ଆସନ୍ତା ୨୪ ଘଣ୍ଟାରେ ବଙ୍ଗୋପାସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର

ଭୁବନେଶ୍ୱର : ଆସୁଛି ଲଘୁଚାପ । ରାଜ୍ୟରେ ବଢ଼ିବ ବର୍ଷା । ଆସନ୍ତା ୨୪ ଘଣ୍ଟାରେ ବଙ୍ଗୋପାସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଦାନା ବାନ୍ଧିବ । ଏବେ ଘୂର୍ଣ୍ଣିବଳୟ ଉତ୍ତର-ପୂର୍ବ ଓ…

ମହିଳା ସଂରକ୍ଷଣ ବିଲ ଆମର : ସୋନିଆ ଗାନ୍ଧୀ

ସଂସଦ ଭବନର ବିଶେଷ ଅଧିବେଶନର ଆଜି ଦ୍ୱିତୀୟ ଦିନ । ଆଜି ଏକ ଐତିହାସିକ ଦିନ । କାରଣ ପ୍ରଥମ ଥର ପାଇଁ ନୂଆ ସଂସଦ ଭବନରେ ପ୍ରକ୍ରିୟା ଆରମ୍ଭ ହେବ । ଏହି ସମୟରେ ଅନେକ ବିଲ୍ ମଧ୍ୟ ଏହି…

ସୂର୍ଯ୍ୟ ମିଶନରେ ଆଗକୁ ବଢୁଛି ଆଦିତ୍ୟ L1, ପୃଥିବୀ ଛାଡିଲା ମହାକାଶଯାନ

ସୂର୍ଯ୍ୟ ମିଶନରେ ଆଗକୁ ବଢୁଛି ଆଦିତ୍ୟ L1 ।  ପୃଥିବୀ ଛାଡିଲା ମହାକାଶଯାନ । ସଫଳତାର ସହ ପଞ୍ଚମ କକ୍ଷପଥ ପରିବର୍ତ୍ତନ କରିଛି । ପୃଥିବୀ କକ୍ଷପଥରୁ ବାହାରି ଆଦିତ୍ୟ L-1 ଲାଗ୍ରାଞ୍ଜ ପଏଣ୍ଟ ଆଡକୁ ଯାତ୍ରା ଆରମ୍ଭ କରିଛି । …

ଗଣେଶ ପୂଜା ମଣ୍ଡପରେ ଅଘଟଣ: ବିଦ୍ୟୁତ ଆଘାତରେ ଟଳି ପଡିଲେ ଯୁବକ

ପାରଳାଖେମୁଣ୍ଡି: ଗଣେଶ ପୂଜା ପୂର୍ବରୁ ଅଘଟଣ ।  ଗଣେଶ ମଣ୍ଡପରେ ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ ।  ଘଟଣା ଘଟିଛି ଗଜପତି ଜିଲ୍ଲାରେ ।   ଗଜପତି ଜିଲ୍ଲା ଗୁରାଣ୍ଡି ଥାନା ତୋଟାଗୁମୁଡା ଗାଁରେ ବିଦ୍ୟୁତ ଆଘାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । …

ବାଲୁକାରେ ୧ ହଜାର ଷ୍ଟିଲ ବାସନରେ ଗଣେଶ ମୂର୍ତ୍ତି ନିର୍ମାଣ କରି ଶୁଭେଚ୍ଛା ଜଣାଇଲେ ସୁଦର୍ଶନ

ପୁରୀ: ଆଜି ହେଉଛି ପବିତ୍ର ଗଣେଷ ଚତୁର୍ଥୀ । ଏଥିଲାଗି ଚଳଚଞ୍ଚଳ ହୋଇଉଠିଛି ଗାଁଠୁ ସହର । ରାଜ୍ୟର ବିଭିନ୍ନ ପୂଜା ମଣ୍ଡପରେ ବିରାଜମାନ କରିଛନ୍ତି ପ୍ରଭୁ ଗଜାନନ । ପ୍ରଭୁଙ୍କ ଆଗମନକୁ ନେଇ ସବୁଆଡେ ବ୍ୟାପକ ପ୍ରସ୍ତୁତି କରାଯାଇଛି ।…

