September 2023

ପ୍ରଧାନମନ୍ତ୍ରୀଙ୍କୁ ବାଲୁକାକଳା ଜରିଆରେ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ

ପୁରୀ: ଆଜି ପବିତ୍ର ବିଶ୍ବକର୍ମା ପୂଜା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୩ ତମ ଜନ୍ମଦିନ। ଏହି ଅବସରରେ ଆଜିଠାରୁ ଦେଶରେ ଆରମ୍ଭ ହେବାକୁ ଯାଉଛି ବିଶ୍ବକର୍ମା ଯୋଜନା । ସାରା ଭାରତରେ ତାଙ୍କର ଜନ୍ମଦିନକୁ ଭିନ୍ନ ଭିନ୍ନ ଢଙ୍ଗରେ ପାଳନ…

ବିଜେପିକୁ ହରାଇବା ମହାତ୍ମା ଗାନ୍ଧୀଙ୍କ ପ୍ରତି ଆମର ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ : ମଲ୍ଲିକାର୍ଜୁନ ଖଡ଼ଗେ

ହାଇଦ୍ରାବାଦ: ୨୦୨୪ ସାଧାରଣ ନିର୍ବାଚନରେ ବିଜେପିକୁ ହରାଇବା ଜାତିର ପିତା ମହାତ୍ମାଗାନ୍ଧୀଙ୍କ ପ୍ରତି ଆମର ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ | କଂଗ୍ରେସ କାର୍ଯ୍ୟକାରିଣୀ ବୈଠକର ଦ୍ଵିତୀୟ ଦିନରେ କର୍ମୀଙ୍କୁ ଉଦବୋଧନ ଦେଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଆଗାମୀ ଆହ୍ୱାନ ଉପରେ…

ଦିଲ୍ଲୀରେ ଭଉଣୀ ଗୀତା ମେହେଟ୍ଟାଙ୍କ ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ନୂଆଦିଲ୍ଲୀ : ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବଡ଼ ଭଉଣୀ ଗୀତା ମେହେଟ୍ଟାଙ୍କ ଶେଷ ଦର୍ଶନ କରିଛନ୍ତି ନବୀନ । ପ୍ରଖ୍ୟାତ ଲେଖିକା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭଉଣୀ ଗୀତା ମେହେଟାଙ୍କ ଗତକାଲି ରାତିରେ ପରଲୋକ ହୋଇଛି ।…

କଟକର ଚିତ୍ରଶିଳ୍ପୀ ଧୂଆଁରେ ଆଙ୍କିଲେ ମୋଦୀଙ୍କ ଫଟୋ

ଭୁବନେଶ୍ବର: ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କ ୭୩ତମ ଜନ୍ମଦିନ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ବିଭିନ୍ନ ମନ୍ତ୍ରୀ ଓ ରାଜନେତାମାନେ ଶୁଭେଚ୍ଛା ଜଣାଇଛନ୍ତି। ମୋଦୀଙ୍କ ଜନ୍ମଦିନ ଅବସରରେ ଗୁଜରାଟର ସୁରତରେ ପ୍ରାୟ ୧୦୦୦ ଅଟୋ ଚାଳକ ଯାତ୍ରୀମାନଙ୍କ ପାଇଁ ରିହାତି ଭଡ଼ା ଘୋଷଣା…

କଲେଜରେ ଲାଗିବ ସରକାରୀ ଯୋଜନାର ହୋର୍ଡିଂ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ କଲେଜରେ ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କିତ ହୋର୍ଡିଂ ଲାଗିବ। ଏଥିସହ ଉଚ୍ଚଶିକ୍ଷା ପାଇଁ ଛାତ୍ରବୃତ୍ତି ବ୍ୟବସ୍ଥା ପ୍ରଦର୍ଶନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଉଚ୍ଚଶିକ୍ଷା ପାଇଁ ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ବିଭିନ୍ନ…

ବନ୍ଦ ହେଲା ଲଣ୍ଡନର ଐତିହାସିକ ‘ଇଣ୍ଡିଆ କ୍ଲବ୍’

