ପାନବରଜ ଚାଷୀ ଓ କିଆଫୁଲ ଚାଷୀଙ୍କୁ ରାଜ୍ୟ ଯୋଜନରେ ମିଳିବ ସ୍ୱତନ୍ତ୍ର ସହାୟତା

ଭୁବନେଶ୍ୱର : ପାନବରଜ ଚାଷୀ ଓ କିଆଫୁଲ ଚାଷୀଙ୍କ ପାଇଁ ଖୁସି। ପାନ ଚାଷକୁ ‘ରାଜ୍ୟ ଯୋଜନା’ରେ ମିଳିବ ସ୍ବତନ୍ତ୍ର ଆର୍ଥିକ ସହାୟତା । ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ 5T ସଚିବ  ଭି.କେ. ପାଣ୍ଡିଆନଙ୍କ ପୁରୀ ଓ ଗଞ୍ଜାମ ଗସ୍ତ ସମୟରେ…

ଜନ୍ମଦିନରେ ‘ଯଶୋଭୂମି’ର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି

ଜନ୍ମଦିନରେ ପ୍ରଧାନମନ୍ତ୍ରୀଙ୍କ ଉପହାର। 'ଯଶୋଭୂମି' ଏକ୍ସପୋ ସେଣ୍ଟରର ପ୍ରଥମ ପର୍ଯ୍ୟାୟ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦିଲ୍ଲୀର ଦ୍ୱାରକାଠାରେ ଇଣ୍ଟରନ୍ୟାସନାଲ କନଭେନସନ୍ ସମେତ 'ଯଶୋଭୂମି' ଏକ୍ସପୋ ସେଣ୍ଟରର ଉଦଘାଟନ କରିଛନ୍ତି। ଆଜି ଜନ୍ମଦିନ ଅବସରରେ ଦିଲ୍ଲୀର ଦ୍ୱାରକା ସେକ୍ଟର 21ରୁ 'ଯଶୋଭୂମି'…

କଟକ ମତଗଜପୁର ଫାୟାରିଂ କରି ଲୁଟ ଘଟଣା, ୫ ଅଭିଯୁକ୍ତ ଗିରଫ

କଟକ: କଟକ ମତଗଜପୁର ଫାୟାରିଂ କରି ଲୁଟ ଘଟଣାରେ ଆଉ ୫ ଅଭିଯୁକ୍ତ ଗିରଫ । ୫ ଅଭିଯୁକ୍ତଙ୍କୁ ଗିରଫ କଲା କନ୍ଦରପୁର ଥାନା ପୋଲିସ୍ । ଗତ ୬ ତାରିଖରେ ଅଳଙ୍କାର ବ୍ୟବସାୟୀ ବିକାଶ ପାତ୍ର ନିଜର ଦୁଇ ଚକିଆ ଗାଡିରେ…

ନୂଆ ସଂସଦ ଭବନରେ ଉଡିଲା ତ୍ରିରଙ୍ଗା

ନୂଆ ସଂସଦ ଭବନରେ ଉଡିଲା ତ୍ରିରଙ୍ଗା। ଜାତୀୟ ପତାକା ଉତ୍ତୋଳନ କଲେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ। ସ୍ୱତନ୍ତ୍ର ଅଧିବେଶନ ପୂର୍ବରୁ ଗଜଦ୍ୱାରରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ଉପରାଷ୍ଟ୍ରପତି। ଏହି ଅବସରରେ ବାଚସ୍ପତି ଓମ୍ ବିର୍ଲା, ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ…

ଆଜି ପୁଣି ସୁନ୍ଦରଗଡ଼ରେ ୧୧ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତ ଚିହ୍ନଟ

ସୁନ୍ଦରଗଡ଼ : ସୁନ୍ଦରଗଡ଼ରେ ଚିନ୍ତା ବଢାଉଛି ସ୍କ୍ରବ ଟାଇଫସ୍। ଆଜି ପୁଣି ୧୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଛୁଇଁଛି ୧୮୦ । ଏନେଇ ସୂଚନା ଦେଲେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ । ଗତକାଲି ୭…

