ଜାପାନ ଭଳି ରୂପ ନେବ ରାଜଧାନୀ ଭୁବନେଶ୍ୱର, ବିଏମସିର ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର : ସବୁଜ ବଳୟରେ ଶୋଭା ପାଇବ ରାଜଧାନୀ । ମିଆୱାକି ଭଳି ରୂପରେଖ ହେବ ରାଜଧାନୀ ଭୁବନେଶ୍ୱରର । ଏନେଇ ବିଏମସି ତାର ପ୍ରକ୍ରିୟା ଆରମ୍ଭ କରି ସାରିଛି । ଜାପାନ ଭଳି ଖାଲି ସ୍ଥାନରେ ଘଞ୍ଚ ଜଙ୍ଗଲ ସୃଷ୍ଟି କରିବ…

ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍‌

ବାଲେଶ୍ୱର: ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ(SE) ପ୍ରଭାସ ପ୍ରଧାନଙ୍କ ଅଫିସ ଓ ଘରେ ଭିଜିଲାନ୍ସ ରେଡ୍‌। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ଚଢାଉ। ବାଲେଶ୍ୱରର ୭ଟି ସ୍ଥାନରେ ଭିଜିଲାନ୍ସର ଏକକାଳୀନ ଚଢ଼ାଉ ଜାରି ରହିଛି। ତେବେ ଏହି ଚଢାଉରେ…

ହୀରାକୁଦ ବିସ୍ଥାପିତଙ୍କୁ ଜମି ପଟ୍ଟା ବଣ୍ଟନ କଲେ ରାଜସ୍ୱ ମନ୍ତ୍ରୀ

ରେଙ୍ଗାଲି: ସ୍ୱାଧୀନତାର ୭୭ବର୍ଷ ପରେ ହୀରାକୁଦ ନଦୀବନ୍ଧ ଯୋଜନାରେ ବିସ୍ଥାପିତ ପରିବାରର ତୃତୀୟ ପିଢିକୁ ରାଜ୍ୟ ସରକାର ୧୦ ଡେସିମିଲ୍ ଘରଡିହ ପଟ୍ଟା ପ୍ରଦାନ କରି ନ୍ୟାୟ ପ୍ରଦାନ କରିଛନ୍ତି। ପୂର୍ବ ସରକାର ଏଦିଗରେ ନୀରବ ଦ୍ରଷ୍ଟା ଥିବାରୁ ନିଜ ଭିଟାମାଟି…

ଲକ୍ଷାଧିକ ଟଙ୍କା ସହ ଧରାପଡିଲେ ବିଡିଓ

ଧର୍ମଗଡ : ୭ ଲକ୍ଷ ଟଙ୍କା ସହ ଧରାପଡିଲେ କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବିଡିଓ ଅକ୍ଷମିତା କାର୍ତ୍ତିକ । ବିଡ଼ିଓ ଶ୍ରୀମତୀ କାର୍ତ୍ତିକ ଭବାନୀପାଟଣାରୁ ଗୋଲାମୁଣ୍ଡା ଫେରୁଥିବା ବେଳେ ଜାରିଂ ଛକ ନିକଟରେ ଜୟପୁର ଭିଜିଲାନ୍ସ  ଅତିରିକ୍ତ ଏସପି ଅରୁଣ ନାଏକଙ୍କ…

ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କୁ ନେଇ ଉଠିଲା ପ୍ରଶ୍ନ

ଭୁବନେଶ୍ୱର : ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ବୁଧବାର ଶୂନ୍ୟକାଳରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ବ୍ୟକ୍ତିଗତ ସଚିବଙ୍କୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ଜଣେ ଅଧିକାରୀଙ୍କ ବିରୋଧରେ ଭିଜିଲାନ୍ସ ମାମଲାର ତଦନ୍ତ ଚାଲିଥିବା ବେଳେ…

