2024

ନିଶା ଛାଡ଼ିବାକୁ ଯାଇଥିଲେ, ଶବ ହୋଇ ଫେରିଲେ

ନିଶା ଛାଡ଼ିବାକୁ ନିଶା ନିବାରଣ କେନ୍ଦ୍ରକୁ ଯାଇଥିଲା ପୁଅ। ହେଲେ ଫେରିଲା ଶବ ହୋଇ। ନିଶାନିବାରଣ କେନ୍ଦ୍ରରେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଘଟଣା ଘଟିଛି ଭଦ୍ରକ ଜିଲ୍ଲାରେ ଥିବା ଏକ ନିଶା ନିବାରଣକେନ୍ଦ୍ରରେ ।…

ଓଡ଼ିଶାରୁ ଉଦ୍ଧାର ହେଲା ହିମାଳୟ ଶାଗୁଣା !

ଓଡ଼ିଶାରୁ ଉଦ୍ଧାର ହେଲା ହିମାଳୟ ଶାଗୁଣା। ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଶ୍ରୀଧରପୁର ଛକ ନିକଟରୁ ଏକ ହିମାଳୟ ଭଲଚର ବା ଶାଗୁଣାକୁ ଉଦ୍ଧାର କରିଛି ବନ ବିଭାଗ। ସୂଚନା ଅନୁସାରେ, ସୋମବାର ସଂଧ୍ୟାବେଳେ ଗାଁ ନିକଟରେ ପୂଜାର୍ଚ୍ଚନା ଚାଲୁଥିଲା। ଏହି…

୨୫ରେ ସାର୍ବଜନୀନ ହୋଇପାରେ ଜ୍ଞାନବାପି ମସଜିଦ ସର୍ଭେ

ନୂଆଦିଲ୍ଲୀ: ଜାନୁଆରୀ ୨୫ ତାରିଖ ଗୁରୁବାର ବାରଣାସୀର ଜ୍ଞାନବାପି ମସଜିଦର ଏଏସଆଇ ସର୍ଭେ ରିପୋର୍ଟ ସାର୍ବଜନୀନ ହୋଇପାରେ । ମିଳିଥିବା ସୂଚନା ଅନୁଯାୟୀ, ଏଏସଆଇ ରିପୋର୍ଟକୁ ସାର୍ବଜନୀନ କରିବା ପାଇଁ ହିନ୍ଦୁ ଓ ମୁସଲମାନ ପକ୍ଷରେ ସହମତି ପ୍ରକାଶ ପାଇଛି। ଏହି…

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ସେ ସାମାନ୍ୟ ଆହତ ହୋଇଛନ୍ତି। ତାଙ୍କ ମୁଣ୍ଡରେ ଆଘାତ ଲାଗିଛି। ବର୍ଦମାନରୁ ଏକ ବୈଠକରେ ଯୋଗ ଦେଇ ଫେରିବା ବେଳେ ତାଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା କୁହାଯାଉଛି। ସୂଚନା ମୁତାବକ,…

ନବମ ଦିନରେ ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା

ବରଗଡ଼ : ଗୋପପୁର ଛାଡ଼ି ମଥୁରା ଅଭିମୁଖେ ବାହାରିଲେ କୃଷ୍ଣ ବଳରାମ । ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବର ନବମ ଦିନରେ ଦୁଇ ଭାଇ କୃଷ୍ଣ- ବଳରାମଙ୍କୁ ସାଙ୍ଗରେ ନେଇ କଂସ ମହାରାଜଙ୍କ ମନ୍ତ୍ରୀ ଅକୃର ମଥୁରା ନଗରୀ ଅଭିମୁଖେ…

