ମୋଦିଙ୍କ ଘୋଷଣା, ଆଫ୍ରିକୀୟ ୟୁନିଅନ ହେଲା ଜି-୨୦ର ସଦସ୍ୟ

ଜି-୨୦ ଶିଖର ସମ୍ମିଳନି ଆଜିଠାରୁ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱ ନେତାଙ୍କୁ ସ୍ୱାଗତ କରିଛନ୍ତି । ମୋଦି ପ୍ରଥମେ ମରକ୍କୋ ଭୂମିକମ୍ପ ବିଷୟରେ କହି ଦୁଃଖ ପ୍ରକାଶ କରିଛନ୍ତି । ଏହାପରେ ଆଫ୍ରିକୀୟ ୟୁନିଅନକୁ ଅଫିସିଆଲ ଭାବେ…

ମେଡିକାଲ ପାଇଖାନାରୁ ଉଦ୍ଧାର ହେଲା ଶିଶୁକନ୍ୟା

ବଲାଙ୍ଗିର: ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଡାକ୍ତର ଖାନାରେ ଅଭାବନୀୟ ଘଟଣା । ଅଲୋଡ଼ା ହେଲା ନବଜାତ ଶିଶୁ କନ୍ୟା । ପାଇଖାନାରେ ପଡିଛି ନବଜାତ ଶିଶୁକନ୍ୟା। ଶିଶୁକନ୍ୟାଟିକୁ ଉଦ୍ଧାର କରାଯାଇ ଏସଏନସିୟୁରେ ଭର୍ତ୍ତି କରାଯାଇଛି। କନ୍ୟାଟି କାହାର ଆଉ କେଉଁ ପରିସ୍ଥିତିରେ…

ଭାରତ ମଣ୍ଡପମର ସ୍ୱାଗତ ସ୍ଥଳରେ ଶୋଭାପାଉଛି ଓଡ଼ିଶାର କାରୁକାର୍ଯ୍ୟପୂର୍ଣ୍ଣ ଐତିହ୍ୟ କୋଣାର୍କ ଚକ୍ର

ଆଜିଠୁ ନୂଆଦିଲ୍ଲୀରେ ଆରମ୍ଭ ହେଉଛି ଦୁଇ ଦିନିଆ ଜି-୨୦ ସମ୍ମିଳନୀ । ଏଥିପାଇଁ ଭାରତ ମଣ୍ଡପମ୍‌ରେ ପହଞ୍ଚୁଛନ୍ତି ଜଣକ ପରେ ଜଣେ ବିଦେଶୀ ନେତା । ସେମାନଙ୍କୁ ସ୍ୱାଗତ କରୁଛନ୍ତି ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଉ ଭାରତ ମଣ୍ଡପମର ସ୍ୱାଗତ…

ଅଙ୍ଗନବାଡି ଦିଦିଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ବାଲେଶ୍ୱର: ଖନ୍ତାପଡା ଥାନା ଅନ୍ତର୍ଗତ ମହାରାଜପୁର ଅଙ୍ଗନବାଡି କେନ୍ଦ୍ରରେ ଶୁକ୍ରବାର ଜଣେ ଅଙ୍ଗନବାଡି କର୍ମୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ନାଁ ପ୍ରଜ୍ଞା ପରିମିତା ଦାସ। ମହିଳାଙ୍କ ବାପାମାଆ ଅଭିଯୋଗ କରିଛନ୍ତି ଯେ ବିସ୍ମିତ ଜଣେ ମଦ୍ୟପ; ସେ ଏବଂ ତାଙ୍କ…

ରୁପା ପ୍ଲେଟରେ ଖାଇବେ ଭିଭିଆଇପି ଅତିଥି; ଡାଲ୍ ବାଟି ଚୁରମା ସାଙ୍ଗକୁ ପରସାଯିବ ପନିୟାରମ୍

ଭାରତରେ ଆତିଥ୍ୟତା ପ୍ରଦାନର ଏକ ପ୍ରମୁଖ ଅଙ୍ଗ ହେଉଛି ଖାଦ୍ୟ। ଆଉ ଏବେ ଜି- ୨୦ ସମ୍ମିଳନୀ ପାଇଁ ଯେତେବେଳେ ବିଶ୍ୱସ୍ତରୀୟ ଅତିଥି ଭାରତରେ ପହଞ୍ଚିଛନ୍ତି, ସେମାନଙ୍କ ପାଇଁ ସ୍ୱତନ୍ତ୍ର ଖାଦ୍ୟପେୟର ବ୍ୟବସ୍ଥା ହେବା ସୁନିଶ୍ଚିତ । ବିଦେଶୀ ଅତିଥିଙ୍କୁ ରୁପା ଥାଳିରେ…

