‘ମୋ ବସ’ ଡ୍ରାଇଭରଙ୍କୁ ମାଡ଼
ସମ୍ବଲପୁର : ସମ୍ବଲପୁରରେ ଜଣେ ‘ମୋ ବସ’ ଡ୍ରାଇଭରଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି । ଜଣେ ବ୍ୟକ୍ତି ବସ ଭିତରେ ପଶି ତାଙ୍କୁ ପିଟିଥିବା ନେଇ ବୁର୍ଲା ଥାନାରେ ଲିଖିତ ଅଭିଯୋଗ ହୋଇଛି । ଡ୍ରାଇଭର ବରୁଣ ରାଉତ ଚିପିଲିମାରୁ…
ସମ୍ବଲପୁର : ସମ୍ବଲପୁରରେ ଜଣେ ‘ମୋ ବସ’ ଡ୍ରାଇଭରଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି । ଜଣେ ବ୍ୟକ୍ତି ବସ ଭିତରେ ପଶି ତାଙ୍କୁ ପିଟିଥିବା ନେଇ ବୁର୍ଲା ଥାନାରେ ଲିଖିତ ଅଭିଯୋଗ ହୋଇଛି । ଡ୍ରାଇଭର ବରୁଣ ରାଉତ ଚିପିଲିମାରୁ…
ନୟାଗଡ : ଆଜି ସକାଳୁ ସକାଳୁ ନୟାଗଡ଼ ଜିଲ୍ଲା ମୁଖ୍ୟ କାରାଗାର ସହ ୩ ଉପ କାରାଗାରରେ ବଡ଼ ଧରଣର ଚଢ଼ାଉ କରାଯାଇଛି। ନିଶା କାରବାର ଅଭିଯୋଗରେ ନୟାଗଡ଼ ଏସପିଙ୍କ ନେତୃତ୍ୱରେ ଏହି ଚଢ଼ାଉ କରାଯାଇଛି। ମାଜିଷ୍ଟ୍ରେଟ ସହ ବହୁ ବରିଷ୍ଠ…
ଆଠଗଡ : ଆଠଗଡ-ମୁଣ୍ଡଳି ଭାୟା କନ୍ଦରପୁର ରାସ୍ତା କଦମ୍ବପାଟଣା ଗ୍ରାମ ନିକଟରେ ରାସ୍ତା ପାର୍ଶ୍ବରେ ଏକ ବିରାଟ ଚାକୁଣ୍ଡା ଗଛ କାଠ ମାଫିଆ କାଟି ନେଇଯିବାକୁ ଉଦ୍ୟମ କରୁଥିଲେ । ସେହି ରାସ୍ତା ଦେଇ ଅପରାହ୍ନ ୫ଟାବେଳେ ଯାଉଥିବା ଡିଏଫଓ ଡାକ୍ତର…
ଭୁବନେଶ୍ବର: ରାଜଧାନୀରେ ଟ୍ରାଫିକ୍ ପରିଚାଳନାକୁ ବ୍ୟବସ୍ଥିତ କରିବାକୁ ନିୟମିତ ଭାବେ ନୂଆ ଯୋଜନା କରାଯାଉଛି। ଟ୍ରାଫିକ୍ ପୋଷ୍ଟଠାରୁ ଆରମ୍ଭ କରି ସିଗ୍ନାଲ ପର୍ଯ୍ୟନ୍ତ ଭିତ୍ତିଭୂମିର ନବୀକରଣ କରାଯାଉଛି, ଅମାନିଆଙ୍କୁ ସାବାଡ୍ କରିବାକୁ ପଦକ୍ଷେପ ଗ୍ରହଣ କରାଯାଉଛି। ମାତ୍ର ରାଜଧାନୀର ଟ୍ରାଫିକ୍ ସମସ୍ୟାରେ…
ଭୁବନେଶ୍ବର : ଜାତୀୟବାଦ ଆନ୍ଦୋଳନ, ଓଡ଼ିଆ ଭାଷାର ସୁରକ୍ଷା ଓ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ମହା ଯୋଦ୍ଧା ଥିଲେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ। ଓଡ଼ିଶାକୁ ଭାଷାଭିତ୍ତିକ ସ୍ବତନ୍ତ୍ର ରାଜ୍ୟ ବା ପ୍ରଦେଶ ଗଠନର ପ୍ରମୁଖ ବିନ୍ଧାଣିଥିଲେ ଉତ୍କଳ ଗୌରବ…
