ରତ୍ନଭଣ୍ଡାର ସମ୍ପର୍କିତ ମାମଲା: ଉଚ୍ଚସ୍ତରୀୟ କମିଟି ଗଠନ ପାଇଁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ: ଓଡ଼ିଶା ହାଇକୋର୍ଟରେ ଶୁକ୍ରବାର ଅପରାହ୍‌ଣରେ ରତ୍ନଭଣ୍ଡାର ସମ୍ପର୍କିତ ଗୁରୁତ୍ବପୂର୍ଣ୍ଣ ମାମଲାର ଶୁଣାଣି ହୋଇଛି। ହାଇକୋର୍ଟ କହିଛନ୍ତି ଯେ, ରତ୍ନଭଣ୍ଡାର ମରାମତି ପାଇଁ ଗଠନ କମିଟି ହେବ। ଏକ ଉଚ୍ଚସ୍ତରୀୟ କମିଟି ଗଠନ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟ ଏନେଇ…

୭ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଲେ ଇଞ୍ଜିନିୟର

ରାୟଗଡ଼ା : ରାୟଗଡ଼ା ଜନସ୍ୱାସ୍ଥ୍ୟ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟର ସହକାରୀ ଯନ୍ତ୍ରୀ (ଏଷ୍ଟିମେଟର) ରମାକାନ୍ତ ମଲ୍ଲିକ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଜଣେ ଠିକାଦାରଙ୍କ ଠାରୁ ୭ ହଜାର ଟଙ୍କା ଲାଞ୍ଚ ନେବାବେଳେ ତାଙ୍କୁ ଭିଜିଲାନ୍ସ ଅଧିକାରୀମାନେ ଧରିଛନ୍ତି। ସୂଚନା ଅନୁଯାୟୀ,…

ବିଜେଡି ନେତାଙ୍କୁ ହତ୍ୟା

ଆସ୍କା : ରକ୍ତ ରଞ୍ଜିତ ହୋଇଛି ଗଞ୍ଜାମର ମାଟି। ରାଜନୈତିକ ହିଂସାରୁ ଗଡୁଛି ମୁଣ୍ଡ! ଆଜି ଅତି ବୀଭତ୍ସ ଭାବେ ଜଣେ ଯୁବ ବିଜେଡି ନେତାଙ୍କୁ ହତ୍ୟା କରାଯାଇଛି। ପାଖ ଗାଁରୁ ସ୍କୁଟିରେ ଘରକୁ ଫେରୁଥିବା ବେଳେ ଯୁବ ନେତାଙ୍କୁ କେତେକ…

ବଙ୍ଗୋପସାଗରରେ ଲଘୁଚାପ: ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୪ ଜିଲ୍ଲାରେ ପ୍ରବଳ ବର୍ଷା ସହ ୨୨ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ୱର: ଉତ୍ତର-ପୂର୍ବ ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଓ ସମୁଦ୍ର ପତ୍ତନ ଠାରୁ ୭.୬ କିଲୋମିଟର ଉଚ୍ଚତାରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବେ ସକ୍ରିୟ ରହିଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ସଦୃଶ୍ୟ ଲଘୁଚାପ କ୍ଷେତ୍ରରେ…

ଆପ୍‌ ଇଣ୍ତିଆ ମେଣ୍ଟ ପ୍ରତି ସଂପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ : କେଜ୍ରିୱାଲ

ନୂଆଦିଲ୍ଲୀ : ପଞ୍ଜାବର ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ସୁଖପାଲ ଖଇରାଙ୍କ ଗିରଫଦାରୀକୁ ନେଇ ରାଜନୀତିକ ହଟଚମଟ ସୃଷ୍ଟି ହୋଇଛି। ଖଇରାଙ୍କୁ ପଞ୍ଜାବ ପୁଲିସ୍‌ ଗିରଫ କରିବା ପରେ ରାଜ୍ୟର କ୍ଷମତାସୀନ ଆପ୍‌ ଓ କଂଗ୍ରେସ ମଧ୍ୟ ବାକଯୁଦ୍ଧ ଆରମ୍ଭ…