‘ଇଣ୍ଡିଆ’ ମେଣ୍ଟକୁ ପଞ୍ଜାବରେ ଝଟ୍‌କା, ଏକା ଲଢ଼ିବ ଆପ୍‌

ପଶ୍ଚିମବଙ୍ଗ ପରେ ପଞ୍ଜାମରେ ‘ଇଣ୍ଡିଆ’ ମେଣ୍ଟକୁ ଝଟ୍‌କା। ପଞ୍ଜାବରେ ଏକା ନିର୍ବାଚନ ଲଢ଼ିବ ଆମ୍‌ ଆଦମୀ ପାର୍ଟି। ପଞ୍ଜାବର ସମସ୍ତ ୧୩ଟି ଲୋକସଭା ଆସନରେ ଆପ୍‌ ଏକା ନିର୍ବାଚନ ଲଢ଼ିବ ବୋଲି ମୁଖ୍ୟମନ୍ତ୍ରୀ ଭଗଓ୍ୱନ୍ତ ମାନ ଘୋଷଣା କରିଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ…

ଏୟାର ଇଣ୍ଡିଆକୁ ଡିଜିସିଏ ଛାଟ, ୧ କୋଟି ୧୦ ଲକ୍ଷ ଫାଇନ୍‌

ନିୟମ ଉଲ୍ଲଙ୍ଘନ କରିବା ଏୟାର ଇଣ୍ଡିଆ ଏୟାରଲାଇନ୍ସକୁ ପଡ଼ିଲା ମହଙ୍ଗା। ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ ଏୟାର ଇଣ୍ଡିଆକୁ ପଡିଛି ଛାଟ । ମୋଟା ଅଙ୍କର କରାଯାଇଛି ଫାଇନ୍‌। ସୁରକ୍ଷା ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ଡିଜିସିଏ ଏୟାର…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ବାଇକ୍ ଧକ୍କାରେ ସାଇକେଲ ଆରୋହୀଙ୍କ ମୃତ୍ୟୁ

ଭଞ୍ଜନଗର : ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ସିନ୍ଦୁରିଆପଡା ଗାଁ ନିକଟରେ ଦୁର୍ଘଟଣା । ବାଇକ୍ ଧକ୍କାରେ ସାଇକେଲ ଆରୋହୀଙ୍କ ମୃତ୍ୟୁ । ମୃତକ ଜଣକ ହେଲେ ନିକଟସ୍ଥ ଆମ୍ବପୁଆ ଗ୍ରାମର ମୂରଲୀ ଜେନା । ଘଟଣା ସ୍ଥଳରେ ବାଇକ୍…

ସ୍ୱଜାତି ଭକ୍ଷଣ: ବାଘକୁ ମାରି ଖାଇଲା ବାଘ

ବାଘ ପାଲଟିଲା ବାଘର ଶତ୍ରୁ। ନିଜ ପରାକ୍ରମ ଦେଖାଇବାକୁ ଯାଇ କମ୍‌ ବୟସ୍କ ୨ଟି ବାଘଙ୍କ ଉପରେ ଏକ ଶକ୍ତିଶାଳୀ ବାଘ ମରଣାନ୍ତକ ଆକ୍ରମଣ କରିବା ସହ ସେମାନଙ୍କୁ ଝୁଣି ଖାଇଲା। ଆଖି ଖୋସିଦେବା ପରି ଏପରି ଏକ ଘଟଣା ମହାରାଷ୍ଟ୍ରର…

ଭାଇବୋହୂଙ୍କୁ ମରଣାନ୍ତକ ଆକ୍ରମଣ କଲେ ଭୁବନ ବିଜେଡି ସଭାପତି

ଭୁବନ: ଢେଙ୍କାନାଳ ଜିଲ୍ଲା ଭୁବନ ବିଜେଡି ସଭାପତି ତଥା ପୂର୍ବତନ ନଗରପାଳଙ୍କ ସ୍ବାମୀ ନରେନ୍ଦ୍ର ସାହୁ ତାଙ୍କ ଭାଇବୋହୂଙ୍କୁ ମରଣାନ୍ତକ ଆକ୍ରମଣ କରିଥିବାର ଥାନାରେ ଅଭିଯୋଗ ହୋଇଛି। ଆଜି ସକାଳେ ପାରିବାରିକ କଳହରୁ ଝଗଡ଼ା ହୋଇଥିବା ଜଣାଯାଇଛି। ନରେନ୍ଦ୍ର ସାହୁ ତାଙ୍କ…