ପୁଣି ହିନ୍ଦୁଙ୍କ ଉପରେ ଅତ୍ୟାଚାର, ଗିରଫ ହେଲେ ଆଉ ୨ ଇସ୍କନ ସାଧୁ

ବାଂଲାଦେଶରେ ସୁଧୁରୁନି ସ୍ଥିତି। ଏଠାରେ ଅଳ୍ପସଂଖ୍ୟକଙ୍କ ଅବସ୍ଥା ଦିନକୁ ଦିନ ଖରାପ ହେବାରେ ଲାଗିଛି। ହିନ୍ଦୁମାନଙ୍କୁ ଟାର୍ଗେଟ୍‌ କରାଯାଉଛି। ସେମାନଙ୍କ ଘରେ ଆକ୍ରମଣ କରାଯାଉଛି। ଏଥିସହ ତାଙ୍କୁ ଗିରଫ କରାଯାଉଛି। ଏହାକୁ ନେଇ ବ୍ୟାପକ ବିରୋଧ ପ୍ରଦର୍ଶନ ଭିତରେ ଆଉ ଦୁଇ ଜଣ…

ଲାଗୁ ହେବ ଆୟୁଷ୍ମାନ ସୁବିଧା, ସାଢେ ୩ କୋଟିଙ୍କୁ ମିଳିବ ସ୍ବତନ୍ତ୍ର କାର୍ଡ

ଭୁବନେଶ୍ବର: ରାଜ୍ୟରେ ଚଳିତ ଆର୍ଥିକ ବର୍ଷରୁ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା । ଗୋପବନ୍ଧୁ ଆରୋଗ୍ୟ ସହ ଆୟୁଷ୍ମାନ ଭାରତ ଯୋଜନାର ମିଳିତ ଏମ୍‌ଓୟୁ ହେବ । ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଚଳିତ ଆର୍ଥିକ…

ପୁରୀରେ ନୌସେନା ଦିବସ ପାଇଁ ୩ ଯାଏଁ ଟ୍ରାଫିକ କଟକଣା: ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ମନା

ପୁରୀ : ବିଶ୍ବ ଦେଖିବ ନୌସେନାର ବୀରତ୍ବ । ଡିସେମ୍ବର ୪ରେ ପୁରୀରେ ପାଳନ ହେବ ଭାରତୀୟ ନୌସେନା ଦିବସ । କୌଶଳ ଦେଖାଇବ ୧୫ ଯୁଦ୍ଧ ଜାହାଜ, ୪୦ ଏୟାରକ୍ରାଫ୍ଟ । ଦିଗବାରିଣୀ ଛକରୁ ବଳିଆପଣ୍ଡା ବେଳାଭୂମିରେ ସୋ ଦେଖିପାରିବେ…

ଗ୍ରାହକଙ୍କୁ ଝଟ୍‌କା, ପୁଣି ସିଲିଣ୍ଡର ପିଛା ଦର ୧୬ଟଙ୍କା ୫୦ ପଇସା ବଢ଼ିଲା

ଖାଉଟିଙ୍କୁ ଝଟ୍‌କା। ପୁଣି ବଢ଼ିଲା ଗ୍ୟାସ୍‌ ସିଲିଣ୍ଡର ଦର। ବର୍ଷର ଶେଷ ମାସର ପ୍ରଥମ ଦିନରେ ପୁଣିଥରେ ମହଙ୍ଗା ମାଡ଼ ବାଜିଛି। ତୈଳ ମାର୍କେଟିଂ କମ୍ପାନୀଗୁଡିକ କମର୍ସିଆଲ୍‌ ତଥା ବ୍ୟବସାୟିକ ଏଲପିଜି ସିଲିଣ୍ଡର ଦରରେ ବୃଦ୍ଧି କରିଛନ୍ତି। ସୂଚନା ମୁତାବକ, ୧୯…

ନୌସେନା ଦିବସ ପାଇଁ ଗଜପତି ମହାରାଜଙ୍କୁ ନିମନ୍ତ୍ରଣ, ସାମିଲ ହେବେ ରାଷ୍ଟ୍ରପତି

ପୁରୀ: ଯୁଦ୍ଧ ଜାହାଜ, ଟାଙ୍କ ଓ ହେଲିକ୍ୟାପଟର ଗର୍ଜରେ କମ୍ପୁଛି ପୁରୀ ବେଳାଭୂମି। ସତେ ଯେପରି ଲାଗୁଛି ପୁରୀ ବେଳାଭୂମିରେ ଯୁଦ୍ଧଭୂମିର କ୍ଷେତ୍ର। ଡିସେମ୍ବର ୪ ତାରିଖରେ ପୁରୀ ବେଳାଭୂମିରେ ନୌସେନା ଦିବସ ପାଇଁ ଚାଲିଛି ବ୍ୟାପକ ପ୍ରସ୍ତୁତି। ନୌସେନା ଦିବସ…

ଦେଶର ସୁରକ୍ଷା ପାଇଁ ଭୁବନେଶ୍ବରରେ ଆଲୋଚନା ହେଲା ତିନିଦିନ

ଭୁବନେଶ୍ବର: ଦେଶର ନିରାପତ୍ତା ପାଇଁ ଗୁରୁତ୍ବପୂର୍ଣ୍ଣ ଡିଜି-ଆଇଜିପି ସମ୍ମିଳନୀ ଶୁକ୍ରବାର ଲୋକସେବା ଭବନରେ ଆରମ୍ଭ ହୋଇ ରବିବାର ଦିନ ଏହା ଶେଷ ହୋଇଯାଇଛି। ଏହି ସମ୍ମିଳନୀକୁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଉଦ୍‌ଘାଟନ କରିଥିଲେ। ଏହି ସମ୍ମିଳନୀରେ ବହୁ ଜାତୀୟ…

ଲ୍ୟାଣ୍ଡଫଲ୍‌ କଲା ବାତ୍ୟା ‘ଫେଙ୍ଗଲ’, ୩ ମୃତ

ସ୍ଥଳଭାଗ ଅତିକ୍ରମ କରିଛି ବାତ୍ୟା ‘ଫେଙ୍ଗଲ’। ଗତକାଲି ରାତି ପ୍ରାୟ ୮ଟାରୁ ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଆରମ୍ଭ ହୋଇ ରାତି ପ୍ରାୟ ୨ଟା ପର୍ଯ୍ୟନ୍ତ ଚାଲିଥିଲା। ଲ୍ୟାଣ୍ଡିଂ ସମୟରେ ଘଣ୍ଟାପ୍ରତି ୮୦ରୁ ୯୦ କିଲୋମିଟର ବେଗରେ ପବନ ବହିଥିଲା। ଫଳରେ ତାମିଲନାଡ଼ୁ…

ଡାକ୍ତରଖାନାରୁ ଶିଶୁ ପୁତ୍ର ଗାଏବ ଘଟଣା, ମିଛରେ କାନ୍ଦୁଥିଲେ ମହିଳା

ନୟାଗଡ : ଜଣେ ମହିଳାଙ୍କର ପ୍ରସବ ହେବାର କିଛି ସମୟର ଘଟଣା । ମେଡିକାଲରେ ଭୋ ଭୋ ହୋଇ କାନ୍ଦୁଥାଏ ମା’ ଜଣକ । କହୁଥାଆନ୍ତି ମୋ ପୁଅକୁ କିଏ ଚୋରି କରି ନେଇଯାଇଛି । ମୋ ପୁଅକୁ ମୋତେ ଆଣି ଦିଅ…