ଅକ୍ଷୟ କୁମାର ଜନ୍ମଦିନରେ ମହାକାଳଙ୍କ ଦର୍ଶନ କରି ଭସ୍ମ ଆଳତୀରେ ହେଲେ ସାମିଲ

ମୁମ୍ବାଇ : ବଲିଉଡରେ ଖିଲାଡି କହିଲେ ତାଙ୍କୁ ସମସ୍ତେ ଜାଣନ୍ତି  । ହଁ ଆଜ୍ଞା ଆମେ କହୁଛୁ ଅକ୍ଷୟ କୁମାରଙ୍କ କଥା  । ଆଜି ସେ ତାଙ୍କ ୫୬ତମ ଜନ୍ମଦିନ ପାଳନ କରୁଛନ୍ତି  । ଏ ନେଇ ଆଜି ସକାଳୁ ସେ…

ନନ୍ଦନକାନନକୁ ମିଜୋରାମରୁ ଆସିଲେ ହୁଲକ ଗିବନ ସମେତ ୫ ଜୀବଜନ୍ତୁ

ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପାଇଁ ଖୁସି ଖବର । ନନ୍ଦନକାନନକୁ ଆସିଲେ ନୂଆ ଅତିଥି । ଗତକାଲି ରାତିରେ ମିଜୋରାମ ଆଇଜଲ ଚିଡିଆଖାନାରୁ ଦୁଇ ହୁଲକ ଗିବନ ସମେତ ୫ ଜୀବଜନ୍ତୁ ଆସିଛନ୍ତି । ଦୁଇ ଦୁଇ ହୁଲକ ଗିବନଙ୍କ…

ରାଷ୍ଟ୍ରପତିଙ୍କ ରାତ୍ରିଭୋଜନକୁ ବିରୋଧୀ ନେତାଙ୍କୁ ଡକାନଯିବା ନେଇ ଅସନ୍ତୋଷ ପ୍ରକାଶ କଲା କଂଗ୍ରେସ

ନୂଆଦିଲ୍ଲୀ: ଆଜି ରାତିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାରତ ମଣ୍ଡପମରେ ଜି-20 ଅତିଥିଙ୍କୁ ରାତ୍ରିଭୋଜନ ଦେବେ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ହେଲେ ଏହି ନୈଶ୍ୟଭୋଜିକୁ ଆମନ୍ତ୍ରିତ ହୋଇନାହାନ୍ତି ରାଜ୍ୟସଭାରେ ବିରୋଧୀ ଦଳର ନେତା ତଥା କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ…

ଡେରାସରେ ଜବରଦଖଲ ଅଭିଯୋଗ ପରେ କାର୍ଯ୍ଯାନୁଷ୍ଠାନ ପାଇଁ ସରକାରଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଡେରାସ କ୍ଷୁଦ୍ର ଜଳସେଚନ ପ୍ରକଳ୍ପରେ ବେଆଇନ ଜବରଦଖଲ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏ ନେଇ ଏକ ଚିଠି ଲେଖିବା ପରେ ରାଜ୍ୟ ସରକାର ଏହାକୁ ଗ୍ରହଣ କରିଛନ୍ତି। ଆଉ ପ୍ରଶାସନ ପକ୍ଷରୁ ତହସିଲଦାର…

ମୋଦୀ-ବାଇଡେନ୍ ବୈଠକ ପରେ ଦୁଇ ଦେଶ ଜାରି କଲେ ମିଳିତ ବିବୃତ୍ତି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଷ୍ଟ୍ରପତି ଜୋଶେଫ ଆର. ବାଇଡେନଙ୍କ ମଧ୍ୟରେ ମଙ୍ଗଳବାର ନୂଆଦିଲ୍ଲୀରେ ଦ୍ୱିପାକ୍ଷିକ ସମ୍ପର୍କ ଓ ଆଞ୍ଚଳିକ ଓ ବୈଶ୍ୱିକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। ଏହାପରେ ଦୁଇ ଦେଶ ମିଳିତ ବିବୃତ୍ତି ଜାରି କରିଛନ୍ତି। ଜୁନ୍…

