ସ୍ତ୍ରୀ-ପିଲାଙ୍କୁ ନେଇ ବିଡିଓଙ୍କ ରୁମ୍‌ରେ ଲକ୍‌ କରି ଆତ୍ମହତ୍ୟା ଧମକ

ବଲାଙ୍ଗିର: ପିଏମ୍ ଆବାସ ଟଙ୍କା ନମିଳିବାରୁ ଜଣେ ବ୍ୟକ୍ତି ଆଜି ତାଙ୍କ ସ୍ତ୍ରୀ ଓ ପିଲାଙ୍କୁ ନେଇ ବିଡିଓଙ୍କ ରୁମ୍‌ରେ ଭିତର ପଟୁ କବାଟ ବନ୍ଦ କରି ଆତ୍ମହତ୍ୟା ଧମକ ଦେଇଥିଲେ। ଫଳରେ ପ୍ରାୟ ଅଧା ଘଣ୍ଟା ଧରି ବ୍ଳକ୍ ଅଫିସ…

ଇସ୍ରାଏଲର ଷ୍ଟ୍ରାଇକ ପରଠାରୁ ପ୍ରାଣ ହରାଇଲେଣି ୫୦% ପଣବନ୍ଦୀ!

ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ବଡ଼ ସୂଚନା ସାମ୍ନାକୁ ଆସିଛି। ଇସ୍ରାଏଲ ଗାଜା ଷ୍ଟ୍ରିପ ଉପରେ ହମଲା କରିବା ପରଠାରୁ ଇତି ମଧ୍ୟରେ ହମାସ ଦ୍ୱାରା ପଣବନ୍ଦୀ ହୋଇ ରହିଥିବା ୫୦% ଲୋକ ପ୍ରାଣ ହରାଇ ସାରିଲେଣି।…

ଧରାପୃଷ୍ଠକୁ ବିରାଜିବେ ମା’ ପଦ୍ମାଳୟା ,ଚଳଚଞ୍ଚଳ ପୂଜା ମଣ୍ଡପ

ଭୁବନେଶ୍ଵର: ରାତି ପାହିଲେ ଆରମ୍ଭ ହେବ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା । ଆଉ ଏହାକୁ ନେଇ ଢେଙ୍କାନାଳ ସହର ହୋଇଉଠିଛି ଚଳଚଂଚଳ । ସହରର ସମସ୍ତ ପୂଜା ମଣ୍ଡପର ସାଜସଜ୍ଜା, ମୂର୍ତି ନିର୍ମାଣରେ କାରିଗରମାନେ ଶେଷ ସ୍ପର୍ଶ ଦେବାରେ ଲାଗିପଡିଥିବାବେଳେ, ମିଳିତ…

‘ଅବାନ୍ତର ସୂଚନା‘ କହି କ୍ୟାନ୍‌ସର୍‌ ଯୋଗୁଁ ଭ୍ଲାଦିମିର୍‌ ପୁଟିନ୍‌ଙ୍କ ମୃତ୍ୟୁ ଖବରକୁ ଅସ୍ବୀକାର କଲା ରୁଷ୍‌

ମସ୍କୋ: ଉତ୍ତର ମସ୍କୋ ଅନ୍ତର୍ଗତ ଭାଲ୍‌ଦାଇ ବାସଭବନରେ କର୍କଟ ରୋଗ କାରଣରୁ ଭ୍ଲାଦିମିର୍‌ ପୁଟିନ୍‌ଙ୍କର ଗୁରୁବାର ଦିନ ମୃତ୍ୟୁ ହୋଇଛି ବୋଲି ଯେଉଁ ଖବର ପ୍ରସାରିତ ହେଉଛି ତାହାକୁ ଗତରାତିରେ କ୍ରେମ୍‌ଲିନ୍‌ ଅସ୍ବୀକାର କରିଛି। ‘ଟେଲିଗ୍ରାମ୍‌’ ଚାନେଲ୍‌ ‘ଜେନେରାଲ୍‌ ଏସ୍‌ଭିଆର୍‌’ରେ ରୁଷ୍‌ର…

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବିଳମ୍ବିତ ରାତିରେ ବୁଲିଲା ଖଣ୍ଡା, ପଡ଼ିଲା ବୋମା

ଭୁବନେଶ୍ୱର: ପୁଣି ଅଶାନ୍ତ ରାଜଧାନୀ। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବିଳମ୍ବିତ ରାତିରେ ବୁଲିଲା ଖଣ୍ଡା, ପଡ଼ିଲା ବୋମା। ଭୁବନେଶ୍ବର ମଞ୍ଚେଶ୍ବର ଥାନା ପଦ୍ମକେଶରୀପୁର କେଳାସାହିରେ ବିଳମ୍ବିତ ରାତିରେ ଗୋଷ୍ଠୀ ସଂଘର୍ଷ। ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଟେକାପଥର, ବୋତଲ ସହ ବୋମାମାଡ଼ ହୋଇଥିବା ସୂଚନା…

