October 2025

ଆନ୍ଧ୍ରରେ ଲ୍ୟାଣ୍ଡଫଲ କରିବ ବାତ୍ୟା ‘ମୋନ୍ଥା’

ଭୁବନେଶ୍ୱର : ଆନ୍ଧ୍ରରେ ଲ୍ୟାଣ୍ଡଫଲ କରିବ ବାତ୍ୟା ‘ମୋନ୍ଥା’ । ଆଜି ସୁଦୃଶ୍ୟ ଲଘୁଚାପ ଅବପାତର ରୂପ ନେଇଛି । କାଲି ଗଭୀର ଅବପାତ ଓ ୨୭ ତାରିଖ ସକାଳେ ବାତ୍ୟାରେ ପରିଣତ ହେବ । ଏହା ଉତ୍ତର ପଶ୍ଚିମ ଦିଗରେ…

ଏୟାରହୋଷ୍ଟ୍ରେସ୍‌ଙ୍କୁ ପ୍ରେମ ପରେ ପ୍ରତାରଣା, ଭୁବନେଶ୍ବର ଏୟାରପୋର୍ଟ DGM ଗିରଫ

ଭୁବନେଶ୍ଵର: ଏୟାରହୋଷ୍ଟ୍ରେସ୍‌ ଙ୍କୁ ଲଭ୍‌ , ସେକ୍ସ, ଧୋକା ଅଭିଯୋଗରେ ଭୁବନେଶ୍ଵର ଏୟାରପୋର୍ଟ ଡିଜିଏମ୍ ଗିରଫ ହୋଇଛନ୍ତି। ଏୟାରପୋର୍ଟ ଡିଜିଏମ ଉମାକାନ୍ତ ପଟେଲଙ୍କୁ କମିଶନରେଟ୍ ପୋଲିସ୍‌ ଗିରଫ କରିଛି। ମିଛ କଥା କହି ଅବୈଧ ସମ୍ପର୍କ ରଖିଥିବା ଅଭିଯୋଗରେ ତାଙ୍କୁ ଗିରଫ…

ପରକିୟା ପ୍ରୀତି ସନ୍ଦେହରେ ମହିଳା ଓ ପୁରୁଷଙ୍କୁ ଜୋତା ମାଳ ପିନ୍ଧାଇବା ଅଭିଯୋଗରେ ୪ ଗିରଫ

ଆନନ୍ଦପୁର : ମହଙ୍ଗା ପଡ଼ିଲା କଙ୍ଗାରୁ କୋର୍ଟ । ପରକିୟା ପ୍ରୀତି ସନ୍ଦେହରେ ଜଣେ ମହିଳା ଓ ପୁରୁଷଙ୍କୁ ଜୋତା ମାଳ ପିନ୍ଧାଇ ଗାଁ ଦାଣ୍ଡରେ ବୁଲାଇବା ପଡ଼ିଲା ମହଙ୍ଗା । ଭିଡିଓ ଭାଇରାଲ ପରେ ୪ଜଣଙ୍କୁ ଗିରଫ କଲା ପୋଲିସ…

ଯୁବକଙ୍କୁ ଦଳି ମାରିଦେଲା ହାତୀ

ଭଞ୍ଜନଗର : ଯୁବକଙ୍କୁ ଦଳିଦେଲା ଦନ୍ତା । ଘରେ ଶୋଥିବା ବେଳେ ଘରୁ ଟାଣି ନେଇ ଯୁବକଙ୍କୁ ମାରିଦେଲା ବଣୁଆ ହାତୀ । ଗଞ୍ଜାମ ଜିଲ୍ଲା ଉତ୍ତର ଘୁମସର ବନଖଣ୍ଡ ମୁଜାଗଡ଼ ବନାଞ୍ଚଳ ବେଲାଟୁଣି ଗାଁର ଘଟଣା । ଘର ପିଣ୍ଡାରେ…

ପାନ ଦୋକାନୀଙ୍କୁ ଖଣ୍ଡାରେ ହାଣି ହତ୍ୟା

ଜଗତସିଂହପୁର: ପାନ ଦୋକାନୀଙ୍କୁ ଖଣ୍ଡାରେ ହାଣି ହତ୍ୟା । ଜଗତସିଂହପୁର ସଦର ଥାନା ଯୋଗଧାରି ଠାରେ ନୃଶଂସ ହତ୍ୟାକାଣ୍ଡ ହୋଇଛି । ମୃତକ ହେଲେ ବଳରାମପୁର ପଞ୍ଚାୟତ ଗୋପ ଗ୍ରାମର ଚୈତନ୍ୟ ପୋଥାଳଙ୍କ ପୁଅ ଜ୍ଞାନ ରଂଜନ ପୋଥାଳ । ସେ…