ଏକ ମାସର ଶିଶୁକୁ କୋଳରେ ଧରି ଅଫିସରେ କାମ କଲେ ମେୟର

କେରଳ: କେରଳର ରାଜଧାନୀ ଥିରୁବନନ୍ତପୁରମର ମେୟର ଆର୍ଯ୍ୟ ରାଜେନ୍ଦ୍ରନ ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି  ।  ଏହାର କାରଣ ହେଉଛି ଏକ ମାସ ପୂର୍ବରୁ ଜନ୍ମ ହୋଇଥିବା ଶିଶୁକୁ ନେଇ ସେ ଅଫିସରରେ କାମ କରୁଥିବା ନଜର ଆସିଛନ୍ତି  ।…

ଟ୍ରାକ୍ଟରରେ ବିଦ୍ୟୁତ ତାର ଲାଗି ଜଣେ ମୃତ, ୨ ଗୁରୁତର

ଯାଜପୁର: ଗଣେଶ ପୂଜା ପୂର୍ବେ ଅଘଟଣା। ପୂଜା ପାଇଁ ଗଣେଶ ମୂର୍ତ୍ତି ନେବା ବେଳେ ଟ୍ରାକ୍ଟରରେ ଲାଗିଗଲା ବିଦ୍ୟୁତ ତାର। ଟ୍ରାକ୍ଟରରେ ବିଦ୍ୟୁତ ତାର ଲାଗି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି…

ଅଭିନେତା ବିଜୟ ଆଣ୍ଟୋନୀଙ୍କ ୧୬ବର୍ଷର ଝିଅ ଲାରାର ଆତ୍ମହତ୍ୟା

ମୁମ୍ବାଇ: ସାଉଥ୍ ସିନେମା ଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି  । ଅଭିନେତା ବିଜୟ ଆଣ୍ଟୋନୀଙ୍କ ୧୬ ବର୍ଷର ଝିଅ ଲାରା ଆଣ୍ଟୋନୀ ଆତ୍ମହତ୍ୟା କରିଥିବା ଜଣାପଡିଛି । ଗତକାଲି ଏହି ଘଟଣା ଘଟିଛି  । ଯାହାକୁ ନେଇ ସମଗ୍ର…

ସମ୍ବାଦ ଅଫିସରୁ ଜବତ ଦସ୍ତାବିଜ ଖୋଲିବ ଦୁର୍ନୀତିର ଗୁମର!

ଭୁବନେଶ୍ୱର: ସମ୍ବାଦ ଅଫିସରେ କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁର ଯାଞ୍ଚ। କର୍ମଚାରୀଙ୍କ ନାଁରେ ଋଣ ମାମଲାରେ ଆଜି ସମ୍ବାଦ ଖବରକାଗଜ ଅଫିସରେ ଚାଲିଛି ଯାଞ୍ଚ। ଯାଞ୍ଚ ବେଳେ ଜବତ ହୋଇଛି କିଛି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଏବଂ ଦସ୍ତାବିଜ। ବର୍ତ୍ତମାନ ସୁଦ୍ଧା କିଛି ପ୍ରମୁଖ ସାକ୍ଷୀଙ୍କୁ ପଚରାଉଚରା…

ଭାରତର ଜି ୨୦ ଅଧ୍ୟକ୍ଷତା ଉପରେ ଇ-ପୁସ୍ତକ ‘ପିପୁଲ୍ସ ଜି-୨୦’ କୁ ଉନ୍ମୋଚନ କଲେ ଅପୂର୍ବ ଚନ୍ଦ୍ର

ନୂଆଦିଲ୍ଲୀ: ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଅପୂର୍ବ ଚନ୍ଦ୍ର ଆଜି ନୂଆଦିଲ୍ଲୀଠାରେ ଭାରତର ଜି-୨୦ ଅଧ୍ୟକ୍ଷତା ଉପରେ ଏକ ଇ-ପୁସ୍ତକ ‘ପିପୁଲ୍ସ ଜି-୨୦’କୁ ଉନ୍ମୋଚନ କରିଛନ୍ତି। ପିଆଇବିର ପ୍ରମୁଖ ମହାନିର୍ଦ୍ଦେଶକ ମନୀଷ ଦେଶାଇ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏବଂ…