ଦୁଇ ଛାତ୍ରଙ୍କ ମୃତ୍ୟୁପରେ ପୁଣି ଅଶାନ୍ତ ମଣିପୁର : ବିକ୍ଷୋଭଗାରୀଙ୍କ ଉପରକୁ ପୁଲିସ୍ ର ଲୁହବୁହା ଗ୍ୟାସ ପ୍ରୟୋଗ ଓ ଫାଙ୍କା ଗୁଳିଚାଳନା
ଇମ୍ଫାଲ : ଦୁଇ ଜଣ ଶିକ୍ଷାର୍ଥୀଙ୍କ ମୃତ୍ୟୁ ପରେ ପୁଣି ଥରେ ଅଶାନ୍ତ ହୋଇ ଉଠିଲାଣି ମଣିପୁର। ରାସ୍ତାକୁ ଓହ୍ଲାଇ ଗର୍ଜିଲେଣି ଲୋକେ। ଆରମ୍ଭ ହେଲାଣି ବିକ୍ଷୋଭ । ଗତକାଲି ରାତିରେ ବହୁ ସଂଖ୍ୟାରେ ବିକ୍ଷୋଭକାରୀ ମଣିପୁରର ମୁଖ୍ୟମନ୍ତ୍ରୀ ଏନ ବିରେନ…
