June 2024

ବନ୍ଦ ରହିବ ମହାପ୍ରଭୁଙ୍କ ନବଯୌବନ ଦର୍ଶନ

ପୁରୀ : ନୀତିକାନ୍ତି ଶୃଙ୍ଖଳିତ କରିବା ପାଇଁ ମହାପ୍ରଭୁଙ୍କ ନବଯୌବନ ଦର୍ଶନ ବନ୍ଦ ରହିବ। ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁମାନେ ପ୍ରବେଶ କରିପାରିବେ ନାହିଁ। ପହଣ୍ଡି ଟିକେଟ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ସମୟ କମ୍‌ ଥିବାରୁ ଭିଡ଼ ନିୟନ୍ତ୍ରଣ ପାଇଁ ଶ୍ରୀମନ୍ଦିର ପରିଚାଳନା…

ଟ୍ୱିନ ସିଟି ହେବ ଟ୍ରିପଲ୍ ସିଟି

ଭୁବନେଶ୍ବର : ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ନୂଆ ପରିକଳ୍ପନା। ଟ୍ୱିନ ସିଟି ହେବ ଟ୍ରିପଲ୍ ସିଟି। ଦ୍ୱୈତ ନଗରୀ କଟକ-ଭୁବନେଶ୍ୱର ସହ ଯୋଡ଼ି ହେବ ପୁରୀ। ବଢ଼ିବ ସହରର ଆକାର। ଏହା ଦ୍ୱାରା ଗମନାଗମନ ସୁବିଧା ସହ…

ମନୋଜ ଆହୁଜା ପରବର୍ତ୍ତୀ ମୁଖ୍ୟ ସଚିବ, ପ୍ରଶାସନିକ ନବକଳେବର ଖୁବଶୀଘ୍ର !

ଭୁବନେଶ୍ବର : ୧୯୯୦ ବ୍ୟାଚ୍ ଆଇଏଏସ୍ ମନୋଜ ଆହୁଜା ରାଜ୍ୟର ପରବର୍ତ୍ତୀ ମୁଖ୍ୟ ସଚିବ ହୋଇପାରନ୍ତି । ଆଜି କେନ୍ଦ୍ର ସରକାର ତାଙ୍କୁ ନିଜ ଗୃହ କ୍ୟାଡ଼ର ଓଡ଼ିଶାକୁ ଫେରାଇ ଦେବାପରେ ଏଭଳି ସମ୍ଭାବନା ସୃଷ୍ଟି ହୋଇଛି । ରାଜ୍ୟର ପ୍ରଥମ…

ଡିଏଲ୍ଏସ୍ ପଦ୍ଧତିର ଜନକ ଫ୍ରାଙ୍କ ଡକୱର୍ଥଙ୍କ ପରଲୋକ

ଲଣ୍ଡନ: କ୍ରିକେଟ୍‌ରେ ବର୍ଷା ପରେ ମ୍ୟାଚର ଫଳାଫଳ ପାଇବା ପାଇଁ ଡକୱର୍ଥ-ଲୁଇସ୍-ଷ୍ଟର୍ନ ପଦ୍ଧତି ବ୍ୟବହୃତ ହୁଏ । ଏହି ନିୟମର ସୃଷ୍ଟିକର୍ତ୍ତାମାନଙ୍କ ମଧ୍ୟରୁ ଫ୍ରାଙ୍କ ଡକୱର୍ଥଙ୍କର ଦେହାନ୍ତ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା। ସେ, ତାଙ୍କ…

ଆରମ୍ଭ ହେଲା ୯୬ ହଜାର କୋଟିର ୫ଜି ସ୍ପେକ୍ଟ୍ରମ୍ ନିଲାମ

ନୂଆଦିଲ୍ଲୀ: ୫ଜି ସ୍ପେକ୍ଟ୍ରମ ନିଲାମ ପୁଣି ଥରେ ଆରମ୍ଭ ହୋଇଛି। ଏଥର ସରକାର ୯୬ ହଜାର କୋଟି ଟଙ୍କାର ସ୍ପେକ୍ଟ୍ରମ୍ ନିଲାମ ପାଇଁ ରଖିଛନ୍ତି। ଏହା ପୂର୍ବରୁ ୨୦୨୨ରେ ହୋଇଥିବା ୫ଜି ସ୍ପେକ୍ଟ୍ରମ ନିଲାମରେ ସରକାର ୧.୫ ଲକ୍ଷ କୋଟି ଟଙ୍କା…

କେରଳ ହେବ କେରଳମ୍: ରାଜ୍ୟ ବିଧାନସଭାରେ ପ୍ରସ୍ତାବ ପାରିତ, କେନ୍ଦ୍ର ଗୃହମନ୍ତ୍ରଣାଳୟ ନେବେ ପଦକ୍ଷେପ

