ବଙ୍ଗୋପସାଗରର ୬୦୦୦ ମିଟର୍‌ ଗଭୀରକୁ ଯିବ କ୍ଷୁଦ୍ର ବୁଡ଼ାଜାହାଜ ‘ମତ୍ସ୍ୟ’

ନୂଆଦିଲ୍ଲୀ: ମୂଲ୍ୟବାନ୍‌ ଧାତୁ ଏବଂ ‘କୋବାଲ୍‌ଟ୍‌, ନିକେଲ୍‌ ଓ ମାଙ୍ଗାନିଜ୍‌ ଭଳି ଖଣିଜ ପଦାର୍ଥର ସନ୍ଧାନ ନିମନ୍ତେ ଭାରତୀୟ ବୈଜ୍ଞାନିକମାନେ ‘ସମୁଦ୍ରଯାନ ପ୍ରକଳ୍ପ’ରେ ବଙ୍ଗୋପସାଗରର ୬୦୦୦ ମିଟର୍‌ ଗଭୀରକୁ ‘ମତ୍ସ୍ୟ’ ନାମକ କ୍ଷୁଦ୍ର ବୁଡ଼ାଜାହାଜ ପଠାଇବ। ଏଥିରେ ୩ଜଣ ଲୋକ ଯିବେ।…

ଠିକା ନିଯୁକ୍ତି ହଟିଲା ପରେ ପୁଣି ୨୦ ହଜାର ଶିକ୍ଷକଙ୍କୁ ଠିକା ନିଯୁକ୍ତି କାହିଁକି ? : ବିଜେପି

ଭୁବନେଶ୍ୱର: ୨୦ହଜାର ଶିକ୍ଷକ ପଦବୀରେ ଠିକା ନିଯୁକ୍ତି କରିବା ପାଇଁ ନେଇଥିବା ନିଷ୍ପତି ବେଆଇନ ଓ ଅଗଣତାନ୍ତ୍ରିକ । ମୁଖ୍ୟମନ୍ତ୍ରୀଙ୍କ ନିୟମିତ ନିଯୁକ୍ତି ପ୍ରତିଶ୍ରୁତି କୁଆଡେ ଗଲା ?  କାନ୍ଥ, ବାଡକୁ ସବୁଜ ରଙ୍ଗ କରିବାରେ ୩,୪୧୦କୋଟି ଖର୍ଚ୍ଚ କରିବା ପାଇଁ…

ଏଏସ୍‌ଆଇ ରଞ୍ଜନ ସାହୁ ଓ କନଷ୍ଟେବଲ କ୍ଷୀରୋଦ ବେହେରା ନିଲମ୍ବିତ

କଟକ: କଟକ ଜିଲ୍ଲା ଆଠଗଡ଼ ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଦୁଇ ପୁଲିସ କର୍ମଚାରୀଙ୍କ ବିରୋଧରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ। କାର୍ଯ୍ୟରେ ଅବହେଳା ପାଇଁ ଏଏସଆଇ ରଞ୍ଜନ ସାହୁ ଓ କନଷ୍ଟେବଲ କ୍ଷୀରୋଦ ବେହେରାଙ୍କୁ ନିଲମ୍ବନ କରାଯାଇଛି। କଟକ ଗ୍ରାମାଞ୍ଚଳ…

ବାପାକୁ ହତ୍ୟା କରିବା ବେଳେ ଦେଖିଦେଲେ ଜେଜେବାପା, ଉଭୟଙ୍କୁ ମାରିଦେଲା ନାତି

ରକ୍ତମୁଖା ନାତିର ଉନ୍ମତ୍ତ କାଣ୍ଡ। ବାପାକୁ ହତ୍ୟା କରିବା ସମୟରେ ଜେଜେବାପା ଉଠିବାରୁ ଜେଜେବାପାକୁ ବି ମାରିଦେଲା ନାତି। କୌଣସି କାରଣ ନ ଥିଲେ ବି ପ୍ରମାଣ ନଷ୍ଟ କରିବାକୁ ଯାଇ ଜେଜେବାପାକୁ ହତ୍ୟା କରିଛି। ଦିଲ୍ଲୀର ଗ୍ରେଟର ନୋଏଡ଼ାରେ ରହୁଥିବା ଜଣେ…

