ଝାରଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ମିଳିଲାନି ଆଶ୍ୱସ୍ତି, ହାଇକୋର୍ଟ ଯିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ମନିଲଣ୍ଡରିଂ ମାମଲାରେ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ମିଳିନି ଆଶ୍ୱସ୍ତି। ଇଡି ତାଙ୍କୁ ଏହି ମାମଲାରେ ହାଜର ହେବାକୁ ସମନ କରିଥିଲା। ଏହା ବିରୋଧରେ ହେମନ୍ତ ସୋରେନ ସୁପ୍ରିମକୋର୍ଟ ଯାଇଥିଲେ। କିନ୍ତୁ ଏହାର ଶୁଣାଣି କରିବାକୁ ସର୍ବୋଚ୍ଚ ଅଦାଲତ ମନା କରି ଦେଇଛନ୍ତି।…

ମନ୍ଦିର ପ୍ରାଙ୍ଗଣରେ ଥିବା ବଉଳ ଗଛରୁ ପଡିଲା ପୁଳା ପୁଳା ସାପ ଛୁଆ

ଭୁବନେଶ୍ଵର: ଆଜି ହେଉଛି ବାଲି ତୃତୀୟା ଓଷା ତଥା ସୋମବାର । ସକାଳୁ ସକାଳୁ ମନ୍ଦିରରେ ଲାଗିଛି ଭକ୍ତଙ୍କ ଗହଳି । ହଠାତ୍ ସେତେବେଳେ ଭକ୍ତଙ୍କ ମୁଣ୍ଡରେ ପଡିଲା ସାପ ଛୁଆ । ଭୟରେ ଭକ୍ତ ଚାରିଆଡେ ଦୌଡିବାକୁ ଲାଗିଲେ ।…

ରାଜ୍ୟସଭା ଅଧ୍ୟକ୍ଷଙ୍କୁ କ୍ଷୋଭ ଜଣାଇଲେ ଖଡଗେ

କଂଗ୍ରେସ ମୁଖିଆ ତଥା ରାଜ୍ୟସଭାର ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ ଆଜି ଗୃହର ଅଧ୍ୟକ୍ଷ ଜଗଦୀପ ଧନକରଙ୍କ ଆଗରେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି। ବିରୋଧୀ ଦଳର ନେତାମାନଙ୍କୁ ସେମାନଙ୍କର ପକ୍ଷ ରଖିବାକୁ ଗୃହରେ ଉପଯୁକ୍ତ ସମୟ ମିଳୁ ନାହିଁ। ଏଥିସହ…

କମେଣ୍ଟମରାକୁ ନେଇ ତୁମୁଳକାଣ୍ଡ: ଯୁବକଙ୍କୁ ଖଣ୍ଡା, ଭୁଜାଲିରେ ଆକ୍ରମଣ କଲେ ୮ ଦୁର୍ବୃତ୍ତ

ଭୁବନେଶ୍ୱର : କମେଣ୍ଟମରାକୁ ବିରୋଧ କରିବାରୁ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ଲକ୍ଷ୍ମସାଗର ଥାନା ବମିଖାଲର ରାକେଶ କୁମାର ବାରିକ ସେଲୁନରେ ଥିବା ୮ ଜଣ ଯୁବକ ଖଣ୍ଡା, ଭୁଜାଲି ଓ ଲୁହା ରଡରେ ଆକ୍ରମଣ କରିଥିଲେ । ଏଥିରେ ରାକେଶଙ୍କ ମୁଣ୍ଡ,…

ପଞ୍ଚଭୂତରେ ବିଲୀନ ହେଲେ ପ୍ରଖ୍ୟାତ ସାହିତ୍ୟିକା ଓ ସାମ୍ବାଦିକା ଗୀତା ମେହେଟ୍ଟା

ନୂଆଦିଲ୍ଲୀ: ଅନ୍ତିମ ଯାତ୍ରାରେ ଗୀତା ମେହେଟ୍ଟା।ପଞ୍ଚଭୂତରେ ବିଲୀନ ହେଲେ ପ୍ରଖ୍ୟାତ ସାହିତ୍ୟିକା ଓ ସାମ୍ବାଦିକା ଗୀତା ମେହେଟ୍ଟା। ଦିଲ୍ଲୀ ଲୋଧି ରୋଡ୍ ସ୍ମଶାନରେ ଗୀତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଅବଦୁଲ କଲାମ ରୋଡ଼ରେ ଥିବା ପୈତୃକ ବାସଭବନରୁ ତାଙ୍କ ମରଶରୀରକୁ…