ଥିରୁଭାନନ୍ତପୁରମ୍: କେରଳ ବିଧାନସଭା ସୋମବାର ରାଜ୍ୟର ନାମ ପରିବର୍ତ୍ତନ ପାଇଁ ଏକ ପ୍ରସ୍ତାବ ପାରିତ କରିଛି। ଏହି ପ୍ରସ୍ତାବକୁ ବିରୋଧୀଙ୍କ ସମର୍ଥନ ମଧ୍ୟ ମିଳିଛି। କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ ଏହି ପ୍ରସ୍ତାବକୁ ସମ୍ପୂର୍ଣ୍ଣ ସମର୍ଥନ କରିଛି। ସୋମବାର ଦିନ ମୁଖ୍ୟମନ୍ତ୍ରୀ ପିନାରାଇ…

ପ୍ରଶ୍ନପତ୍ର ଲିକ୍ କଲେ ଆଜୀବନ ଜେଲ୍ ଓ ଏକ କୋଟି ଜରିମାନା, ଯୋଗୀ ସରକାର ଆଣିଲେ ଅଧ୍ୟାଦେଶ

ଲକ୍ଷ୍ନୌ: ନିଟ୍ ଓ ୟୁଜିସି ନେଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମଧ୍ୟରେ ଉତ୍ତରପ୍ରଦେଶର ଯୋଗୀ ସରକାର ପେପର ଲିକ୍ ଓ କପି ମାଫିଆଙ୍କୁ ସାବାଡ କରିବା ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ମଙ୍ଗଳବାର ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ପ୍ରଶ୍ନପତ୍ର ଲିକ୍…

ନୀତୀଶଙ୍କୁ ନେଇ ବିଜେପିର ବଡ଼ ଘୋଷଣା: ଲାଲୁ-ତେଜସ୍ୱୀ-କଂଗ୍ରେସର ରାଜନୈତିକ ଆଶା ମଉଳିଲା

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ନେଇ ବିଜେପିର କେନ୍ଦ୍ରୀୟ ନେତୃତ୍ବ ବଡ଼ ଘୋଷଣା କରିଛନ୍ତି। କେନ୍ଦ୍ରୀୟ ନେତୃତ୍ବଙ୍କ ନିଷ୍ପତ୍ତି ପରେ ଲାଲୁ ପ୍ରସାଦ ଯାଦବ,ତେଜସ୍ୱୀ ଯାଦବ ଏବଂ କଂଗ୍ରେସର ରାଜନୈତିକ ଆଶା ମଉଳି ଯାଇଛି। ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନସିପି) ନେତା…

କେନିଆରେ ଗୃହଯୁଦ୍ଧ ପରିସ୍ଥିତି, ସଂସଦରେ ପଶିଲେ ହଜାର ହଜାର ଲୋକ, ପୁଲିସ ଗୁଳିରେ ୧୦ ମୃତ

ନାଇରୋବି: ଆଫ୍ରିକୀୟ ଦେଶ କେନିଆରେ ଟିକସ ବୃଦ୍ଧିକୁ ବିରୋଧ କରି ଲୋକେ ରାସ୍ତାକୁ ଓହ୍ଲାଇଛନ୍ତି। ଏପରିକି ସଂସଦରେ ମଧ୍ୟ ଏହାକୁ ନେଇ ହଙ୍ଗାମା ଜାରି ରହିଛି। ଲୋକଙ୍କ ବିକ୍ଷୋଭ ଧୀରେ ଧୀରେ ହିଂସାତ୍ମକ ହେବା ସହ ଅନେକ ସ୍ଥାନରେ ଜଳାପୋଡ଼ା ଦେଖିବାକୁ…

ପ୍ରଶ୍ନପତ୍ର ଲିକ୍ ମାଫିଆଙ୍କ ମୁହଁରେ ‘NEET ସତ’: ୩୦୦ କୋଟି ଟଙ୍କା ପାଇଁ ହୋଇଥିଲା ମସୁଧା

ନୂଆଦିଲ୍ଲୀ :ମେଡିକାଲ ପ୍ରବେଶିକା ବା NEET-UG ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଓ ବ୍ୟାପକ ଅନିୟମିତତାକୁ ନେଇ ଦେଶ ଭରି ବିବାଦ ଲାଗି ରହିଛି। ଏହାକୁ ନେଇ ଦେଶର ଶିକ୍ଷା ବ୍ୟବସ୍ଥା ଉପରେ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହାରି ମଧ୍ୟରେ ପୂର୍ବରୁ…