ମଠ ମନ୍ଦିର ପାଇଁ ‘ଦେବାଳୟ ଯୋଜନା’ ଖୁବଶୀଘ୍ର : ଆଇନ ମନ୍ତ୍ରୀ

ଭୁବନେଶ୍ୱର: ପୁଣି ଆଉ ଏକ ନୂଆ ଯୋଜନା ଆଣିବାକୁ ଯାଉଛି ବିଜେପି ସରକାର । ନୂଆ ଯୋଜନା ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୋମବାର ସୂଚନା ଦେଇଛନ୍ତି । ଏହି ଯୋଜନା ଧର୍ମ ପୀଠ ଯେମିତି ମଠ ଓ ମନ୍ଦିରର…

ପାକିସ୍ତାନ ସୀମା ସୁରକ୍ଷା ବାହିନୀ ଚେକପୋଷ୍ଟ ଉପରେ ଆତଙ୍କବାଦୀ ଆକ୍ରମଣ

ପେଶାୱର: ପାକିସ୍ତାନରେ ଆତଙ୍କବାଦୀ ଘଟଣା ଥମିବାର ନାଁ ନେଉନାହିଁ। ପୁଣି ଥରେ ଉତ୍ତର-ପଶ୍ଚିମ ପାକିସ୍ତାନର ଅଶାନ୍ତ ଖୈବର ପଖ୍ତୁନଖୱା ପ୍ରଦେଶରେ ଫ୍ରଣ୍ଟିୟର କୋର ( ପାକିସ୍ତାନୀ ସୀମା ସୁରକ୍ଷା ବାହିନୀ)ର ଏକ ଚେକ୍ ପୋଷ୍ଟ ଉପରେ ଆକ୍ରମଣ ହୋଇଛି। ଫ୍ରଣ୍ଟିୟର କୋରର…

ଟ୍ରାଫିକ ପୋଲିସଙ୍କୁ ବନ୍ଧୁକ ଦେଖାଇ ଯୁବକ ଗିରଫ

କଟକ : ଟ୍ରାଫିକ ପୋଲିସଙ୍କୁ ବନ୍ଧୁକ ଦେଖାଇ ଯୁବକ ଗିରଫ । ଭବାନୀ ଶଙ୍କର ମହାନ୍ତିକୁ ଗିରଫ କଲା ଦରଘା ବଜାର ଥାନା ପୋଲିସ ।  ଗତ ୧୭ ତାରିଖ ଦିନ ବାରପଥର ଅଞ୍ଚଲରେ ଘଟିଥିଲା ଘଟଣା।  ଗାଡି ପାର୍କିଂ କୁ ବାରଣ…

୨ ଲକ୍ଷ ଟଙ୍କାର ଦାମୀ ବ୍ୟାଗ ଧରି ଟ୍ରୋଲ ହେଲେ ପ୍ରବଚିକା ଜୟା କିଶୋରୀ

ଆଧ୍ୟାତ୍ମିକ ପ୍ରବଚିକା ତଥା ଗାୟିକା ଜୟା କିଶୋରୀ ଏବେ ପୁଣିଥରେ ହେଉଛନ୍ତି ଟ୍ରୋଲ୍। ନିଜ ଅନୁଗାମୀମାନଙ୍କୁ ଧନସଂପତ୍ତି ଆହରଣର ମୋହରୁ ଦୂରରେ ରହି ଏକ ସରଳ ଜୀବନଯାପନ କରିବାକୁ ପରାମର୍ଶ ଦେଉଥିବା ପ୍ରବଚିକାଙ୍କର ଏକ ଭିଡିଓ ସୋଶାଲ ମିଡିଆରେ ଖୁବ ଭାଇରାଲ ହେଉଛି।…

ବେଆଇନ ପାର୍କିଂ କଲେ ଜେଲ ଯିବେ ଡ୍ରାଇଭର

ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ବେଆଇନ ପାର୍କିଂ କଲେ ଜେଲ ଯିବେ ଡ୍ରାଇଭର। ଭାରତୀୟ ନ୍ୟାୟ ସଂହିତାର ଦଫା ୧୦୫ କୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପରିବହନ କମିଶନର ।  ଗତ ୨୦ ମାସ ମଧ୍ୟରେ ରାଜ୍ୟରେ…