ଉତ୍ତରାଖଣ୍ଡର ଏକ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ

ଉତ୍ତରାଖଣ୍ଡର ମୁସୁରୀର ଏକ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ। ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଅଘଟଣ। ହୋଟେଲରେ ପାର୍କିଂ ହୋଇଥିବା ଦୁଇଟି ଗାଡି ପୋଡି ପାଉଁସ ହୋଇଯାଇଛି। ଖବର ଲେଖାହେବା ସୁଦ୍ଧା କୌଣସି ମୃତାହତଙ୍କ ସୂଚନା ମିଳିନଥିଲା। ସୂଚନା ଅନୁସାରେ, ମସୁରୀର…

ଜଳାନ୍ତକକୁ ସୂଚୀତ ରୋଗ ଭାବେ ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ୱର: ଜୀବଜନ୍ତୁଙ୍କ କାମୁ଼ଡିବା ଦ୍ୱାରା ମଣିଷ ମାନେ ଯେଉଁ ରୋଗରେ ସଂକ୍ରମିତ ହୁଅନ୍ତି ବା ଆକ୍ରାନ୍ତ ହୁଅନ୍ତି ତାଙ୍କୁ ଜଳାନ୍ତକ ରୋଗ କୁହାଯାଏ। ଏବେ ଏହାକୁ ଏକ ସୂଚୀତ ରୋଗ ବୋଲି ସରକାର ଘୋଷଣା କରିଛନ୍ତି। ସୂଚୀତ ରୋଗ ଘୋଷଣା କରିବାର…

ଭିଡିଓ ଉତ୍ତୋଳନ କରୁଥିଲେ ବନ କର୍ମଚାରୀ, ମାରିଦେଲା ହାତୀ

ହାତୀ ଆକ୍ରମଣରେ ଜଣେ ବନ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଘଟଣାଟି ଘଟିଛି ମହାରାଷ୍ଟ୍ରର ଗଡ଼ଚିରୋଲି ଜିଲ୍ଲାରେ। ମୃତ ବନ କର୍ମଚାରୀଙ୍କ ନାଁ ସୁଧାକର ବି ଆତରାମ। ସେ ବନ ବିଭାଗରେ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ। ଶନିବାର ପଳାସଗାଁ ଜଙ୍ଗଲକୁ କିଛି ହାତୀ…

ଆଜି ପାଳନ ହେଉଛି ପବିତ୍ର ବିଶ୍ୱକର୍ମା ପୂଜା

ଚଳିତ ବର୍ଷ ସେପ୍ଟେମ୍ବର ୧୭ ତାରିଖ ଅର୍ଥାତ୍ ଆଜିର ଦିନରେ ପୂରା ଦେଶରେ ବିଶ୍ୱକର୍ମା ଜୟନ୍ତୀ ପାଳନ ହେଉଛି । ଏହି ଦିନ ଶିଳ୍ପକାରମାନେ ଭଗବାନ ବିଶ୍ୱକର୍ମାଙ୍କ ପୂଜା କରିଥାନ୍ତି । ସମସ୍ତ ଶିଳ୍ପ ଓ ଶିଳ୍ପୀଙ୍କର କୂଳଦେବତା ହେଉଛନ୍ତି ବିଶ୍ୱକର୍ମା…

ନବୀନ ପଟ୍ଟନାୟକଙ୍କ ବଡ଼ ଭଉଣୀ ଲେଖିକା ଗୀତା ମେହେଟ୍ଟାଙ୍କ ପରଲୋକ

ନୂଆଦିଲ୍ଲୀ: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ କନ୍ୟା, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭଉଣୀ ତଥା ବିଶିଷ୍ଟ ଲେଖିକା ଗୀତା ମେହେଟ୍ଟାଙ୍କ ପରଲୋକ ହୋଇଥିବା ଦୁଃଖଦ ଖବର ହସ୍ତଗତ ହୋଇଛି । ଶନିବାର ଦିଲ୍ଲୀ ସ୍ଥିତ ବାସଭବନରେ ୮୦ ବର୍ଷ…