ଆଜିଠୁ ଶଙ୍ଖ ଭବନରେ ମାଷ୍ଟର ଟ୍ରେନର ତାଲିମ ଶିବିର

ଭୁବନେଶ୍ବର: ଆଜିଠୁ ଆରମ୍ଭ ହୋଇଛି ବିଜେଡିର ମାଷ୍ଟର ଟ୍ରେନର ତାଲିମ ଶିବିର । ଶଙ୍ଖ ଭବନରେ ଏହି ଶିବିର ଚାଲିବ । ତୃଣମୂଳସ୍ତରରୁ ନେତା ଓ କର୍ମୀଙ୍କୁ ନିର୍ବାଚନ ପାଇଁ ଦିଆଯିବ ଗୁରୁମନ୍ତ୍ର। ଏହି କାର୍ଯ୍ୟକ୍ରମ ୩୭ ଦିନ ଯାଏ ଚାଲିବ।…

ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦୀ ଓ ସାଉଦୀ ଯୁବରାଜଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା

ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀସ୍ଥିତ ହାଇଦ୍ରାବାଦ ହାଉସ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସାଉଦୀ ଯୁବରାଜ ମହମ୍ମଦ୍‌ ବିଲ୍‌ ସଲ୍‌ମାନ୍‌ ଦ୍ବିପାକ୍ଷିକ ଆଲୋଚନା ଆରମ୍ଭ କରିଥିବା କଥା ବିଭିନ୍ନ ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛନ୍ତି। ସୂଚନାଯୋଗ୍ୟ, ୨୦୧୯ ଫେବ୍ରୁଆରି ପରଠାରୁ ଏହା ହେଉଛି…

ମୁଖ୍ୟ ସଚିବଙ୍କୁ ଡେଙ୍ଗୁ, କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ବର: ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନାଙ୍କୁ ଡେଙ୍ଗୁ । ଡେଙ୍ଗୁ ଜ୍ୱରରେ ପୀଡିତ ହୋଇ ସେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇ ସେ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ସେଠାରେ ତାଙ୍କର ଚିକିତ୍ସା ଚାଲିଛି । ଧିରେ ଧିରେ…

ଦିଲ୍ଲୀ ଦୀପାବଳିରେ ଏଥର ବି ଫୁଟିବନି ବାଣ

ନୂଆଦିଲ୍ଳୀ: ଏଥର ବି ଦିୱାଲୀରେ ଦିଲ୍ଲୀରେ ଫୁଟିବନି ବାଣ । କଟକଣା ଲଗାଇଲେ ଆପ ସରକାର । ଦିଲ୍ଲୀ ଆମ ଆଦମୀ ପାର୍ଟି ସରକାର ପୁଣି ଥରେ ଦିୱାଲି ପର୍ବ ଉପରେ କଟକଣା ଲଗାଇଛନ୍ତି । ଦୀୱାଲିରେ ବାଣ ଫୁଟିବା ଉପରେ…

ଜଙ୍କିଆ ଥାନା ASI ସସ୍‌ପେଣ୍ଡ

ଖୋର୍ଦ୍ଧା: ୱାର୍ଡ ମେମ୍ବରଙ୍କୁ ଆକ୍ରମଣ କରିବା ଅଭିଯୋଗରେ ନିଲମ୍ବିତ ହେଲେ ଖୋର୍ଦ୍ଧା ଜଙ୍କିଆ ଥାନା ASI ନିରଞ୍ଜନ ମହାନ୍ତି । ASI ନିରଞ୍ଜନ ମହାନ୍ତି ଙ୍କୁ ନିଲମ୍ବନ କରିଛନ୍ତି ଖୋର୍ଦ୍ଧା ଏସପି । ରବିବାର ଅପରାହ୍ନରେ ଏକ ମାମଲା ସମ୍ପର୍କରେ ବୁଝିବା…

ରାସ୍ତାକଡ଼ରେ ବସିଥିବା ବେଳେ ମାଡ଼ିଗଲା ଟ୍ରକ, 7 ମୃତ

ମୃତ୍ୟୁ ବି ଏମିତି ଆସେ। ଗାଡି ଖରାପ ହୋଇଯିବାରୁ ରାସ୍ତାକଡରେ ବସିଥିବା ସମୟରେ ମାଡିଗଲା ଟ୍ରକ୍। ଘଟଣାସ୍ଥଳରେ ଚାଲିଗଲା 7 ଯାତ୍ରୀଙ୍କ ଜୀବନ। ଏପରି ଏକ ଦୁଃଖଦ ଘଟଣା ଘଟିଛି ତାମିଲନାଡୁରେ। ଆଜି ସକାଳ ସମୟରେ ତିରୁପଥୁର ଜିଲ୍ଲାରେ ଏହି ଦୁର୍ଘଟଣା…