ଭୁବନେଶ୍ବର: ମୋହନ ସରକାର ଛି… ଛି.., ମୋହନ ସରକାର ଥୁ… ଥୁ…, ଆମର ଦାବି ପୂରଣ ହେଉ…। ଗତକାଲି ପରି ଆଜି ବି ଏମିତି ନାରାବାଜିରେ ବିଧାନସଭା ଗୃହ କମ୍ପିଥିଲା। ତେବେ ପ୍ରସଙ୍ଗ ଭିନ୍ନ ଥିଲା। ଆଜି ସଂରକ୍ଷଣ ପ୍ରସଙ୍ଗକୁ ନେଇ…
ଭୁବନେଶ୍ୱର: କର୍କଟ ରୋଗର ଚିକିତ୍ସା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଲାଗି ଚର୍ଚ୍ଚାରେ ଥିବା ଆଇଏଲଏସ୍ ବୈଜ୍ଞାନିକ ଡକ୍ଟର ସନ୍ଦୀପ ମିଶ୍ର ଆଉ ନାହାନ୍ତି। ଆଜି ସକାଳେ ରାଜଧାନୀ ସ୍ଥିତ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଛି। ବୈଜ୍ଞାନିକ ସନ୍ଦୀପ ମିଶ୍ର ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଥିବା ବେଳେ ଏହାପଛର କାରଣ ସ୍ପଷ୍ଟ ହୋଇନାହିଁ। ଏନେଇ ପରିବାର ଲୋକଙ୍କ ପ୍ରତିକ୍ରିୟା ମିଳିନାହିଁ।
ବଲାଙ୍ଗୀର : ବଲାଙ୍ଗିର ଜେଲରେ ଗ୍ୟାଙ୍ଗଷ୍ଟର ସୁଶାନ୍ତ ଧଳ ସାମନ୍ତ ସେଲରୁ ବାହାରିଲା ସ୍ମାର୍ଟଫୋନ୍। ଗତ ଶୁକ୍ରବାର ଦିନ ବଲାଙ୍ଗିର ଜେଲରେ ପୁଲିସ ରେଡ୍ କରିଥିବା ବେଳେ ଏହି ମୋବାଇଲ୍ ମିଳିଛି। ଏଥିସହ ସୁଶାନ୍ତ ଧଳ ସାମନ୍ତ ସେଲରୁ ମାଦକ ଦ୍ରବ୍ୟ…
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ଜନ୍ମ ଦିନ ସେପ୍ଟେମ୍ବର ୧୭ ତାରିଖରେ ଓଡ଼ିଶା ଆସିବେ। ସେହି ଦିନ ପ୍ରଧାନମନ୍ତ୍ରୀ ଓଡ଼ିଶାରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ। ଏନେଇ ଆଜି ପୁରୀଠାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।…
ହୀରାକୁଦ : ଉପରମୁଣ୍ଡରେ ବର୍ଷା ହେବା ଯୋଗୁ ବୃଦ୍ଧି ପାଉଛି ହୀରାକୁଦ ଡ୍ୟାମର ଜଳସ୍ତର। ଆଜି ଆଉ ୬ଟି ଗେଟ୍ ଖୋଲିଛି। ୨୦ଟି ଗେଟ୍ ଦେଇ ଡ୍ୟାମରୁ ୩ଲକ୍ଷ ଘନ ଫୁଟ ବନ୍ୟାଜଳ ନିଷ୍କାସିତ ହେଉଛି। ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ୬୨୧.୯୭…