ବାରାମୁଳାରେ ହେଡ୍ କନଷ୍ଟେବଳଙ୍କୁ ଗୁଳି କରି ହତ୍ୟା କଲେ ଆତଙ୍କବାଦୀ
ଜମ୍ମୁ-କାଶ୍ମୀରର ବାରାମୁଳାରେ ଜଣେ ହେଡ୍ କନଷ୍ଟେବଳଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଏଠାରେ ପୁଣି ଆତଙ୍କବାଦୀମାନେ ଏଭଳି କାଣ୍ଡ ଘଟାଇଛନ୍ତି। ଜମ୍ମୁ-କାଶ୍ମୀର ପୋଲିସର ହେଡ୍ କନଷ୍ଟେବଳ ଗୁଲାମ ମହମ୍ମଦ ଡାରଙ୍କୁ ତାଙ୍କ ଘର ନିକଟରେ ହିଁ ଆତଙ୍କବାଦୀମାନେ ଗୁଳି କରିଥିଲେ ଏବଂ…