ଖୁବ୍ ଶୀଘ୍ର ମିଳିବ ‘ସୁଭଦ୍ରା’ର ତୃତୀୟ ପର୍ଯ୍ୟାୟ ପ୍ରଥମ କିସ୍ତି ଟଙ୍କା

ଭୁବନେଶ୍ବର: ପୁଣି ଖାତାକୁ ଚଢିବ ସୁଭଦ୍ରା ଟଙ୍କା । ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ କିସ୍ତି ଖୁବ୍ ଶୀଘ୍ର ମିଳିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ବାକି ଥିବା ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ।…

BMWରେ ଆସି ଫୁଲ କୁଣ୍ଡ ଚୋରି କଲେ ମହିଳା

ଚକଚକ ଗାଡ଼ି। ଟିପଟପ ପୋଷାକ। ତଥାପି କରୁଛନ୍ତି ଚୋରି। ରାତି ଅଧରେ ଜଣେ ମହିଳା କେମିତି ଫୁଲ କୁଣ୍ଡ ଚୋରି କରୁଛନ୍ତି, ତା’ର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ମହିଳା ଜଣଙ୍କ ଗୋଟିଏ BMWରେ ଆସି ଦୋକାନ ବାହାରେ ଥିବା ଫୁଲ…

ସମ୍ବଲପୁରରେ ବନ୍ଦ ରହିଛି ମୋ ବସ ସେବା, ବିଭିନ୍ନ ଦାବି ନେଇ ଆନ୍ଦୋଳନ କର୍ମଚାରୀ

ସମ୍ବଲପୁର : ସମ୍ବଲପୁର ସହରରେ ଆଜି ମୋ ବସ୍ ବନ୍ଦ କରାଯାଇଛି। ମୋ ବସ ର୍କମଚାରୀଙ୍କ ବିଭିନ୍ନ ଦାବିନେଇ ବନ୍ଦ ରହିଛି ମୋ ବସ । ପ୍ରବଳ ଭିଡ଼ ହେଉଥିବାରୁ ଟିକଟେ କାଟିବାକୁ ଅସୁବିଧା ସହ ଅନେକ ସମସ୍ୟାର ସମାଧାନ ପାଇଁ ବନ୍ଦ…

ଅଭିନେତ୍ରୀ ସ୍ୱରା ଭାସ୍କରଙ୍କ ସ୍ୱାମୀ ବନାମ ନୱାବ ମଲିକଙ୍କ ଝିଅ

ଏନସିପି(ଅଜିତ ପାୱାର) ନେତା ନୱାବ ମଲିକଙ୍କ ଝିଅ ସାନା ଅଭିନେତ୍ରୀ ସ୍ୱରା ଭାସ୍କରଙ୍କ ସ୍ୱାମୀ ଫହାଦ ଅହମଦଙ୍କ ବିରୋଧରେ ପ୍ରାର୍ଥୀ ହୋଇଛନ୍ତି। ମହାରାଷ୍ଟ୍ରର ଅନୁଶକ୍ତି ନଗର ନିର୍ବାଚନ ମଣ୍ଡଳୀରେ ଉଭୟଙ୍କ ଲଢ଼େଇ ହେବ। ଅହମଦ ଉକ୍ତ ଆସନରୁ ଶରଦ ପାୱାରଙ୍କ ଏନସିପିରୁ…

ଓଏଏସ ସ୍ତରରେ ଅଦଳବଦଳ

ଭୁବନେଶ୍ୱର: ଓଡିଶା ସରକାର ସୋମବାର ଦିନ ୧୧ ଜଣ ଓଏଏସ ଅଧିକାରୀଙ୍କୁ ଅଦଳବଦଳ କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗ ଦ୍ବାରା ଜାରି ବିଜ୍ଞପ୍ତି ଅନୁଯାୟୀ ଶଳୈନ୍ଦ୍ର କୁମାର ଜେନାଙ୍କୁ ମିଶନ ଶକ୍ତି ଯୁଗ୍ମ ସଚିବ ଭାବରେ ବଦଳି କରାଯାଇଛି। ସେ କ୍ରୀଡା…