ଭିଜିଲାନ୍ସ ଜାଲରେ ଏସଆଇ ବାବୁ
ଯାଜପୁର: ଲାଞ୍ଚ ନେବା ବେଳେ ଧରା ପଡିଲେ ଥାନା ଏସଆଇ। ବିଂଝାରପୁର ଥାନା ଏସଆଇ କେଶବ ଚନ୍ଦ୍ର ଦାସ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବିଞ୍ଝାରପୁର ସ୍ଥିତ ସରକାରୀ କ୍ୱାଟରରୁ…
ଯାଜପୁର: ଲାଞ୍ଚ ନେବା ବେଳେ ଧରା ପଡିଲେ ଥାନା ଏସଆଇ। ବିଂଝାରପୁର ଥାନା ଏସଆଇ କେଶବ ଚନ୍ଦ୍ର ଦାସ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବିଞ୍ଝାରପୁର ସ୍ଥିତ ସରକାରୀ କ୍ୱାଟରରୁ…
ପୁରୀ: ସୁସ୍ଥ ହେଲେ ମହାପ୍ରଭୁ । ଜ୍ୱରରୁ ସୁସ୍ଥ ହୋଇଛନ୍ତି ଜଗତର ନାଥ ଜଗନ୍ନାଥ । ମହାପ୍ରଭୁଙ୍କ ସୁସ୍ଥ ଖବର ନେଇ ରାଜ ପ୍ରସାଦରେ ପହଞ୍ଚି ଲେ ସେବାୟତ। ସୁସ୍ଥ ଖବର ନେଇ ମହାରାଜାଙ୍କୁ ଜଣାଇଲେ ସେବାୟତ । ଶ୍ରୀଜିଉଙ୍କ ଅସୁସ୍ଥ…
ନୂଆଦିଲ୍ଲୀ: ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଧନ୍ୟବାଦ ଅର୍ପଣ କରିଛନ୍ତି। କଂଗ୍ରେସକୁ ପରଜୀବୀ ବୋଲି କହି ପ୍ରଧାନମନ୍ତ୍ରୀ ମୋଦୀ ବିରୋଧୀଦଳର ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଭାଷଣ ଯୋଗୁଁ ବିରୋଧୀ ସଦସ୍ୟମାନେ ବେଲ୍କୁ ଆସି…
ନୟାଗଡ଼: ନୟାଗଡ଼ ସଦର ଥାନାର ୩ କର୍ମଚାରୀଙ୍କୁ ସସ୍ପେଣ୍ଡ କଲେ ଏସପି। ଡ୍ୟୁଟିରେ ଖିଲାପ ନେଇ ୩ ଜଣଙ୍କୁ ସସପେଣ୍ଡ କରିଥିବା ସୂଚନା।ଏସଆଇ ହସିନା ପ୍ରଧାନ, ଏଏସଆଇ ରାଜେଶ୍ବରୀ ନାୟକ,କନଷ୍ଟେବଳ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ସସପେଣ୍ଡ କଲେ ଏସପି । ଅଭିଯୋଗକାରୀଙ୍କ ଅଭିଯୋଗ…
ଏକ ସତସଙ୍ଗରେ ଦଳାଚକଟା ହୋଇ ଶତାଧିକ ଲୋକଙ୍କ ମୃତ୍ୟୁ ଘଟିବା ଯେତିକି ଦୁଃଖଦ ନୁହେଁ, ତାଠୁ ଅଧିକ ଚିନ୍ତାର କାରଣ ପାଲଟିଛି। ଜଣେ ଆତ୍ମଘୋଷିତ ବାବାଙ୍କ ପାଦଧୂଳି ପାଇଁ ଏତେ ସଂଖ୍ୟକ ଲୋକେ ଦଳାଚକଟା ହୋଇ ଚାଲିଯିବା ନିଶ୍ଚିତ ରୂପେ ହାସ୍ୟାସ୍ପଦ।…
ଭୁବନେଶ୍ବର: ମନ୍ତ୍ରୀମାନଙ୍କୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଚାଲିଛି ଗୁରୁତ୍ବପୂର୍ଣ୍ଣ ବୈଠକ। ମୁଖ୍ୟମନ୍ତ୍ରୀଙ୍କ ଅସ୍ଥାୟୀ କାର୍ଯ୍ୟାଳୟ ରାଜ୍ୟ ଅତିଥି ଭବନରେ ଏହି ବୈଠକ ଜାରି ରହିଛି। ବୈଠକରେ ଦୁଇ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ସମେତ ଅଧିକାଂଶ ବିଭାଗର ମନ୍ତ୍ରୀମାନେ…
ଭୁବନେଶ୍ବର:‘ମୋ’ ବସର ନାମ ବଦଳି ହୋଇପାରେ ‘ଆମ’ ବସ୍। ଆବଶ୍ୟକ ପଡ଼ିଲେ ଏହା ଉପରେ ଆଲୋଚନା ହେବ ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର। ସେ କହିଛନ୍ତି, ‘ମୋ’ର ଅର୍ଥ ହେଉଛି ଅହଂ ଭାବ, ତେଣୁ ଆମେ…
ଭୁବନେଶ୍ୱର: ଋଣ ସୁଝିବା ପାଇଁ ଟଙ୍କା ନଦେବାରୁ ନାରକୀୟ କାଣ୍ଡ । ବାପାଙ୍କୁ ହତ୍ୟା କଲା ପ୍ରଫେସର ପୁଅ । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି ପ୍ରତୀକ ସିଂ। ଋଣ ଟଙ୍କା ସୁଝିବାକୁ ବାପାଙ୍କ ସହ ପୁଅର ଗଣ୍ଡଗୋଳ ହୋଇଥିଲା…
ନୂଆଦିଲ୍ଲୀ: ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ ଡ. ବି.ଆର. ଷଡ଼ଙ୍ଗୀଙ୍କୁ ଝାଡ଼ଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦିଆଯାଇଛି। ଗତ ବର୍ଷ ଡିସେମ୍ବର ୨୭ରେ ସୁପ୍ରିମକୋର୍ଟ କଲେଜିୟମ ଦ୍ୱାରା କରାଯାଇଥିବା ଏକ ସୁପାରିଶ ଆଧାରରେ ଏହି ନିଯୁକ୍ତି ଦିଆଯାଇଛି।ଆଇନ ଏବଂ…
ପୁରୀ; ରଥଯାତ୍ରାରେ ବଡ଼ଦାଣ୍ଡରେ ଷ୍ଟଲ ପ୍ରସଙ୍ଗରେ ମିଳିଲା ସର୍ତ୍ତମୂଳକ ଅନୁମତି। ବ୍ୟବସାୟ ନୁହେଁ ବରଂ ଜନସେବା ପାଇଁ ଷ୍ଟଲ୍ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ। ସତ୍ୟପାଠ କଡ଼ାକଡ଼ି ପାଳନ କରିବାକୁ ମ୍ୟୁନିସିପାଲଟିକୁ ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର ହାଇକୋର୍ଟ। ତେବେ ପୂର୍ବରୁ ଏନେଇ ପୁରୀ…