଜଙ୍କ ମୃତଦେହ । ତାଙ୍କର ମୃତଦେହ ସେଞ୍ଚୁରି ପାର୍କ ପୋଖରୀରେ ଭାସୁଥିବା ଦେଖିବାକୁ ମିଳିଥିଲା । ହେଲେ ସେଞ୍ଚୁରି ପାର୍କ ପୋଖରୀକୁ ମୃତ ଦେହ କେମିତି ଆସିଲା…
ମୁମ୍ବାଇ: ଦକ୍ଷିଣ ଅଭିନେତା ପ୍ରକାଶ ରାଜ କେବଳ ତାଙ୍କ ଅଭିନୟ ପାଇଁ ନୁହେଁ ବରଂ ତାଙ୍କ ମନ୍ତବ୍ୟ ପାଇଁ ମଧ୍ୟ ଅନେକ ସମୟରେ ଚର୍ଚ୍ଚାରେ ରହି ଆସିଛନ୍ତି । ଅନେକ ଥର ସେ ଏପରି ମନ୍ତବ୍ୟ ଦିଅନ୍ତି ଯାହା ଭାବନାକୁ ଆଘାତ ପହଞ୍ଚାଏ…
ମଧ୍ୟପ୍ରଦେଶ: ଆଜି ମଧ୍ୟପ୍ରଦେଶରେ ଦେଶରେ ସନାତନ ଧର୍ମ ପ୍ରତିଷ୍ଠା କରିଥିବା ଆଦି ଶଙ୍କରାଚାର୍ଯ୍ୟଙ୍କ ସମ୍ମାନାର୍ଥେ ଏକ ବଡ କାର୍ଯ୍ୟକ୍ରମ ଅନୁଷ୍ଠତ ହେବ । ଆଜି ଖଣ୍ଡଓ୍ବା ଜିଲ୍ଲାରେ ୧୦୮ ଫୁଟ ଉଚ୍ଚ ପ୍ରତିମୂର୍ତ୍ତି ଉନ୍ମାଚିତ ହେବ । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ…
ଭୁବନେଶ୍ୱର : ଆସନ୍ତାକାଲିଠାରୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ । ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି । ତ୍ରିସ୍ତରୀୟ ସୁରକ୍ଷା ବଳୟରେ ରହିଛି ବିଧାନସଭା । ବିଧାନସଭା ବାହାରେ ଓ ଭିତରେ କଡ଼ା ସୁରକ୍ଷା । ଆଜି ସୁରକ୍ଷା ବ୍ୟବସ୍ଥାର ତଦାରଖ…
ଭୁବନେଶ୍ୱର: ଓଡ଼ିଶାର ଘରୋଇ ବସ୍ ମାଲିକମାନେ ସରକାରଙ୍କ ଲକ୍ଷ୍ମୀ ଯୋଜନା ଯୋଗୁଁ ଉପୁଜିବାକୁ ଥିବା ସମସ୍ୟାର ସମାଧାନ ନ ହେଲେ ଚକା ବନ୍ଦ କରିବେ ବୋଲି ଚେତାବନୀ ଦେଇଛନ୍ତି। ଏନେଇ ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସଟିଏ)କୁ ଚିଠି ଲେଖି ସୂଚନା ଦେଇଛନ୍ତି,…
ପାରାଦୀପ : ପାରାଦୀପରେ ‘ସାଗର କବଚ-୨’। ଆରମ୍ଭ ହେଇଛି ଦୁଇଦିନିଆ ମିଳିତ ସମରାଭ୍ୟାସ । ୨ ଦିନିଆ ସମରାଭ୍ୟାସରେ ସାମିଲ ହୋଇଛନ୍ତି ଓଡ଼ିଶା ଓ ପଶ୍ଚିମବଙ୍ଗର ବିଭିନ୍ନ ବିଭାଗ । ଜଳପଥରେ ଆତଙ୍କୀ ଆକ୍ରମଣକୁ ପ୍ରତିହତ କରିବା ପାଇଁ ସମରାଭ୍ୟାସ କରାଯାଉଛି। ୨୬/୧୧…
ସିଙ୍ଗାପୁର: ‘ଅଟୋମେଟେଡ୍ ଇମିଗ୍ରେସନ୍ କ୍ଲିଅରାନ୍ସ୍’ ଲାଗୁ କରାଯାଉଥିବାରୁ ୨୦୨୪ ପ୍ରାରମ୍ଭରୁ ସିଙ୍ଗାପୁରସ୍ଥିତ ଚାଙ୍ଗି ବିମାନବନ୍ଦର ‘ପାସ୍ପୋର୍ଟ-ମୁକ୍ତ’ ହେବ ବୋଲି ‘ସିଏନ୍ଏନ୍’ ରିପୋର୍ଟ କରିଛି। ‘ଅଟୋମେଟେଡ୍ ଇମିଗ୍ରେସନ୍ କ୍ଲିଅରାନ୍ସ୍’ ଲାଗୁ ହେଲେ ଯାତ୍ରୀମାନେ ବିନା ‘ପାସ୍ପୋର୍ଟ’ରେ ଏହି ସହର-ଦେଶ (ସିଙ୍ଗାପୁର) ଛାଡ଼ି ବାହାରକୁ…