ଅମୃତସରରୁ ସହରସା ଯାଉଥିବା ଜନସେବା ଏକ୍ସପ୍ରେସରେ ନିଆଁ

ଅମୃତସର : ଅମୃତସରରୁ ବିହାର ସହରସା ଯାଉଥିବା ଜନସେବା ଏକ୍ସପ୍ରେସର ଏକ ବଗିରେ ଅଗ୍ନିକାଣ୍ଡ ଘଟିଛି। ସୋନବର୍ଷା କଚେରୀ ଷ୍ଟେସନ ନିକଟରେ ବଗିରେ ନିଆଁ ଲାଗିଯାଇଥିଲା। ରେଳ ପ୍ରଶାସନ ଓ ଷ୍ଟେସନରେ ଥିବା କର୍ମଚାରୀମାନେ ତୁରନ୍ତ ସ୍ଥିତିକୁ ନିୟନ୍ତ୍ରଣ ପାଇଁ ଚେଷ୍ଟା…

ଜମ୍ମୁ କଶ୍ମୀର ରାଜ୍ୟସଭା ନିର୍ବାଚନ: ନ୍ୟାସନାଲ କନଫରେନ୍ସ ୩, ବିଜେପି ଗୋଟିଏ ଆସନରେ ବିଜୟୀ

ଶ୍ରୀନଗର : ଜମ୍ମୁ କଶ୍ମୀରରେ ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନର ଫଳାଫଳ ଶୁକ୍ରବାର ଘୋଷଣା କରାଯାଇଛି। ନ୍ୟାସନାଲ କନଫରେନ୍ସ (National Conference) ଚାରୋଟି ଆସନ ମଧ୍ୟରୁ ତିନୋଟିରେ ବିଜୟୀ ହୋଇଥିବା ବେଳେ ବିଜେପି (BJP) ଗୋଟିଏରେ ବିଜୟୀ ହୋଇଛି। ବିଜେପିର ସତପାଲ ଶର୍ମା…

୩୦୨ ଓଡ଼ିଆ ଯୁବକଯୁବତୀଙ୍କୁ ମିଳିଲା ସରକାରୀ ଚାକିରି

ଭୁବନେଶ୍ୱର/ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶବ୍ୟାପୀ ଆୟୋଜିତ ରୋଜଗାର ମେଳା କାର୍ଯ୍ୟକ୍ରମକୁ ଆଭାସୀ ମାଧ୍ୟମରେ ସମ୍ବୋଧିତ କରିବା ସହିତ ୫୧ ହଜାରରୁ ଅଧିକ ଯୁବକଯୁବତୀଙ୍କୁ ସରକାରୀ ଚାକିରିର ନିଯୁକ୍ତିପତ୍ର ବାଣ୍ଟିଛନ୍ତି। ଏହି କ୍ରମରେ ଭୁବନେଶ୍ୱରସ୍ଥିତ ରେଳ ଅଡିଟୋରିୟମରେ ଆୟୋଜିତ ରାଜ୍ୟସ୍ତରୀୟ…

ବ୍ୟାଙ୍କ ଆକାଉଣ୍ଟରେ ଏଣିକି ରହିପାରିବେ ୪ ଜଣ ନୋମିନୀ

ନୂଆଦିଲ୍ଲୀ: ଏଣିକି ବ୍ୟାଙ୍କ ଆକାଉଣ୍ଟରେ ରହିପାରିବେ ୪ ଜଣ ନୋମିନୀ। ଏମାନଙ୍କୁ ଆକାଉଣ୍ଟଧାରୀଙ୍କ ଉତ୍ତରାଧିକାରୀ ବିବେଚନା କରାଯିବ। ଆକାଉଣ୍ଟଧାରୀଙ୍କ ଅନ୍ତେ ତାଙ୍କ ଅଂଶ ନୋମିନୀମାନଙ୍କୁ ମିଳିବ। ସରକାରଙ୍କ ପକ୍ଷରୁ ବ୍ୟାଙ୍କିଙ୍ଗ ସିଷ୍ଟମରେ କ୍ଲେମ କରିବା ପାଇଁ ଏଭଳି ସମାନ ଏବଂ ସହଜ…

ବକେୟା ପ୍ରାପ୍ୟକୁ ନେଇ ମୁହାଁମୁହିଁ ହେଲେ ମିଶୋ-ଆମାଜନ

ନୂଆଦିଲ୍ଲୀ: ଇ-କମର୍ସ କମ୍ପାନୀ ମିଶୋ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। କ୍ଲାଉଡ ସର୍ଭିସକୁ ନେଇ ମୁହାଁମୁହିଁ ହୋଇଛନ୍ତି ମିଶୋ ଏବଂ ଆମାଜନ। କ୍ଲାଉଡ ସର୍ଭିସ ଦେୟ ପଇଠ ନ କରିବାରୁ ମିଶୋ ବିରୋଧରେ ଆଇନଗତ ପଦକ୍ଷେପ ନେଇଛି ଆମାଜନ ଓ୍ବେବସର୍ଭିସେସ।…