୬୧ କୋଟି ଟଙ୍କାରେ ବିକ୍ରି ହେଲା ଅମୃତା ଶେର୍-ଗିଲଙ୍କ ଚିତ୍ରକଳା

ଜଣାଶୁଣା ଶିଖ-ହଙ୍ଗେରୀ ଚିତ୍ରକାର ଅମୃତା ଶେର୍-ଗିଲଙ୍କ ଚିତ୍ରକଳା ଆଉ ଏକ ରେକର୍ଡ କରିଛି। ୧୯୩୭ର ତାଙ୍କ ଅଏଲ୍-ଅନ୍-କାନଭାସ 'ଦ ଷ୍ଟୋରୀ ଟେଲର୍' ଚିତ୍ରକୁ ୬୧ କୋଟି ୮ ଲକ୍ଷ ଟଙ୍କାରେ ନିଲାମ କରାଯାଇଛି। କୌଣସି ଭାରତୀୟ ଚିତ୍ରକାରଙ୍କ କୃତିକୁ ଏତେ ମୂଲ୍ୟରେ ବିକ୍ରି କରାଯିବାରେ ଏହା ରେକର୍ଡ…

ଘରୋଇ କଳହକୁ କେନ୍ଦ୍ର କରି ଭାଇକୁ ହାଣିଲା ଭାଇ

ବାଲେଶ୍ବର: ବାଲେଶ୍ବର ଜିଲ୍ଲା ଲଙ୍ଗଳେଶ୍ବର ଗାଁରେ ଅଭାବନୀୟ ଘଟଣା  । ଘରୋଇ କଳହକୁ କେନ୍ଦ୍ର କରି ଭାଈକୁ ହାଣି ଦେଇଛି ଭାଈ  । ସୂଚନା ଅନୁସାରେ ଗତକାଲି କୌଣସି କଥାକୁ ନେଇ ସୁଶାନ୍ତ ଗିରିଙ୍କର ତାଙ୍କ ମାଆ ସାବିତ୍ରୀ ଗିରିଙ୍କ ସହ…

ଆଦିତ୍ୟ L1: ବୈଜ୍ଞାନିକ ତଥ୍ୟ ସଂଗ୍ରହ ଆରମ୍ଭ କଲା ସୂର୍ଯ୍ୟ ମିଶନ

ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ଇସ୍ରୋ ସୂର୍ଯ୍ୟ ମିଶନର କାର୍ଯ୍ୟ ଆରମ୍ଭ। ଆଦିତ୍ୟ L1 ପ୍ରଥମ ଲାଗ୍ରେଞ୍ଜ ପଏଣ୍ଟକୁ ଯାତ୍ରା କରିବା ପୂର୍ବରୁ ମହାକାଶରେ ବୈଜ୍ଞାନିକ ତଥ୍ୟ ସଂଗ୍ରହ ଆରମ୍ଭ କରିଦେଇଛି। ଇସ୍ରୋ ସୁପ୍ରା ଥର୍ମାଲ୍ ଆଣ୍ଡ୍ ଏନର୍ଜେଟିକ୍ ପାର୍ଟିକାଲ୍ ସ୍ପେକ୍ଟ୍ରୋମିଟର (STEPS)…

ସୁନ୍ଦରଗଡକୁ ସ୍କ୍ରବ ଟାଇଫସ୍ ଚିନ୍ତା; ପୁଣି ୩ ପଜିଟିଭ ଚିହ୍ନଟ, ସମୁଦାୟ ସଂଖ୍ୟା ୧୮୩

ସୁନ୍ଦରଗଡ: ସୁନ୍ଦରଗଡ଼ରେ ସ୍କ୍ରବ ଟାଇଫସ୍ରେ ଲାଗୁନି ଲଗାମ। ଗତକାଲି ୧୧ ଚିହ୍ନଟ ହୋଇଥିବାବେଳେ ଆଜି ପୁଣି ଚିହ୍ନଟ ହୋଇଛନ୍ତି ୩ଜଣ। ଏହା ସହ ସଂଖ୍ୟା ୧୮୩ରେ ପହଞ୍ଚିଛି। ଗତ ଜାନୁୟାରୀ ୧ରୁ ସେପଟେମ୍ବର ୧୨ ତାରିଖ ମଧ୍ୟରେ ଜିଲ୍ଲାରେ ୧୩୨ ଜଣ ସ୍କ୍ରବ…

ସ୍ୱତନ୍ତ୍ର ଅଧିବେଶନ ଛୋଟ ହେଲେ ବି ଐତିହାସିକ ହେବ: ପ୍ରଧାନମନ୍ତ୍ରୀ

ଆରମ୍ଭ ହେଲା ସଂସଦର ସ୍ୱତନ୍ତ୍ର ଅଧିବେଶନ। ପୁରୁଣା ସଂସଦ ଭବନରେ ଆଜି ବସିଛି ଶେଷ ଅଧିବେଶନ। ପୂର୍ବାହ୍ନ 11ଟାରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣରୁ ଆରମ୍ଭ ହୋଇଛି ଅଧିବେଶନ। ଦେଶର 75 ବର୍ଷର ସଂସଦୀୟ ଯାତ୍ରା ଉପରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନୂଆ ସଂସଦ ଭବନରେ…