ହାତୀ ଘଉଡାଇବା ପାଇଁ ଯାଇଥିବା ବନକର୍ମଚାରୀଙ୍କୁ ପିଟିଲେ ଗାଁ ଲୋକ
ସୁନ୍ଦରଗଡ଼: ହାତୀ ପାଇଁ ବନକର୍ମଚାରୀଙ୍କୁ ମାଡ଼ । ହାତୀ ଘଉଡାଇବା ପାଇଁ ଯାଇଥିବା ବନକର୍ମଚାରୀଙ୍କୁ ମାଡ ମାରିଛନ୍ତି ଗାଁ ଲୋକେ । ସୁନ୍ଦରଗଡ଼ ଜିଲ୍ଲା ବାଙ୍କୀ ରେଞ୍ଜର ସମରଦରି ନିକଟ ତାଳବାହାଳି ଗାଁରେ ଗତ କିଛି ଦିନ ଧରି ହାତୀ ଉପଦ୍ରବ ଲାଗି…