ରାସନ ଦୁର୍ନୀତି ମାମଲାରେ ବନ୍ଧା ହେଲେ ମମତାଙ୍କ ମନ୍ତ୍ରୀ

ରାସନ ଦୁର୍ନୀତି ମାମଲାରେ ବନ୍ଧା ହେଲେ ଟିଏମ୍‌ସି ନେତା ତଥା ପଶ୍ଚିମବଙ୍ଗର ଜଙ୍ଗଲ ମନ୍ତ୍ରୀ ଜ୍ୟୋତିପ୍ରିୟା ମଲ୍ଲିକ। ଟିଏମ୍‌ସି ସରକାରରେ ଖାଦ୍ୟ ମନ୍ତ୍ରୀ ଥିବା ବେଳେ ଜ୍ୟୋତିପ୍ରିୟା ମଲ୍ଲିକଙ୍କ ନାମରେ ଦୁର୍ନୀତି ଅଭିଯୋଗ ହୋଇଥିଲା। ଗତକାଲି ଇଡି ଜ୍ୟୋତିପ୍ରିୟା ମଲ୍ଲିକଙ୍କ ଫ୍ଲାଟରେ…

ମାସକରେ ପିଆଜ ଦର ଡବଲ

ଭୁବନେଶ୍ଵର: ଟମାଟୋ ପରେ ଏବେ ପିଆଜର ପାଳି । କୁହନ୍ତି ଯେ, ପିଆଜ କାଟିଲେ ଲୋକଙ୍କ ଆଖିରେ ପାଣି ଆସେ । କିନ୍ତୁ ଏବେ ପିଆଜ କିଣିବାକୁ ବି ଲୋକଙ୍କ ଆଖିରେ ପାଣି ଆସିଯାଉଛି । ମାସକ ଭିତରେ ପିଆଜ ଦର…

ଇସ୍ରାଏଲ୍‌ ଲଢୁଆ ଜେଟ୍‌ ଆକ୍ରମଣରେ ୩ ସୁଦକ୍ଷ ହମାସ୍‌ ଆତଙ୍କବାଦୀ କମାଣ୍ଡର୍‌ ନିହତ

ଗାଜା ସିଟି: ଲଢୁଆ ଜେଟ୍‌ ଆକ୍ରମଣରେ ଦରାଜ ତୁଫା ବାଟାଲିଆନ୍‌ରେ ଥିବା ହମାସ୍‌ର ୩ଜଣ ବରିଷ୍ଠ ଆତଙ୍କବାଦୀ କମାଣ୍ଡର୍‌ ନିହତ ହୋଇଥିବା କଥା ଗୁରୁବାର ରାତିରେ ଇସ୍ର‌ାଏଲ୍‌ ସେନା କହିଛି। ଘଟଣା ସଂକ୍ରାନ୍ତରେ ଅଧିକ ବିବରଣୀ ଦେଇ ଇସ୍ରାଏଲ୍‌ ସେନା କହିଛି,…

ନଦୀ ପଠାରୁ ମହିଳାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର

ପୁରୀ: ନଦୀ ପଠାରେ ମହିଳାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ। ପୁରୀ ସଦର ଥାନା ଅଧୀନ ନୂଆଗାଁ ନିକଟ ନୂଆନଦୀ ପଠାରୁ ମହିଳାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର କରିଛି ପୋଲିସ। ମୃତ ମହିଳାଙ୍କ ବୟସ ପ୍ରାୟ ୩୫ ବର୍ଷ ହେବ। ତାଙ୍କ ଗଳା ଅଧା କଟି…

ଭାରତକୁ ଜାତିସଙ୍ଘର ଚେତାବନୀ: କମୁଛି ଭୂତଳ ଜଳ

ଭାରତରେ ଭୂତଳ ଜଳ ହ୍ରାସକୁ ନେଇ ଚେତାବନୀ ଦେଲା ଜାତିସଙ୍ଘ। ଭାରତର ଉତ୍ତର-ପଶ୍ଚିମାଞ୍ଚଳରେ ୨୦୨୫ ସୁଦ୍ଧା ଭୂତଳ ଜଳ ଗୁରୁତର ଭାବେ ହ୍ରାସ ପାଇବ ବୋଲି ପୂର୍ବାନୁମାନ କରିଛି ଜାତିସଙ୍ଘର ଏକ ରିପୋର୍ଟ। ଭାରତର ଇଣ୍ଡୋ-ଗାଙ୍ଗେଟିକ୍‌ର କେତେକ ଅଞ୍ଚଳରେ ଭୂତଳ ଜଳ ହ୍ରାସ…