ଗୁପ୍ତଚର ଉପଗ୍ରହ ମାଧ୍ୟମରେ ହ୍ୱାଇଟ୍ ହାଉସ୍ ଉପରେ ନଜର ରଖିଛନ୍ତି କିମ୍
ନୂଆଦିଲ୍ଲୀ: ଉତ୍ତର କୋରିଆ ନିକଟରେ ଏକ ସାମରିକ ଗୁପ୍ତଚର ଉପଗ୍ରହକୁ କକ୍ଷପଥରେ ସ୍ଥାନିତ କରି ଏକ ନୂତନ ସଫଳତା ହାସଲ କରିଛି | ଉତ୍ତର କୋରିଆ ଦାବି କରିଛି ଯେ ଏହାର ପ୍ରଥମ ଗୁପ୍ତଚର ଉପଗ୍ରହ ମହାକାଶକୁ ଉତକ୍ଷେପଣ ପରଠାରୁ ହ୍ୱାଇଟ…
