September 2023

ହନିଟ୍ରାପ୍ କୁଇନ ଇରାନୀ ପାତ୍ର ଗିରଫ ମାମଲା, ରିମାଣ୍ଡରେ ଆସିବେ ସ୍ୱାମୀ ନିଶିକାନ୍ତ ପାତ୍ର

ଭୁବନେଶ୍ଵର: ହନିଟ୍ରାପ୍‌ କୁଇନ ଇରାନୀ ପାତ୍ର ଗିରଫ ମାମଲାରେ ରିମାଣ୍ଡରେ ଆସିବେ ସ୍ୱାମୀ ନିଶିକାନ୍ତ ପାତ୍ର । ୫ ଦିନ ରିମାଣ୍ଡ ଆବେଦନ କରିବ ତମାଣ୍ଡୋ ପୋଲିସ । ଏସଡିଜେଏମ୍‌ଙ୍କ କୋର୍ଟରେ କରିବ ଆବେଦନ । ରିମାଣ୍ଡରେ ଆସିଲେ ଖୋଲିବ ହାନିଟ୍ରାପ୍‌…

ଲସ୍କର ଲିଙ୍କରେ ଥିବା ୨ ଆତଙ୍କୀ ଗରିଫ

ପାକିସ୍ତାନରେ ସକ୍ରିୟ ଥିବା ଆତଙ୍କୀ ସଂଗଠନ ଲସ୍କର-ଇ-ତାଏବା ସହ ଲିଙ୍କ ରଖିଥିବା ୨ ଜଣଙ୍କୁ ଗିରଫ କରିଛନ୍ତି ସୁରକ୍ଷାକର୍ମୀ। ଗୁରୁବାର ରାତିରେ ଏମାନଙ୍କୁ ଜମ୍ମୁ-କଶ୍ମୀରର ବାରମୁଲ୍ଲା ଠାରୁ ଧରା ଯାଇଛି। ସେମାନଙ୍କ ଠାରୁ ପିସ୍ତଲ, ଗ୍ରେନେଡ ଓ ଅନ୍ୟାନ୍ୟ ବିସ୍ଫୋରକ ସାମଗ୍ରୀ…

ଆନ୍ଧ୍ରର ଚିତ୍ତୋରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୪ ଓଡ଼ିଆ ମୃତ, ୩ ଆହତ

ଆନ୍ଧ୍ର ପ୍ରଦେଶରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୪ ଓଡ଼ିଆ ମୃତ। ଚିତ୍ତୋର ଜିଲ୍ଲା ତାଭାନପଲ୍ଲୀ ମଣ୍ଡଳର ତାଲାଗୁଣ୍ଡଲା ପଲ୍ଲୀ ଗାଁ ନିକଟରେ ଏହି ଭୀଷଣ ଦୁର୍ଘଟଣା ଘଟିଛି। ଓଡ଼ିଶାର ଏକ ପରିବାରର ୭ ଜଣ ସଦସ୍ୟଙ୍କୁ ନେଇ ଏକ ଆମ୍ବୁଲାନ୍ସ…

ଏଡିଟର୍ସ ଗିଲ୍ଡ ମାମଲା, କେମିତି ଗୋଟିଏ ରିପୋର୍ଟ ଦେବା ଅପରାଧ? : ସୁପ୍ରିମକୋର୍ଟ

ମଣିପୁର ହିଂସା ଉପରେ ଗୋଟିଏ ରିପୋର୍ଟ ଦେଇଥିବା ଏଡିଟର୍ସ ଗିଲ୍ଡର ୪ ସଦସ୍ୟଙ୍କ ଅନ୍ତରୀଣ ଜାମିନକୁ ବଢ଼ାଇ ଦେଇଛନ୍ତି ସୁପ୍ରିମକୋର୍ଟ। ଏଡିଟର୍ସ ଗିଲ୍ଡର ୪ ଜଣ ସାମ୍ବାଦିକ ହିଂସା ଉପରେ ଗୋଟିଏ ରିପୋର୍ଟ ଦେଇଥିଲେ। ଏହାକୁ ବିରୋଧ କରି ମଣିପୁର ସରକାର…

ବଢିଲା ସ୍କ୍ରବ ଟାଇଫସ ଚିନ୍ତା, ଜ୍ୱର ହେଲେ ତୁରନ୍ତ ପରୀକ୍ଷା କରାଇବାକୁ ଜନସ୍ବାସ୍ଥ୍ୟ ବିଭାଗର ପରାମର୍ଶ

