September 2023

ରାଜ୍ୟର ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ବଙ୍ଗୋପସାଗରର କେନ୍ଦ୍ରୀୟ ଅଞ୍ଚଳରେ ବୁଧବାର ସୃଷ୍ଟି ହୋଇଥିବା ସୁଦୃଶ୍ୟ ଲଘୁଚାପ ଏବେ ପୂର୍ବ ମଧ୍ୟପ୍ରଦେଶ ଓ ପଡ଼ୋଶୀ ରାଜ୍ୟରେ ସକ୍ରିୟ ରହିଛି। ଆମ ରାଜ୍ୟରେ ଏହାର ସିଧା ପ୍ରଭାବ ନରହିବା କାରଣରୁ ଆଜିଠାରୁ ଧୀରେ ଧୀରେ ବର୍ଷା କମ୍‌ ହେବ।…

ସ୍ୱାମୀ ଅନ୍ୟ ମହିଳାଙ୍କ ସହ ରହିବା ନେଇ ପତ୍ନୀ କରିଥିବା ଅଭିଯୋଗର ପିଟିସନ ଖାରଜ

ନୂଆଦିଲ୍ଲୀ : ଦିଲ୍ଳୀ ହାଇକୋର୍ଟ ଏକ ମାମଲାରେ ସ୍ୱାମୀ ଅନ୍ୟ ମହିଳାଙ୍କ ସହ ରହିବା ନେଇ ପତ୍ନୀ କରିଥିବା ଅଭିଯୋଗର ପିଟିସନକୁ ଖାରଜ କରିଦେଇଛନ୍ତି । ଏଥିସହ ସ୍ୱାମୀ ଅନ୍ୟ ମହିଳାଙ୍କ ସହ ରହିବାକୁ ମଧ୍ୟ ଅପରାଧ ବୋଲି ମାନି ନାହାଁନ୍ତି,…

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ହସ୍ତକ୍ଷେପ ପରେ ସ୍ବାଭାବିକ ହେଲା ମହାପ୍ରଭୁଙ୍କ ନୀତିକାନ୍ତି

ପୁରୀ: ଦୂର ହୋଇଛି ମହାପ୍ରଭୁଙ୍କ ନୀତିକାନ୍ତିକୁ ନେଇ ହୋଇଥିବା ଅଚଳାବସ୍ଥା । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ହସ୍ତକ୍ଷେପ ପରେ ସ୍ବାଭାବିକ ହେଲା ମହାପ୍ରଭୁଙ୍କ ନୀତିକାନ୍ତି । ନୀତିକାନ୍ତିକୁ ନେଇ ସୃଷ୍ଟି ହୋଇଥିବା ଅଚଳାବସ୍ଥା ଦୂର ହୋଇଛି । ମହାପ୍ରଭୁଙ୍କ ବଡ଼ ମହାସ୍ନାନ…

ବେଆଇନ ବନ୍ଧୁକ ରଖିବା ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ଜୋ ବାଇଡେନ୍‌ଙ୍କ ପୁଅ ହଣ୍ଟର୍‌

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ପୁଅ ହଣ୍ଟର୍ ବାଇଡେନ୍‌ଙ୍କ ପାଇଁ ଅଡ଼ୁଆ ବଢ଼ିଛି। ବେଆଇନ ଭାବେ ବନ୍ଧୁକ ରଖିବା ମାମଲାରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ଏହା ପ୍ରଥମ ଥର ଯେ ଆମେରିକାର କୌଣସି ବର୍ତ୍ତମାନର ରାଷ୍ଟ୍ରପତିଙ୍କ ପୁଅଙ୍କ ବିରୋଧରେ ଆପରାଧିକ…

ସ୍ୱାଭିମାନ ଅଞ୍ଚଳରେ ଦୁ୍ର୍ନୀତି କଥା ଉଠାଇଲେ ଅପରାଜିତା

ଭୁବନେଶ୍ୱର: ସ୍ୱାଭିମାନ ଅଞ୍ଚଳରେ ଉଠାଇଲେ ଦୁ୍ର୍ନୀତି କଥା । କହଲେ ବିଜେଡି ସରକାରର ଭ୍ରଷ୍ଟାଚାରର କଥା । ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଲେ । ପୁଣି ଧୃତରାଷ୍ଟ୍ର ବୋଲି କହି ମୁଖ୍ୟମନ୍ତ୍ରୀଙ୍କୁ ଆକ୍ଷେପ କଲେ ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ । ସାଂସଦ…

