ଏସିଆନ ପାରା ଗେମ୍ସ: ଓଡ଼ିଶାର ସୌନ୍ଦର୍ଯ୍ୟ ପ୍ରଧାନ ଜିତିଲେ ସ୍ୱର୍ଣ୍ଣ ଓ ରୌପ୍ୟ

ନୂଆଦିଲ୍ଲୀ : ଚୀନର ହାଙ୍ଗଝୌରେ ଚାଲିଥିବା ଏସିଆନ ପାରା ଗେମ୍ସରେ ଓଡ଼ିଶାର ସୌନ୍ଦର୍ଯ୍ୟ ପ୍ରଧାନ ଚେସ୍‌ରେ ଦୁଇଟି ପଦକ ଜିତିଛନ୍ତି। ସେଥିରୁ ଗୋଟିଏ ସ୍ୱର୍ଣ୍ଣ ଓ ଅନ୍ୟଟି ରୌପ୍ୟ। ବରଗଡ଼ର ଅତାବିରାର ଦୃଷ୍ଟି ବାଧିକ ସୌନ୍ଦର୍ଯ୍ୟ ପ୍ରଧାନ ବ୍ୟକ୍ତିଗତ ଭାବେ ରୌପ୍ୟ…

ସରକାରୀ କ୍ୱାର୍ଟର୍ସରୁ ରାଜସ୍ୱ ସହାୟିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କୋରାପୁଟ : ରାଜସ୍ୱ ସହାୟିକା ମୃତଦେହ ସରକାରୀ କ୍ୱାର୍ଟର୍ସରୁ ଉଦ୍ଧାର କରାଯାଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ସ୍ଥିତ ସରକାରୀ କ୍ୱାର୍ଟର୍ସରେ। ମୃତ ରାଜସ୍ୱ ସହାୟିକା ଜଣଙ୍କ ହେଲେ ସନ୍ଧ୍ୟାରାଣୀ ନାୟକ। ସନ୍ଧ୍ୟାରାଣୀ ଦୁଇ ବର୍ଷ…

୧ରୁ ୩ ତାରିଖ ଯାଏ ପୁଣି ବର୍ଷା !

ଭୁବନେଶ୍ବର : ଆଗାମୀ ୪ ଦିନ ପାଗ ସାଧାରଣତଃ ଶୁଖିଲା ରହିବ। ତେବେ ବଙ୍ଗୋପସାଗରରୁ ଆସୁଥିବା ଜଳୀୟ ବାଷ୍ପ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ କିଛି ଜିଲ୍ଲାରେ ୧ ରୁ ୩ ତାରିଖ ଯାଏଁ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା…

ଯୁଦ୍ଧ ବିରାମ ପାଇଁ ଜାତିସଂଘରେ ପ୍ରସ୍ତାବ, ଭୋଟ୍‌ ଦେଲାନି ଭାରତ

ନୂଆଦିଲ୍ଲୀ : ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ଦିନକୁ ଦିନ ବଢ଼ି ଚାଲିଛି। ଗାଜା ଉପରେ ଆଖିବୁଜା ଆକ୍ରମଣ କରୁଛି ଇସ୍ରାଏଲ। ତେବେ ଏହି ଯୁଦ୍ଧ ଉପରେ ବିରାମ ଲଗାଇବା ପାଇଁ ଜାତସଂଘ ଏକ ପ୍ରସ୍ତାବ ଆଗତ କରିଛି। ଶୁକ୍ରବାର…

AIUDF ନେତାଙ୍କ ବିବାଦୀୟ ବୟାନ – ଚୋରି, ଡକାୟତି, ରେପ୍‌ ସବୁଥିରେ ଆମେ ନଂ-୧

ନୂଆଦିଲ୍ଲୀ : ‘ଆଜିର ଯୁଗରେ ଲୋକ ଜହ୍ନକୁ ଯାଉଛନ୍ତି। ହେଲେ ଆମେ ଜେଲ୍‌ ଯାଉଛୁ। କାରଣ ଚୋରି, ଡକାୟତି, ଲୁଟ୍‌, ବଳାତ୍କାର ଆଦି ସବୁ କେସ୍‌ରେ ଆମେ ନଂ-୧।’ ଏକ ଜନସଭାକୁ ସମ୍ବୋଧନ କରି ନିଜ ସମ୍ପ୍ରଦାୟ ନାଁରେ ଏପରି ବିବାଦୀୟ…

