ସାରା ରାଜ୍ୟରେ ଲଘୁଚାପ ବର୍ଷା, ଆଜି ୧୦ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଛି। ମଙ୍ଗଳବାର ରାତିରୁ ବର୍ଷାର ପ୍ରକୋପ ବୃଦ୍ଧି ହୋଇଥିବା ବେଳେ ଗତ ୩୬ ଘଣ୍ଟାରେ ଅନେକ ସ୍ଥାନରେ ବର୍ଷାର ପରିମାଣ ୧୦୦ ମିମିରୁ ଅଧିକ ରହିଛି। ଗୁରୁବାର ମଧ୍ୟ…

ରାଜ୍ୟରେ ସ୍କ୍ରବ ଟାଇଫସକୁ ନେଇ ବଢୁଛି ଚିନ୍ତା, ସୁନ୍ଦରଗଡ଼ରେ ଜଣେ ମୃତ

ସୁନ୍ଦରଗଡ଼ : ଡେଙ୍ଗୁ ପରେ ରାଜ୍ୟରେ ସ୍କ୍ରବ ଟାଇଫସକୁ ନେଇ ବଢୁଛି ଚିନ୍ତା । ସୁନ୍ଦରଗଡ଼ରେ ସ୍କ୍ରବ ଟାଇଫସ୍। ଜିଲ୍ଲାରେ ଜାନୁଆରୀ ମାସରୁ ବର୍ତ୍ତମାନ ସୁଦ୍ଧା ୧୩୨ ଜଣ ସ୍କ୍ରବ ଟାଇଫସ୍ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ…

ବିଲରେ ଜନ୍ତୁ ଚରାଇବା ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗୁଳିକାଣ୍ଡ: ୫ ମୃତ

ମଧ୍ୟପ୍ରଦେଶର ଦତିୟା ଜିଲ୍ଲାରେ ଜନ୍ତୁ ଚରାଇବା ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇ ଗୁଳିକାଣ୍ଡ ହୋଇଛି । ଏହି ଗୁଳିକାଣ୍ଡରେ ୫ ଜୀବନ ଚାଲିଯାଇଥିବା ବେଳେ ଅନ୍ୟ କେତେ ଜଣ ଆହତ ହୋଇଛନ୍ତି । ସିଭିଲ୍ ଲାଇନ୍ ପୋଲିସ୍ ଷ୍ଟେସନର…

ହୀରାକୁଦ ଡ୍ୟାମରେ ଖୋଲିଲା ଆଉ ୮ଟି ଗେଟ୍‌

ସମ୍ବଲପୁର: ଉପର ମୁଣ୍ଡରେ ଲଘୁଚାପ ଜନିତ ପ୍ରବଳ ବର୍ଷା କାରଣରୁ ଗତକାଲି ହୀରାକୁଦର ୨ଟି ଗେଟ ଖୋଲାଯାଇଥିବା ବେଳେ ଆଜି ଆଉ ୮ଟି ଗେଟ ଖୋଲିଛି ହୀରାକୁଦ । ବାର୍ତ୍ତମାନ ମୋଟ ୧୦ଟି ଗେଟ ଦେଇ ନିଷ୍କାସିତ ହେଉଛି ବନ୍ୟା ଜଳ…

ଶୁଭାରମ୍ଭ ହେଲା`ସ୍କିଲ୍ ଇଣ୍ଡିଆ ଡିଜିଟାଲ୍’

ନୂଆଦିଲ୍ଲୀ: ଶୁଭାରମ୍ଭ ହେଲା`ସ୍କିଲ୍ ଇଣ୍ଡିଆ ଡିଜିଟାଲ୍‌’ । ନୂଆଦିଲ୍ଲୀର କୌଶଳ ଭବନରେ `ସ୍କିଲ୍ ଇଣ୍ଡିଆ ଡିଜିଟାଲ୍‌’ର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଭାରତର ଦକ୍ଷତା ବିକାଶ ମଡେଲକୁ ଆଜି ବିଶ୍ୱ ଅନୁକରଣ କରୁଛି ବୋଲି ନୂଆଦିଲ୍ଲୀ ସ୍ଥିତ କୌଶଳ…