ବାପା ମାଆକୁ ମାଡ ମାରି ଘରୁ ବାହାର କରିଦେଲା ପୁଅ

କାମାକ୍ଷାନଗର: ବାପା ମା କେତେ ଆଶା ନେଇ ପୁଅଟେ ଜନ୍ମ କରିଥାନ୍ତି । ସମସ୍ତେ କୁହନ୍ତି ପୁଅ ଅଛିତ ସାହା ଅଛି । ବାପା ମଧ୍ୟ ନିଜକୁ ଗର୍ବ ମନେ କରେ ପୁଅଟିର ବାପ ହୋଇ । ହେଲେ ମୁଣ୍ଡକୁ ହାତ ପାଇଗଲେ…

କଡ଼ା ସୁରକ୍ଷା ବଳୟରେ ଦିଲ୍ଲୀ; ପ୍ରଗତି ମଇଦାନଠୁ ପ୍ରଧାନମନ୍ତ୍ରୀ ନିବାସ ନୋ ଫ୍ଲାଇଙ୍ଗ ଜୋନ୍

ଆଜିଠୁ ଆରମ୍ଭ ହେଉଛି ଜି-୨୦ ସମ୍ମିଳନୀ । ଏଥିନିମନ୍ତେ ବିଶ୍ୱସ୍ତରୀୟ ନେତାଙ୍କ ଭିଡ଼ ଜମିଛି ରାଜଧାନୀ ଦିଲ୍ଲୀରେ। ସେଥିପାଇଁ ରାଜଧାନୀ ଦିଲ୍ଲୀ ଏବେ କଡ଼ା ସୁରକ୍ଷା ବଳୟ ଭିତରେ ରହିଛି। ଦିଲ୍ଲୀରେ ପ୍ରଗତି ମଇଦାନଠୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନିବାସ ଅଞ୍ଚଳକୁ…

ଦଳୀୟ ନେତ୍ରୀଙ୍କୁ ଫୋନରେ ଅଶ୍ଳୀଳ କଥା କହି କେନ୍ଦ୍ରାପଡା ବ୍ଲକ ସଭାପତି ବିଜେଡିରୁ ନିଲମ୍ବିତ

କେନ୍ଦ୍ରାପଡା: ଜିଲ୍ଲାର ଜଣେ ବ୍ଲକ ଅଧ୍ୟକ୍ଷଙ୍କୁ ଶୃଙ୍ଖଳାଗତ କାରଣ ଦର୍ଶାଇ ନିଲମ୍ବିତ କରିଛି ବିଜୁ ଜନତା ଦଳ। କେନ୍ଦ୍ରାପଡା ଜିଲ୍ଲା ବିଜେଡି ସଭାପତି ଉତ୍କଳ କେଶରୀ ପରିଡା ଶୁକ୍ରବାର ଏକ ସରକାରୀ ଚିଠିରେ ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗରଦପୁର…

ବାଇଡେନଙ୍କ ଟ୍ୱିଟ – ହ୍ୟାଲୋ ଦିଲ୍ଲୀ, ଭାରତ ଆସି ଭଲ ଲାଗୁଛି

ଭାରତରେ ପହଞ୍ଚିବା ପରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ‘ହ୍ୟାଲୋ ଦିଲ୍ଲୀ’ ବୋଲି ପୋଷ୍ଟ କରିଛନ୍ତି। ଏଥିସହ ଜି-୨୦ ସମ୍ମିଳନୀ ଲାଗି ଭାରତ ଆସି ଖୁବ୍‌ ଭଲ ଲାଗୁଥିବା ଉଲ୍ଲେଖ କରିଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ…

ଗାଡି ଭିତରୁ ଜବତ ହେଲା ଗୋରୁ ମାଂସ, ୪ ଅଟକ

ମୟୂରଭଞ୍ଜ : ମୟୂରଭଞ୍ଜ ଝାରପୋଖରିଆ ଥାନା ସାରସକଣାରେ ଗୋ ମାଂସ ଜବତ । ଘଟଣାରେ ୪ ଜଣକୁ ଅଟକ ରଖିଛି ପୋଲିସ । ୨ ଜଣ ଗୋ ମାଂସ ଚାଲାଣକାରୀ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ଗତକାଲି ରାତି ପ୍ରାୟ ୧୧…