ଲିବ୍ୟାରେ ମୃତ୍ୟୁର ତାଣ୍ଡବ: ପାଣିରେ ଭାସୁଛି କୁଢ କୁଢ ଶବ

ନୂଆଦିଲ୍ଲୀ : ଲିବ୍ୟାରେ ମୃତ୍ୟୁର ତାଣ୍ଡବ। ଭୟଙ୍କର ବିପର୍ଯ୍ୟୟର ସାମନା କରିଛି ଲିବ୍ୟା । ପାଣିରେ ଭାସୁଛି ହଜାର ହଜାର ଶବ । ମୃତ୍ୟୁ ସଂଖ୍ୟା ୬ ହଜାର ଟପିଛି । ୨୦ ହଜାର ଛୁଇଁପାରେ ମୃତ୍ୟୁ ସଂଖ୍ୟା । କାରଣ ଏବେବି…

ପୂର୍ବତନ ମହିଳା ସରପଞ୍ଚ ଓ ସ୍ବାମୀଙ୍କୁ ହତ୍ୟା ! ଦୁଇ ଦିନ ତଳୁ ନିଖୋଜ ଥିଲେ ଦମ୍ପତ୍ତି

କେନ୍ଦୁଝର: ଦମ୍ପତ୍ତିଙ୍କୁ ମାରି ଫିଙ୍ଗିଦେଲେ। ଘର ପଛପଟ କୂଅରୁ ମିଳିଲା ମୃତଦେହ। କେନ୍ଦୁଝର କେ.ବାଲିପାଳ ପଞ୍ଚାୟତର ପୂର୍ବତନ ମହିଳା ସରପଞ୍ଚ ଓ ସ୍ବାମୀଙ୍କୁ ହତ୍ୟା ସନ୍ଦେହ। ନିରଞ୍ଜନ ବଉଳା ଫାଣ୍ଡିର ଗ୍ରାମରକ୍ଷୀ ଥିବାବେଳେ ତାଙ୍କ ସ୍ତ୍ରୀ ରମ୍ଭା ପାତ୍ର ପୂର୍ବରୁ କେ. ବାଲିପାଳ…

ଭଡା ଘରେ ସେକ୍ସ ରାକେଟ, ୩ ମହିଳା ଉଦ୍ଧାର

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ନିମଖଣ୍ଡି ଅଞ୍ଚଳରେ ଏକ ଭଡା ଘରୁ ଦେହ ବ୍ୟବସାୟ ଚାଲୁଥିବା ଏକ ସେକ୍ସ ରାକେଟକୁ ପୋଲିସ ବୁଧବାର ଠାବ କରିବା ସହ ୩ ଜଣ ମହିଳାଙ୍କୁ ଉଦ୍ଧାର କରିଛି। କୌଣସି ସୂତ୍ରରୁ ଖବର ପାଇ ନିମଖଣ୍ଡି ଥାନା…

ଯୁଗ ଯୁଗ ଧରି ଚୀନ୍‌ ଏହି କାରଣରୁ ପଡୋଶୀଙ୍କ ଶତ୍ରୁ- ମାଡ଼ି ବସିଛି ଭୂଭାଗ ଓ ସମୁଦ୍ର; ୧୪ ଦେଶ ସହ ବିବାଦ

ନୂଆଦିଲ୍ଲୀ : ଚୀନ୍‌ର ମୂଳ ମାନଚିତ୍ର ପ୍ରକାଶ ପାଇବା ପରେ ଏହାର ବିସ୍ତାରବାଦୀ ଚରିତ୍ର ଏବେ ସମ୍ମୁଖକୁ ଆସିଛି। ଗତ ମାସରେ ଚୀନ୍‌ ଏକ ବିବାଦୀୟ ମାନଚିତ୍ର ପ୍ରକାଶ କରିଥିଲା; ଯେଉଁଥିରେ ଭାରତର ଅରୁଣାଚଳ ପ୍ରଦେଶ ଓ ଅକ୍ସାଇ ଚୀନ୍‌କୁ ନିଜର…

ଅଖା ଭିତରୁ ମିଳିଲା ହାତଗୋଡ ବନ୍ଧା ଯୁବତୀଙ୍କ ମୃତଦେହ

ପିପିଲି: ଅଖା ଭିତରୁ ହାତଗୋଡ଼ ବନ୍ଧା ମୃତଦେହ ଉଦ୍ଧାର। ପିପିଲି କଣାସ ନୂଆଗାଁ ନିକଟସ୍ଥ ଦୟା ନଦୀ କୂଳରୁ ମିଳିଛି ଯୁବତୀଙ୍କ ମୃତଦେହ। ଅଖା ଭିତରେ ବନ୍ଧା ହୋଇଥିବା ଅବସ୍ଥାରେ ମିଲିଥିଲା ମୃତଦେହ। ବିଳମ୍ବିତ ରାତି ଏକ ଅଖା ଭାସି ଭାସି ଆସି…

