ଆତ୍ମଘାତୀ ଡ୍ରୋନ୍ ପରୀକ୍ଷା କଲା ଉତ୍ତର କୋରିଆ

ସିଓଲ: ଆମେରିକା ଓ ଉତ୍ତର କୋରିଆ ମଧ୍ୟରେ ଉତ୍ତେଜନା ମଧ୍ୟରେ ଉତ୍ତର କୋରିଆର ଶାସକ କିମ୍ ଜଙ୍ଗ୍ ଉନ୍ ନିଜର ସାମରିକ ଶକ୍ତି ବଢାଇବାରେ ଲାଗିଛନ୍ତି । ଗୋଟିଏ ପଟେ ଆମେରିକା ଓ ଦକ୍ଷିଣ କୋରିଆ ମଧ୍ୟରେ ସମରାଭ୍ୟାସ ଚାଲିଥିବାବେଳେ ଉତ୍ତର…

ପରବର୍ତ୍ତୀ ଶାନ୍ତି ଆଲୋଚନା ପାଇଁ ଭାରତ ଉପଯୁକ୍ତ ସ୍ଥାନ ହୋଇପାରେ : ଜେଲେନସ୍କି

କିବ୍ : ଗତ ଅଢ଼େଇ ବର୍ଷ ଧରି  ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ଶୀଘ୍ର ଶେଷ ହେବାର ନାଁ ନେଉନାହିଁ। ଉଭୟ ପକ୍ଷରୁ ଘନ ଘନ ଆକ୍ରମଣ ଜାରି ରହିଛି । ତେବେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ…

ନିର୍ବାଚନ ପୂର୍ବରୁ ବଢ଼ିଲା ବିଜେପି ଅଡ଼ୁଆ, ଦଳୀୟ ଅଫିସ ବାହାରେ ନେତା ଓ କର୍ମୀଙ୍କ ବିକ୍ଷୋଭ

ଶ୍ରୀନଗର : ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ଅଡ଼ୁଆ ପରିସ୍ଥିତିରେ ପଡ଼ିଛି। ଜମ୍ମୁ-କଶ୍ମୀର ବିଜେପିରେ ଦେଖାଯାଇଛି ବିଦ୍ରୋହ। ଅସନ୍ତୁଷ୍ଟ ନେତା ଓ କର୍ମୀମାନେ ଦଳୀୟ ଅଫିସ ଆଗରେ କରିଛନ୍ତି ବିକ୍ଷୋଭ। ଆଜି ଦଳ ପକ୍ଷରୁ ଜମ୍ମୁ-କଶ୍ମୀରର ପ୍ରଥମ ପର୍ଯ୍ୟାୟ ଭୋଟ…

ଦ୍ବାଦଶ ଶ୍ରେଣୀ ବୋର୍ଡ ରେଜଲ୍ଟରେ ମିଶିପାରେ ନବମରୁ ଏକାଦଶ ଶ୍ରେଣୀର ମାର୍କ

ନୂଆଦିଲ୍ଲୀ : ଏଣିକି ଦ୍ବାଦଶ ଶ୍ରେଣୀ ରେଜଲ୍ଟରେ ମିଶିପାରେ ନବମରୁ ଏକାଦଶ ପର୍ଯ୍ୟନ୍ତ ମାର୍କ। ଏନେଇ ଏକ ପ୍ରସ୍ତାବ ଦେଇଛି ରାଷ୍ଟ୍ରୀୟ ଶୈକ୍ଷିକ ଅନୁସନ୍ଧାନ ଏବଂ ପ୍ରଶିକ୍ଷଣ ପରିଷଦ (NCERT)। ରିପୋର୍ଟରେ ଦ୍ୱାଦଶ ବୋର୍ଡ ପରୀକ୍ଷା ଫଳାଫଳରେ ନବମ, ଦଶମ ଏବଂ…

କେବଳ ମନୋରଞ୍ଜନ ପାଇଁ ସାହିତ୍ୟ ସୃଷ୍ଟିହେବା ଅନୁଚିତ : କବୟିତ୍ରୀ ଲକ୍ଷ୍ମୀପ୍ରିୟା ମହାରଣାଙ୍କ କବିତା ପୁସ୍ତକ ‘ ଭାବର ବନ୍ଧନ’ ଉନ୍ମୋଚିତ