ସ୍ୱିଗି କି ଜମାଟୋ ନୁହେଁ, ମା ହାତର ସ୍ୱାଦିଷ୍ଟ ଖାଦ୍ୟ ଖାଇବେ ପିଲା: କେରଳ ହାଇକୋର୍ଟ

କେରଳ ହାଇକୋର୍ଟ ଜଷ୍ଟିସ ପି.ବି କୁନ୍ହିକୃଷ୍ଣନ ପିଲାମାନଙ୍କ ପାଇଁ ରନ୍ଧା ଖାଦ୍ୟ ଉପରେ ଗୁରୁତ୍ୱ ଦେଇଛନ୍ତି । ସ୍ୱିଗି କି ଜମାଟୋରୁ ଖାଦ୍ୟ ଅର୍ଡର ନ କରି ଅଭିଭାବକମାନଙ୍କୁ ହାତ ତିଆରି ଖାଦ୍ୟ କରି ପିଲାମାନଙ୍କୁ ଖୁଆଇବା ପାଇଁ କହିଛନ୍ତି ।…

ଗଣମାଧ୍ୟମ ଆଙ୍କରଙ୍କୁ ବୟକଟ କରିବା ଦୁର୍ଭାଗ୍ୟଜନକ : ଅପରାଜିତା

ଜୟପୁର: ‘ଇଣ୍ଡିଆ’ ମେଣ୍ଟ ହତାଶ ହୋଇପଡିଛି । କିଛି ଗଣ ମାଧ୍ୟମର ଆଙ୍କର ମାନଙ୍କୁ ବୟକଟ କରିବା ନିଷ୍ପତି ଦୁର୍ଭାଗ୍ୟ ଜନକ । ଏପରିୂ ନିଷ୍ପତ୍ତି ଅତ୍ୟନ୍ତ ନିନ୍ଦନୀୟ ଏବଂ ରାଷ୍ଟ୍ରପାଇଁ ବିପଦ ଜନକ । ଏମିତି କହି ସ୍ୱାଭିମାନ ଅଞ୍ଚଳରେ…

କ୍ଷୀରର ବକେୟା ୪୦୦ ଟଙ୍କା ପାଇଁ ଗୁଳି କରି ୩ ଜଣଙ୍କୁ ହତ୍ୟା

ବିହାରର ରାଜଧାନୀ ପାଟନା ନିକଟ ଫତୁହାରେ ପଇସା ଲେଣଦେଣକୁ ନେଇ ୩ ଜଣଙ୍କୁ ହତ୍ୟା କରାଯାଇଛି। ଫତୁହା ଥାନା ଅଧୀନ ସୁରଙ୍ଗାପର ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି। କ୍ଷୀରର ବକେୟା ପଇସାକୁ ନେଇ ଏଠାରେ ଆଖିବୁଜା ଗୁଳିମାଡ଼ ହୋଇଥିଲା। ଏଥିରେ ୪…

ଲୋକମାନ୍ୟ ତିଲକ ଏକ୍ସପ୍ରେସରୁ ମୃତଦେହ ଉଦ୍ଧାର

ପୁରୀ: ଟ୍ରେନରୁ ରକ୍ତାକ୍ତ ମୃତଦେହ ଉଦ୍ଧାର। ପୁରୀରେ ମୁମ୍ବାଇ- ପୁରୀ ଲୋକମାନ୍ୟ ତିଲକ ଏକ୍ସପ୍ରେସରୁ ମୃତଦେହ ଉଦ୍ଧାର ହୋଇଛି। ସକାଳ ୧୧ଟାରେ ଷ୍ଟେସନରେ ପହଞ୍ଚି ସମସ୍ତ ଯାତ୍ରୀ ଓହ୍ଲାଇବା ପରେ ଆରପିଏଫ କର୍ମଚାରୀ ଟ୍ରେନକୁ ଯାଞ୍ଚ କରିଥିଲେ। ବଗିରେ ଏକ କ୍ଷତାକ୍ତ…

ସରୁନି ଏନକାଉଣ୍ଟର, ଜଣେ ଯବାନ ନିଖୋଜ

ଜମ୍ମୁ-କଶ୍ମୀରର ଅନନ୍ତନାଗରେ ଆରମ୍ଭ ହୋଇଥିବା ଏନକାଉଣ୍ଟରକୁ ୫୦ ଘଣ୍ଟାରୁ ଅଧିକ ସମୟ ବିତି ଗଲାଣି। ତଥାପି ସେଠାରେ ଗୁଳି ବିନିମୟ ଜାରି ରହିଛି। ଡ୍ରୋନ ଠାରୁ ଆରମ୍ଭ କରି ସେନା ପକ୍ଷରୁ ବିଭିନ୍ନ ପ୍ରକାରର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ବ୍ୟବହାର କରାଯାଉଥିଲେ ହେଁ…