ବିଜେପି ସାଂସଦ ମାନେକାଙ୍କୁ ୧୦୦ କୋଟିର ମାନହାନୀ ନୋଟିସ ପଠାଇଲା ଇସ୍କନ

ନୂଆଦିଲ୍ଲୀ : ବିଜେପି ସାଂସଦ ମାନେକା ଗାନ୍ଧିଙ୍କୁ ୧୦୦ କୋଟି ଟଙ୍କାର ମାନହାନୀ ନୋଟିସ ପଠାଇଛି ଇସ୍କନ। ଇସ୍କନ ଦୁନିଆର ସବୁଠୁ ବଡ଼ ଠକ ଓ ଏହି ଧାର୍ମିକ ସଂସ୍ଥା କଂସେଇ ହାତକୁ ଗାଈ ଟେକି ଦେଉଛି ବୋଲି ମାନେକା କହିଥିଲେ।…

ଆଇନରେ ପରିଣତ ହେଲା ମହିଳା ସଂରକ୍ଷଣ

ନୂଆଦିଲ୍ଲୀ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମୋହର ପରେ ସଂସଦରେ ପାରିତ ହୋଇଥିବା ଐତିହାସିକ ମହିଳା ସଂରକ୍ଷିତ ବିଲ୍‌ ଆଜି ଆଇନରେ ପରିଣତ ହୋଇ ଯାଇଛି। ସର୍ବସମ୍ମତିକ୍ରମରେ ମହିଳା ସଂରକ୍ଷଣ ବିଲ୍‌ ବା ନାରୀ ଶକ୍ତି ବନ୍ଦନ ଅଧିନିୟମ ଉଭୟ ଲୋକସଭା…

ଜଗନ୍ନାଥ-ଗୋପୀନାଥ ଟ୍ରଷ୍ଟର ସହାୟତାରେ ଅନନ୍ୟା ଗୋନାଇଲର ଶୁଭାରମ୍ଭ ଓ ମହିଳାମାନଙ୍କୁ ପ୍ରଶିକ୍ଷଣ

ସାଲେପୁର : ସାଲେପୁର ନିକଟବର୍ତ୍ତୀ ପିକୋଳ ଗ୍ରାମସ୍ଥିତ ଜଗନ୍ନାଥ-ଗୋପୀନାଥ ଟ୍ରଷ୍ଟ ପରିସରରେ ମହିଳାମାନଙ୍କୁ ଆତ୍ମନିର୍ଭର କରିବା ଉପଲକ୍ଷେ ଏକ ଫିନାଇଲ ପ୍ରସ୍ତୁତି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଓ ଟ୍ରଷ୍ଟ ସହାୟତାରେ ‘ଅନନ୍ୟା ଗୋନାଇଲ’ର ଶୁଭାରମ୍ଭ ହୋଇଛି | ଏହି ଉପଲକ୍ଷେ…

ଜେଲ୍‌ ଫେରନ୍ତାଙ୍କୁ ଗୁଳି କରି ମାରିଦେଲେ

ଢେଙ୍କାନାଳ : ଜେଲ୍‌ ଫେରନ୍ତାଙ୍କୁ ଗୁଳି କରି ହତ୍ୟା କଲେ ଅଭିଯୁକ୍ତ। ରେଲୱେ ଓଭରବ୍ରିଜ ନିକଟରୁ ରକ୍ତଜୁଡ଼ୁବୁଡ଼ୁ ମୃତଦେହ ଉଦ୍ଧାର କରାଯାଇଛି। ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଆଳତୁମା ରେଲୱେ ଓଭରବ୍ରିଜ୍ ପାଖ ସଉରିଆ ନିକଟରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ…

ଫାଇନାନ୍ସ ସଂସ୍ଥାର କର୍ମଚାରୀଙ୍କୁ ଅପହରଣ ଅଭିଯୋଗ,ବାଟରେ ପଡ଼ିଛି ବାଇକ୍ ଓ ଚପଲ

କେନ୍ଦ୍ରାପୋଡ଼ା : ଏକ ଘରୋଇ ଫାଇନାନ୍ସ ସଂସ୍ଥାର କର୍ମଚାରୀଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ତନ୍ତିଆ ପାଳ ସାମୁଦ୍ରିକ ଥାନା ଆନ୍ତର୍ଗତ ବାବର ଅଞ୍ଚଳରେ। ନିଖୋଜ ଥିବା କର୍ମଚାରୀ ଜଣଙ୍କ ହେଲେ ରାଜଗଡ଼ ଗ୍ରାମର ସ୍ୱାଗତ…