ବମିଖାଲ ଓଭରବ୍ରିଜରେ ଦୁର୍ଘଟଣା: ତଳକୁ ପଡି ଜଣେ ମୃତ

ଭୁବନେଶ୍ବ: ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ବର ବମିଖାଲ ଓଭରବ୍ରିଜ ଉପରେ ସଡ଼କ ଦୁର୍ଘଟଣା। ଓଭରବ୍ରିଜରୁ ଖସି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ମୃତକ ହେଲେ କେଦାରଗୌରି ବିହାର ଅଞ୍ଚଳର ସବ୍ୟସାଚୀ ପୃଷ୍ଟି । ଗୁରୁତର ଯୁବକ…

ମିଡିଆ ଟ୍ରାଏଲକୁ ସୁପ୍ରିମକୋର୍ଟଙ୍କ ନା, କେନ୍ଦ୍ରକୁ ମାର୍ଗଦର୍ଶିକା ପ୍ରସ୍ତୁତ ନିର୍ଦ୍ଦେଶ

ନୂଆଦିଲ୍ଲୀ: ‘ମିଡିଆ ଟ୍ରାଏଲ’କୁ ସୁପ୍ରିମକୋର୍ଟ ନା କହିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ ବୁଧବାର ଏହା ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରି ମିଥ୍ୟା ଖବର ପ୍ରସାରଣ ଦ୍ବାରା ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହେଉଛି ବୋଲି କହିଛନ୍ତି। ଅପରାଧୀକୁ ନେଇ ସଂଶୟ ରହୁଛି।…

ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବା ଟି-ସାର୍ଟରେ ମୟୂରଭଞ୍ଜ ଜିଲ୍ଲାପାଳ ଓ ଏସପି, ଏନଏଚଆରସିରେ ପହଂଚିଲା ମାମଲା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋଗୋ ଥିବା ଟି-ସାର୍ଟ ପିନ୍ଧି ମୟୂରଭଞ୍ଜର ଏସପି ଓ ଜିଲ୍ଲାପାଳଙ୍କୁ ନେଇ ଯେଉଁ ବିବାଦ ଦେଖାଦେଇଛି, ତାହା ଏବେ ଆଉ ପାଦେ ଆଗକୁ ଯାଇଛି। ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଓ ଏସପି ବି. ଗଙ୍ଗାଧର ବାରିପଦାରେ…

ଆଇସିସି ଖେଳାଳି ରାଙ୍କିଂ ପ୍ରକାଶିତ; ଟପ୍ ଟେନ୍‌ରେ ୩ ଭାରତୀୟ

ଦୁବାଇ: ପ୍ରକାଶ ପାଇଲା ଆଇସିସି ବ୍ୟାଟିଂ ରାଙ୍କିଂ । ଏହି ତାଲିକାରେ ଭାରତୀୟ  ଖେଳାଳିଙ୍କ ଉନ୍ନତି ହୋଇଛି । ଗତ  ସପ୍ତାହରେ ତୃତୀୟ ସ୍ଥାନରେ ରହିଥିବା  ଯୁବ ଓପନର ଶୁଭମନ ଗିଲ୍‌ ଦ୍ୱିତୀୟକୁ ଉଠିଛନ୍ତି । ସେହିପରି ଶ୍ରେଷ୍ଠ ୧୦  ଜଣଙ୍କ…

ଗ୍ରାନାଇଟ୍ ୟୁନିଟରେ ଅଘଟଣ : ପଥର ତଳେ ଚାପି ହୋଇ ଦୁଇ ଶ୍ରମିକଙ୍କ ମୃତ୍ୟୁ

ବ୍ରହ୍ମପୁର : ପଥର ତଳେ ଚାପି ହୋଇ ଦୁଇ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ବ୍ରହ୍ମପୁର ସଦର ଥାନା କାଳୁଆ ଛକ ନିକଟରେ ଏକ ପଥର କ୍ୱାରିରେ ଏହି ଅଘଟଣ ଘଟିଛି । ଏଠାରେ ଏକ ପଥର କୁଆଁରୀରେ ଥିବା ଏକ ବଡ଼…