ସ୍ବତନ୍ତ୍ର ଅଧିବେଶନରେ ଆସିବ ୪ଟି ସରକାରୀ ବିଲ୍

ଭୁବନେଶ୍ୱର: ସେପ୍ଟେମ୍ବର ୧୮ରୁ ଆରମ୍ଭ ହେବାକୁ ଥିବା ବହୁ ପ୍ରତୀକ୍ଷିତ ସ୍ୱତନ୍ତ୍ର ସଂସଦ ଅଧିବେଶନର ଏଜେଣ୍ଡାରେ ୪ ଟି ବିଲ୍ ଆସିବ।ମୁଖ୍ୟ ନିର୍ବାଚନ କମିସନର ଓ ଅନ୍ୟ ନିର୍ବାଚନ କମିସନରଙ୍କ ନିଯୁକ୍ତି, ଚାକିରି ସର୍ତ୍ତାବଳୀ ଓ କାର୍ଯ୍ୟକାଳକୁ ନିୟନ୍ତ୍ରଣ କରିବା ଲାଗି…

କିମ୍‌ସରେ ଆରମ୍ଭ ହେଲା ସାନ୍ଧ୍ୟକାଳୀନ ଚିକିତ୍ସା ସେବା

ଭୁବନେଶ୍ୱର: ଦିନ ତମାମ ବିଭିନ୍ନ କାର୍ଯ୍ୟରେ ବ୍ୟସ୍ତ ରହୁଥିବା କର୍ମଜୀବୀ ଓ ଅନ୍ୟ ସାଧାରଣ ଲୋକମାନଙ୍କ ପାଇଁ କିମ୍‌ସରେ ଆରମ୍ଭ ହୋଇଛି ସନ୍ଧ୍ୟାକାଳୀନ ଚିକିତ୍ସା ସେବା । କିମ୍‌ସର ସୁପର ସ୍ପେଶାଲିଟି ହସ୍ପିଟାଲ ଏବଂ କର୍କଟ କେନ୍ଦ୍ରରେ ଏହି ଇଭିନିଂ କ୍ଲିନିକ୍…

ଇ-କୋର୍ଟ ମିଶନ ମୋଡ ପ୍ରୋଜେକ୍ଟର ତୃତୀୟ ପର୍ଯ୍ୟାୟକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

ପେପରଲେସ୍ କୋର୍ଟ ଦିଗରେ ଆଉ ଏକ ପାଦ ଆଗକୁ ବଢିଛି କେନ୍ଦ୍ର। ୭ ହଜାର ୨୧୦ କୋଟି ଟଙ୍କା ମୂଲ୍ୟର ଇ-କୋର୍ଟ ମିଶନ ମୋଡ ପ୍ରୋଜେକ୍ଟର ତୃତୀୟ ପର୍ଯ୍ୟାୟକୁ ଆଜି କେନ୍ଦ୍ର କ୍ୟାବିନେଟ ଅନୁମୋଦନ ପ୍ରଦାନ କରିଛି। ଯାହାର ଲକ୍ଷ୍ୟ ହେଉଛି…

ଅତି ପ୍ରବଳ ବର୍ଷା ପାଇଁ ବଲାଙ୍ଗିରରେ ସମସ୍ତ ସ୍କୁଲ ଛୁଟି

ବଲାଙ୍ଗିର: ଆଜି ବଲାଙ୍ଗିରରେ ସମସ୍ତ ସ୍କୁଲ ଛୁଟି । ଅତି ପ୍ରବଳ ବର୍ଷା ପାଇଁ ଜିଲ୍ଲାର ସମସ୍ତ ସ୍କୁଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାର ସବୁ ସରକାରୀ, ବେସରକାରୀ ସ୍କୁଲ ସହ ଅଙ୍ଗନବାଡ଼ି ଛୁଟି ହୋଇଛି । ସମସ୍ତ ସ୍କୁଲ…

କଶ୍ମୀର: ଆତଙ୍କବାଦୀଙ୍କ ଗୁଳିରେ ୨ ସେନାଧିକାରୀ, ଜଣେ ଡିଏସପି ସହିଦ

ଶ୍ରୀନଗର : ଜମ୍ମୁ-କଶ୍ମୀରର ଅନନ୍ତନାଗରେ ଆତଙ୍କବାଦୀଙ୍କ ସହ ଏନକାଉଣ୍ଟରରେ ସେନାର ଜଣେ କର୍ଣ୍ଣେଲ, ମେଜର ଓ ଡିଏସପି ସହିଦ ହୋଇଛନ୍ତି । ସହିଦ ସେନାଧିକାରୀ  ୧୯-ରାଷ୍ଟ୍ରୀୟ ରାଇଫଲ୍ସର କର୍ଣ୍ଣେଲ ମନପ୍ରୀତ ସିଂ, ମେଜର ଆଶୀଷ ଧନଚକ ବୋଲି ସେନା ପକ୍ଷରୁ ସୂଚନା…