୧୫୦ ଅଣ୍ଡର ଗ୍ରାଉଣ୍ଡ ଟାର୍ଗେଟକୁ ଧ୍ୱଂସ କଲା ଇସ୍ରାଏଲ, ଅନେକ ହମାସ ସଦସ୍ୟ ମୃତ

ନୂଆଦିଲ୍ଲୀ : ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ହମାସ ବିରୋଧରେ ନିଜର ଆକ୍ରମଣକୁ ଜୋରଦାର କରିଛି ଇସ୍ରାଏଲ। ଗାଜା ଷ୍ଟ୍ରିପରେ ଏବେ ଇସ୍ରାଏଲ ସ୍ଥଳଭାଗରେ ହମଲା କରୁଥିବା ବେଳେ ଆକାଶ ପଥରେ ମିସାଇଲ ମାଡ଼ କରିବାକୁ ମଧ୍ୟ ପଛାଇ ନାହିଁ। ଶୁକ୍ରବାର ରାତିରେ…

UNGAର ଭୋଟ୍‌ରୁ ଦୂରେଇ ରହିଲା ଭାରତ, ପ୍ରିୟଙ୍କା କହିଲେ- ଲଜ୍ଜାଜନକ

ନୂଆଦିଲ୍ଲୀ : ଇସ୍ରାଏଲ୍‌ ଓ ହମାସ ମଧ୍ୟରେ ଲାଗିଥିବା ଯୁଦ୍ଧ ଉପରେ ବିରାମ ଲଗାଇବା ନେଇ ଜାତିସଂଘରେ ଶୁକ୍ରବାର ଏକ ପ୍ରସ୍ତାବ ଆଗତ କରାଯାଇଛି। ଏହାକୁ ବହୁମତରେ ପାରିତ କରାଯାଇଥିଲା। ହେଲେ ଭାରତ ଏହି ଭୋଟିଂରୁ ଦୂରେଇ ରହିଥିଲା। ଏବେ ଏହାକୁ…

କେରଳ ରାଲିରେ ହମାସ ନେତା, କାର୍ଯ୍ୟାନୁଷ୍ଠାନ ଦାବି

ତ୍ରିଭେନ୍ଦ୍ରମ : ଇସ୍ରାଏଲ ଓ ହମାସ ଗାଜା ଷ୍ଟ୍ରିପ୍‌ରେ ଯୁଦ୍ଧ ଜାରି ରହିଛି। ହମାସ ଆତଙ୍କବାଦୀଙ୍କୁ ସମୂଳେ ଧ୍ୱଂସ କରିବା ପାଇଁ ଇସ୍ରାଏଲ ଗାଜା ଉପରେ ଚାରିପେଟ ଆକ୍ରମଣକୁ ଜୋରଦାର କରିଛି। ଏହି ଯୁଦ୍ଧକୁ ନେଇ ଭାରତରେ ଅନେକ ଲୋକେ ପାଲେଷ୍ଟାଇନ୍‌ର…

ମହୁଆଙ୍କ ଆବେଦନ ଖାରଜ, ନଭେମ୍ବର ୨ରେ ଏଥିକ୍ସ କମିଟିରେ ହାଜର ହେବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ : ଲାଞ୍ଚ ନେଇ ସଂସଦରେ ପ୍ରଶ୍ନ ପଚାରିବା ଅଭିଯୋଗରେ ଫସିଥିବା ସାଂସଦ ମହୁଆ ମୋଇତ୍ରାଙ୍କ ଆବେଦନ ଖାରଜ ହୋଇଛି। ତାଙ୍କୁ ଲୋକସଭାର ଏଥିକ୍ସ କମିଟି ନିକଟରେ ନଭେମ୍ବର ୨ରେ ହାଜର ହେବାକୁ କୁହାଯାଇଛି। ପୂର୍ବରୁ କମିଟି ତାଙ୍କୁ ଅକ୍ଟୋବର ୩୧ରେ…

ସାମୂହିକ ଆତ୍ମହତ୍ୟା: ୩ ପିଲାଙ୍କ ସମେତ ପରିବାର ୬ ଜଣଙ୍କୁ ବିଷ ଦେବା ପରେ ନିଜେ ଝୁଲି ପଡ଼ିଲେ

ଅହମ୍ମଦାବାଦ : ଗୁଜରାଟରୁ ଆସିଛି ଅତ୍ୟନ୍ତ ବିଚଳିତ କରିବା ଭଳି ଖବର। ଗୋଟିଏ ପରିବାର କରିଛନ୍ତି ସାମୂହିକ ଆତ୍ମହତ୍ୟା। ଜଣେ ବ୍ୟକ୍ତି ପ୍ରଥମେ ନିଜ ବାପା, ମା’, ପତ୍ନୀ ଓ ୩ ପିଲାଙ୍କୁ ବିଷ ପିଆଇ ଦେଇଥିଲେ। ଏହାପରେ ନିଜେ ମଧ୍ୟ…