୫ ହଜାର ଟଂକା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ କିରାଣି

ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ମାଥିଲି ବ୍ଲକର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ କିରାଣୀ ୫ ହଜାର ଟଂକା ଲାଞ୍ଚ ନେଉଥିବା ବେଳେ ଆଜି ମାଲକାନଗିରି ଭିଜିଲାନସ ହାତରେ ଧରାପଡିଛନ୍ତି। ଘଟଣା ଅନୁଯାୟୀ ସୋମନାଥ ବାଙ୍କିଆ ନାମକ ଶିକ୍ଷକ କୌଣସି…

ରାଜ୍ୟରେ ମୋଟ ୧୮ଟି କେନ୍ଦ୍ରୀୟ ସମବାୟ ବ୍ୟାଙ୍କରେ ହୋଇଛି ୧୪୭ କୋଟି ଟଙ୍କାର ଦୁର୍ନୀତି

ଭୁବନେଶ୍ବର : ଖୋଲିବ ସମବାୟ ଦୁର୍ନୀତି ପେଡି! ବନ୍ଧା ହେବେ ଅଧିକାରୀ! ସରକାରୀ ତହବିଲକୁ ଫେରିବ ଆତ୍ମସାତ ହୋଇଥିବା ଟଙ୍କା ! ବିଧାନସଭାରେ ଆସିଛି ଆଖିତରାଟି ଦେଲା ଭଳି ତଥ୍ୟ। ମିଳିଥିବା ସୂଚନା ଅନୁସାରେ ସମବାୟ ବ୍ୟାଙ୍କ ଗୁଡିକରେ ହୋଇଛି ୨୦୦…

ପାଦରେ ପଡ଼ିଥିଲା ବେଡ଼ି, ଛତିଶଗଡ଼ରୁ ଭାସି ଓଡ଼ିଶାରେ ଲାଗିଲେ ମହିଳା

ଝାରସୁଗୁଡ଼ା : ମହାନଦୀର ଅକାତ କାତ ପାଣି ଏବେ କୂଳ ଲଂଘୁଛି। ପ୍ରଖର ପାଣି ସ୍ରୋତର ଘୁଁ ଘୁଁ ଗର୍ଜନ ଦେଖୁଥିବା ଲୋକ ମନରେ ଛନକା ପଶାଇ ଦେଉଛି। ଏପରି ଦୃଶ୍ୟ ଦେଖି ଯେ କେହି ଛାନିଆ ହେବା ସ୍ୱାଭାବିକ କଥା।…

ସୃଷ୍ଟି ହେଲା ଘୂର୍ଣ୍ଣିବଳୟ; ଆଗାମୀ ଦୁଇଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା

ଭୁବନେଶ୍ୱର : ଆଜି ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ଉତ୍ତର ଓଡ଼ିଶା ଓ ଉତ୍ତର ବଙ୍ଗୋପସାଗରରେ ଘନିଭୂତ ହୋଇ ଶୁକ୍ରବାର ସୁଦ୍ଧା ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଗତ ୨୪ ଘଣ୍ଟାରେ ଓଡ଼ିଶାରେ…

ମଧୁମିତାଙ୍କ ଡାଏରୀ ଜବତ କଲା ପୁଲିସ

ଭୁବନେଶ୍ୱର : ଭୁବନେଶ୍ୱରରେ ସାମ୍ବାଦିକା ମଧୁମିତାଙ୍କ ଆତ୍ମହତ୍ୟା ମାମଲାରେ ଦିନିକିଆ ରିମାଣ୍ଡରେ ଅଭିଯୁକ୍ତ ସ୍ୱାମୀ ଶ୍ରୀଧର ଜେନା। ତାଙ୍କୁ ରିମାଣ୍ଡରେ ଆଣି ଜେରା କରିଛି ଧଉଳି ଥାନା ପୁଲିସ। ତାଙ୍କୁ ଇନ୍ଦିରା କଲୋନୀ ସ୍ଥିତ ଭଡ଼ା ଘରକୁ ନେଇ ତଦନ୍ତ କରିବା…