ଆଠଗଡ଼ ଥାନାରୁ ଚମ୍ପଟ ମାରିଲା ଆସାମୀ

ଆଠଗଡ଼  : ଆଠଗଡ଼ ଥାନାରୁ ଚମ୍ପଟ ମାରିଲା ଆସାମୀ । କିଛି ଦିନ ତଳେ ବହୁ ଚର୍ଚ୍ଚିତ ଆମ୍ବୃତ ମଣୋହି ପାଟଣା ଗ୍ରାମ ବୋମା ମାଡ଼ ଘଟଣାରେ ଫେରାର ରହିଥିଲା ଏହି ଆସାମୀ। ଖବର ପାଇ ଗତକାଲି ବିଳମ୍ବିତ ରାତିରେ ଉଠାଇ ଆଣିଥିଲା…

ମରକ୍କୋରେ ଶକ୍ତିଶାଳୀ ଭୂକମ୍ପ: ୩୦୦ ମୃତ, ବଢିପାରେ ମୃତକଙ୍କ ସଂଖ୍ୟା

ନୂଆଦିଲ୍ଲୀ : ମରକ୍କୋରେ ଶକ୍ତିଶାଳୀ ଭୂମିକମ୍ପ । ରିକ୍ଟର ସ୍କେଲରେ ୬.୮ ତୀବ୍ରତାର ଭୂକମ୍ପ ହୋଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ମାରାକେଶର ଦକ୍ଷିଣ-ପଶ୍ଚିମର ୭୧ କିଲୋମିଟର ଦୂରରେ କେନ୍ଦ୍ରୀଭୂତ । ଆମେରିକାର ଭୂତତ୍ତ୍ବ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ଏହି ସୂଚନା ଦିଆଯାଇଛି । ଭୂକମ୍ପରେ…

କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ୪୦ରୁ ଉର୍ଦ୍ଧ୍ବ କଣ୍ଟେନର

କଟକ:କଟକ ଜଗତପୁର ଅନ୍ତର୍ଗତ ନଜରପୁର ଗାଁରେ ଭୟାବହ ଅଗ୍ନିକାଣ୍ଡ  । ଗାଁର ପିଡିଏସ୍‌ କିରାସିନି ପମ୍ପ ପଛପଟେ ମୁଖାର୍ଜୀ କ୍ୟାମ୍ପସ୍‌ ପଡ଼ିଆରେ ଏଲ୍‌ ଆଣ୍ଡ ଟି ଠିକାସଂସ୍ଥା ନିର୍ମାଣ କରିଥିବା ୪୦ଟି ଅସ୍ଥାୟୀ ଘରେ ନିଆଁ ଲାଗି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡରେ…

ଶେଖ ହସିନାଙ୍କ ସହ ମୋଦୀଙ୍କ ସାକ୍ଷାତ, ଗତ ୯ ବର୍ଷ ମଧ୍ୟରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ସମ୍ପର୍କର ଅଗ୍ରଗତି ଅତ୍ୟନ୍ତ ଆନନ୍ଦଦାୟକ

ନୂଆଦିଲ୍ଲୀ: ସେପ୍ଟେମ୍ବର ୯ ଏବଂ ୧୦ ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଜି -୨୦ ଶିଖର ସମ୍ମିଳନୀ ପୂର୍ବରୁ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ସହ ଦ୍ୱିପାକ୍ଷିକ ବୈଠକ ପରେ ପ୍ରଧାନମନ୍ତ୍ରୀ ମୋଦୀ ଏକ ମନ୍ତବ୍ୟ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ…

ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବନଭୋଜି ବେଶ: ସନ୍ଧ୍ୟା ଧୂପ ପରେ କରାଯିବ ସୁସଜ୍ଜିତ

ପୁରୀ: ଗତ ମଙ୍ଗଳବାର ଦିନଠାରୁ ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମନୀତି ଆରମ୍ଭ ହୋଇଛି  । ଆଜି ଭାଦ୍ରକୃଷ୍ଣ ଦଶମୀ ତିଥି  । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନଭୋଜି ବେଶ ଅନୁଷ୍ଠିତ ହେବ । ଆଜି ଠାରୁ ଶ୍ରୀଜିଉଙ୍କୁ ବିଭିନ୍ନ ବେଶରେ ସଜିତ କରାଯିବ ।…