ଲଣ୍ଡନ: ଭାରତୀୟ ସ୍ୱାଧୀନତା ସଂଗ୍ରାମର ଇତିହାସ ସହ ଜଡ଼ିତ ଏକ ଅଧ୍ୟାୟ ସେପ୍ଟେମ୍ବର ୧୭ରେ ଶେଷ ହୋଇଛି। ଲଣ୍ଡନସ୍ଥିତ ‘ଇଣ୍ଡିଆ କ୍ଲବ୍’ ରବିବାର ସ୍ଥାୟୀ ଭାବେ ବନ୍ଦ ହୋଇଯାଇଛି। ଭାରତୀୟ ସ୍ୱାଧୀନତା ଆନ୍ଦୋଳନ ସହ ଜଡିତ ଥିବା ଏହି କ୍ଲବ ଏକଦା…

ଇରାନୀ ହନିଟ୍ରାପ ବ୍ଲାକମେଲିଙ୍ଗ ମାମଲା: ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର : ଇରାନୀ ହନିଟ୍ରାପ ବ୍ଲାକମେଲିଙ୍ଗ ମାମଲା । ଗ୍ୟାଙ୍ଗର ଆଉ ଜଣେ ସଦସ୍ୟ ଦେବାନନ୍ଦ ଜେନା ଗିରଫ। ବୋଲଗଡର ପ୍ରଶାନ୍ତ ପଟ୍ଟନାୟକଙ୍କ ମାମଲା ଆଧାରରେ ଦେବାନନ୍ଦକୁ ଗିରଫ କରାଯାଇଛି । ସେପଟେ ଆସନ୍ତା କାଲି ରିମାଣ୍ଡରେ ଆସିବ ଇରାନୀ ପାତ୍ର…

ଭୁଲବଶତଃ ଗୁଳିଭର୍ତ୍ତି ବନ୍ଧୁକରୁ ଚାଲିଲା ଗୁଳି: ଜଣେ ସେନା ଅଧିକାରୀଙ୍କର ମୃତ୍ୟୁ

ଶ୍ରୀନଗର: ଜମ୍ମୁକଶ୍ମୀରର ବାନ୍ଦିପୋରାସ୍ଥିତ ସେନାର ୧୪ ରାଷ୍ଟ୍ରୀୟ ରାଇଫଲ୍ସ (ଆରଆର) କ୍ୟାମ୍ପରେ ଆଜି ଏକ ଛୋଟ ଦୁର୍ଘଟଣାରେ ଜଣେ ଯବାନଙ୍କର ମୃତ୍ୟୁ ହୋଇଯାଇଛି | ବାସ୍ତବରେ ଜଣେ ସୈନିକଙ୍କ ହାତରୁ ଗୁଳି ଭର୍ତ୍ତି ବନ୍ଧୁକ ହଠାତ୍ ଖସିପଡ଼ିବାରୁ ଏଥିରୁ ଗୁଳି ଫାୟାରିଂ…

ଓଡ଼ିଶାର ୪ ଜଣ ସଙ୍ଗୀତ ନାଟକ ଏକାଡେମୀ ଅମୃତ ପୁରସ୍କାରରେ ସମ୍ମାନିତ

ଭୁବନେଶ୍ୱର: ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ୮୪ ଜଣ କଳାକାରଙ୍କ ମଧ୍ୟରୁ ଓଡ଼ିଶାର ୪ ଜଣ ବରିଷ୍ଠ କଳାକାରଙ୍କୁ ମର୍ଯ୍ୟାଦାଜନକ ସଙ୍ଗୀତ ନାଟକ ଏକାଡେମୀ ଅମୃତ ପୁରସ୍କାରରେ ସମ୍ମାନିତ କରାଯାଇଛି। ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ ୭୫ ବର୍ଷରୁ ଅଧିକ ବୟସର ୮୪…

ବିଶ୍ୱକର୍ମା ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ବିଶ୍ୱକର୍ମା ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଶ୍ବକର୍ମା ପୂଜା ଅବସରରେ ଯୋଜନାର ଶୁଭାରମ୍ଭ କରାଯାଇଛି। କୌଳିକ ବୃତ୍ତିକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଏପରି ଏକ ଯୋଜନାର ଆରମ୍ଭ କରିଛନ୍ତି। ଏହି ଯୋଜନା ମାଧ୍ୟମରେ କୌଳିକ ବୃତ୍ତିଧାରୀଙ୍କୁ…