ଭୁବନେଶ୍ୱର: ଡେଙ୍ଗ ପରେ ଏବେ ରାଜ୍ୟରେ ବଢିଲା ସ୍କ୍ରବ ଟାଇଫସ ଚିନ୍ତା । ବରଗଡ ଏବଂ ସୁନ୍ଦରଗଡରେ ୬ ଜଣଙ୍କର ଏହି ସ୍କ୍ରବ ଟାଇଫସରେ ମୃତ୍ୟୁ ଘଟିବା ପରେ ସ୍ୱାସ୍ଥ୍ୟ ବିଭାଗ ସଚେତନ ହୋଇଛି । ସବୁ ଜିଲ୍ଲାକୁ ଏ ନେଇ…

ଟ୍ରେନରେ ଲାଗିଲା ନିଆଁ, ହୁତୁହୁତୁ ହୋଇ ଜଳିଗଲା ବଗି

ଟ୍ରେନରେ ଲାଗିଲା ନିଆଁ। ହୁତୁହୁତୁ ହୋଇ ଜଳିଗଲା ବଗି। ନିଆଁରେ ଜଳି ପୋଡ଼ି ପାଉଁଶ ହୋଇଗଲା ବଗିରେ ଥିବା ଜିନିଷପତ୍ର। କିନ୍ତୁ ଅଳ୍ପକେ ବର୍ତ୍ତିଗଲେ ବଗିରେ ଥିବା ସମସ୍ତ ଯାତ୍ରୀ। ଆଜି ସକାଳେ ଗୁଜରାଟର ଗୋଧ୍ରା ଯାଉଥିବା ଗୋଟିଏ ମେମୁ ଟ୍ରେନରେ…

ବାଚସ୍ପତି ନିର୍ବାଚନକୁ ବର୍ଜନ କରିବ ବିଜେପି

ଭୁବନେଶ୍ବର: ଆଗକୁ ହେବାକୁ ଥିବା ବାଚସ୍ପତି ନିର୍ବାଚନକୁ ଗତକାଲି କଂଗ୍ରେସ ବୟକଟ୍‌ କରିଥିବା ବେଳେ ଏହାକୁ ଏବେ ଭାରତୀୟ ଜନତା ପାର୍ଟି (ବିଜେପି) ମଧ୍ୟ ବର୍ଜନ କରିବ ବୋଲି ସୂଚନା ରହିଛି। ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ବିଧାୟକ ନାଉରୀ ନାୟକ…

ସାଙ୍ଗ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଲା ୧୦ମ ଶ୍ରେଣୀ ଛାତ୍ର

ସାମ୍ନାକୁ ଆସିଛି ଅତ୍ୟନ୍ତ ବିଚଳିତ କରିବା ଭଳି ଘଟଣା। ସାମାନ୍ୟ ବ୍ୟାଗ ପାଇଁ ଜଣେ ୧୦ମ ଶ୍ରେଣୀ ଛାତ୍ର ଘଟଣାଇଛି ଅଭାବନୀୟ କାଣ୍ଡ। ସେ ତା’ର ସହପାଠୀଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଛି। ଉତ୍ତର ପ୍ରଦେଶର ଆଲିଗଡ଼ ସହରରେ…

ଖୋଲିଲା ହୀରାକୁଦର ଆଉ ୮ଟି ଗେଟ, ୨୨ଟି ଗେଟ ଦେଇ ହେଉଛି ଜଳ ନିଷ୍କାସନ

ସମ୍ବଲପୁର: ଖୋଲିଲା ହୀରାକୁଦର ଆଉ ୮ଟି ଗେଟ । ବର୍ତ୍ତମାନ ସମୁଦାୟ ୨୨ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି । ବଙ୍ଗୋପସଗାରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଉପର ମୁଣ୍ଡରେ ଜାରି ରହିଛି ଲଗାଣ ବର୍ଷା । ଏହାକୁ…

କେରଳରେ ନିପା ଭାଇରସ୍ ଆତଙ୍କ

କେରଳରେ ନିପା ଭାଇରସ୍ ଆତଙ୍କ। କେରଳର କୋଝିକୋଡ଼ ଜିଲ୍ଲାରେ ପୁଣି ଜଣେ ଯୁବକ ନିପା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬ ରେ ପହଞ୍ଚିଛି। ଏହି ୩୯ ବର୍ଷୀୟ ଯୁବକଙ୍କ ରିପୋର୍ଟ ପଜିଟିଭ୍ ଆସିବା ପରେ…