କଟକ : କବୟିତ୍ରୀ ଲକ୍ଷ୍ମୀପ୍ରିୟା ମହାରଣାଙ୍କ କବିତା ପୁସ୍ତକ ‘ ଭାବର ବନ୍ଧନ’ ଉନ୍ମୋଚିତ ହୋଇଯାଇଛି | କଟକସ୍ଥିତ ଓସମି ସଭାଗୃହରେ ଅନୁଷ୍ଠିତ ଏକ ଭବ୍ୟ ସାରସ୍ବତ ସମାରୋହରେ ଅତିଥିମାନେ ଏହି ପୁସ୍ତକଟିକୁ ଉନ୍ମୋଚନ କରିଥିଲେ | ଏହି ଉପଲକ୍ଷେ ବରିଷ୍ଠ…

ଓଡିଶାରେ ସମ୍ବର୍ଦ୍ଧିତ ହେଲେ୧ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା ‘ଲକ୍ଷପତି ଦିଦି’

ଭୁବନେଶ୍ୱର: ମିଶନ ଶକ୍ତି କେବଳ ଓଡ଼ିଶାର ଲକ୍ଷ ଲକ୍ଷ ମହିଳାମାନଙ୍କ ସଶକ୍ତିକରଣର କାହାଣୀ ନୁହେଁ, ବରଂ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ସାରା ଦେଶର ମହିଳାମାନଙ୍କୁ ଆତ୍ମନିର୍ଭର ଏବଂ ସଶକ୍ତ କରିବା ସ୍ୱପ୍ନର ବାର୍ତ୍ତାବହ। ସମାଜ, ସମ୍ପ୍ରଦାୟ ଏବଂ ଦେଶର ବିକାଶ…

ସରକାରୀ ଯାନ ଚାଳନା ତାଲିମ କେନ୍ଦ୍ର ବୃଦ୍ଧି ହେବ ବୋଲି ପରିବହନ ମନ୍ତ୍ରୀଙ୍କ ଘୋଷଣା

ବ୍ରହ୍ମପୁର/ଭୁବନେଶ୍ୱର: ଗଞ୍ଜାମ ଜିଲା ବ୍ରହ୍ମପୁରରେ ଥିବା ସରକାରୀ ଯାନଚାଳନା ପ୍ରଶିକ୍ଷଣ କେନ୍ଦ୍ର ପ୍ରଥମ ବର୍ଷ ପୂରା କରିଛି। ଏହି ଅବସରରେ ପାଲୁର ହିଲ୍‌ସ ସ୍ଥିତ ତାଲିମ ପ୍ରତିଷ୍ଠାନରେ ଆୟୋଜିତ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ…

ଛାତ୍ରୀ ମୃତ୍ୟୁ ମାମଲା, ଚାକିରି ହରାଇଲେ ୱାର୍ଡେନ

ବାରିପଦା : ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଉଚ୍ଚ ବିଦ୍ୟାଳୟର କସ୍ତୁରବା ହଷ୍ଟେଲ ଛାତ୍ରୀ ମଧୁସ୍ମିତା ବେହେରାଙ୍କ ମୃତ୍ୟୁ ଘଟଣାରେ ଚାକିରି ହରାଇଛନ୍ତି ୱାର୍ଡେନ ମିନତି ମହାପାତ୍ର । ତାଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ। ଏହା ସହିତ ପ୍ରଧାନ…

ପିପିଲିରେ ବାର୍ଡ ଫ୍ଲୁ: ୫ ହଜାର କୁକୁଡ଼ା ମରାଗଲା, ଆହୁରି ମରାଯିବ

ପିପିଲି : ପୁରୀ ଜିଲ୍ଲା ପିପିଲି ଅଞ୍ଚଳରେ ବାର୍ଡ ଫ୍ଲୁ ପଜିଟିଭ୍ ଚିହ୍ନଟ ପରେ ଆଲର୍ଟରେ ପ୍ରାଣୀ ସଂପଦ ବିଭାଗ। ସଂକ୍ରମଣ ରୋକିବାକୁ ଆରମ୍ଭ ହୋଇଛି କୁକୁଡ଼ା ମରା ଅଭିଯାନ। ଗତକାଲି ସଂଧ୍ୟାରୁ ଆଜି ପର୍ଯ୍ୟନ୍ତ ପିପିଲି ଆବଲପୁର ଗାଁରୁ ପ୍ରାୟ…

ବାଲିଗୁଡା ବ୍ରାହ୍ମଣ ସମାଜ ର ମାସିକ ବୈଠକ

ବାଲିଗୁଡା, ୨୫/୦୮:  କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ମା 'ଦକ୍ଷିଣ କାଳୀ ମନ୍ଦିର ପରିସର ମଧ୍ୟରେ ରବିବାର ଅପରାହ୍ନରେ ବ୍ରାହ୍ମଣ ସମାଜର ଏକ ମାସିକ ବୈଠକ ସଭାପତି ଚିନ୍ତାମଣି ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ସମ୍ପାଦକ କାଳିନ୍ଦୀ ଚରଣ…