ବଳରାମ ଦାସ ସମାଧି ପୀଠ ନବୀକରଣ ପାଇଁ ୨୨ କୋଟି ଟଙ୍କାର ଅନୁଦାନ ମିଳିଲା
କୋଣାର୍କ: କାହିଁ କେଉଁ କାଳରୁ ଗୋପ ବ୍ଲକ ଅନ୍ତର୍ଗତ ବେଗୁନିଆ ଗାଁରେ ରହି ଆସିଛି ଭକ୍ତ ବଳରାମ ଦାସଙ୍କ ସମାଧି ପୀଠ । ଯାହାକି ଗୁପ୍ତ ଶ୍ରୀକ୍ଷେତ୍ର ନାମରେ ବେଶ ପରିଚିତ । ଉକ୍ତ କ୍ଷେତ୍ରରେ ଉନ୍ନତି ନେଇ ସ୍ଥାନୀୟ ଅଞ୍ଚଳବାସୀ…
କୋଣାର୍କ: କାହିଁ କେଉଁ କାଳରୁ ଗୋପ ବ୍ଲକ ଅନ୍ତର୍ଗତ ବେଗୁନିଆ ଗାଁରେ ରହି ଆସିଛି ଭକ୍ତ ବଳରାମ ଦାସଙ୍କ ସମାଧି ପୀଠ । ଯାହାକି ଗୁପ୍ତ ଶ୍ରୀକ୍ଷେତ୍ର ନାମରେ ବେଶ ପରିଚିତ । ଉକ୍ତ କ୍ଷେତ୍ରରେ ଉନ୍ନତି ନେଇ ସ୍ଥାନୀୟ ଅଞ୍ଚଳବାସୀ…
ପୁରୀ: ପୁରୀରେ ହବିଷିଆଳି ବ୍ରତ ବା ରାଈଦାମୋଦର ବ୍ରତ ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ବିଭିନ୍ନ ଜିଲ୍ଲାରୁ ହବିଷିଆଳି ଆସି ଶ୍ରୀକ୍ଷେତ୍ରରେ ପହଞ୍ଚିଲେଣି। ପୁରୀରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଳିତ ବର୍ଷ ୪ଟି ସ୍ଥାନରେ ହବିଷିଆଳିଙ୍କ ରହଣି ପାଇଁ ବ୍ୟବସ୍ଥା…
କାମାକ୍ଷାନଗର: ମହାବିରୋଡ଼ ରେଞ୍ଜରେ ଅଜଣା ଜନ୍ତୁ ଆତଙ୍କ । ବାଘ ହୋଇଥିବା ନେଇ ସନ୍ଦେହ କରାଯାଉଛି । କୁଟୁରିଆ ଗାଁରେ ଏକ ଗାଈକୁ ଆକ୍ରମଣ କରିବା ସହ ସ୍ଥାନୀୟ ଜଙ୍ଗଲରେ ଥିବା ସୂଚନା ଦିଆଯାଇଛି । ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା…
ଭୁବନେଶ୍ୱର: ଦଶହରା ଭସାଣ ଶୋଭାଯାତ୍ରା ସମୟରେ ଘଟିଥିବା ଗଣ୍ଡଗୋଳ ଘଟଣାରେ ଅଶାନ୍ତ ହୋଇପଡିଛି ଭାଇଚାରାର ସହର କଟକ । ଦୁଇ ଗୋଷ୍ଠୀ ମଧ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନା ଥମିବାର ନାଁ ନେଉନାହିଁ । ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ସହରରେ ୩୬ ଘଣ୍ଟା…
କଟକ: କଟକରେ ରବିବାର ଉତ୍ତେଜନା ସୃଷ୍ଟି ହେବା ପରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ପରେ ରାତି ପ୍ରାୟ ୯ଟାରେ ଡିଜିପି ଓ୍ବାଇ.ବି. ଖୁରାନିଆ ସହରରେ ବୁଲି ବୁଲି ସ୍ଥିତି ପରଖିଛନ୍ତି। ଡିଜିପିଙ୍କ ସହିତ ଅନ୍ୟ ପୁଲିସ ଅଧିକାରୀ…
ଭୁବନେଶ୍ବର : କଟକ ଘଟଣାରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସମସ୍ତଙ୍କୁ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ସେ ନିବେଦନ କରିଛନ୍ତି । କହିଛନ୍ତି, ଭାଇଚାରାର ଅନନ୍ୟ ନିଦର୍ଶନ ହେଉଛି କଟକ ସହର…
କଟକ; ଦଶହରା ଭସାଣ ଶୋଭାଯାତ୍ରା ସମୟରେ କଟକରେ ଘଟିଥିବା ଗଣ୍ଡଗୋଳ ଘଟଣା ପ୍ରତିବାଦରେ ସୋମବାର ସହରରେ ବନ୍ଦ ଡାକରା ଦିଆଯାଇଛି। ତେଣୁ ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ସହରରେ ଇଣ୍ଟରନେଟ ସେବା ବନ୍ଦ କରିଦିଆଯାଇଛି। ରବିବାର ସନ୍ଧ୍ୟା ୭ଟାରୁ ସୋମବାର ସନ୍ଧ୍ୟା…
କଟକରେ ଭସାଣ ଗଣ୍ଡଗୋଳକୁ ବିରୋଧ କରି ହିନ୍ଦୁ ସଂଗଠନ ପକ୍ଷରୁ ରବିବାର ବିଶାଳ ଶୋଭାଯାତ୍ରା ଆୟୋଜିତ ହୋଇଛି। ତେବେ ଶୋଭାଯାତ୍ରା ଯୋଗୁ ବିଶୃଙ୍ଖଳିତ ପରିସ୍ଥିତି ଉପୁଜିବା ଆଶଙ୍କା କରି ପୁଲିସ ତାହାକୁ ଅଟକାଇବାରୁ ଉତ୍ତେଜନା ପ୍ରକାଶ ପାଇଛି। ଏହାକୁ ନେଇ ପୁଲିସକୁ…
ୟୁକ୍ରେନ ଉପରେ ରୁଷର ପ୍ରଚଣ୍ଡ ଆକ୍ରମଣ। ରାତି ସାରା ୟୁକ୍ରେନର ବିଭିନ୍ନ ସହର ଉପରେ ତୁହାକୁ ତୁହା ମିସାଇଲ ଓ ଡ୍ରୋନ ଆଟାକ। ରାତିରେ କ୍ରେମଲିନ ପକ୍ଷରୁ ପ୍ରାୟ ୫୦ ମିସାଇଲ ଓ ୫ଶହ ଡ୍ରୋନ ଆଟାକ ହୋଇଥିବା ଦାବି କରିଛି…
ନୂଆଦିଲ୍ଲୀ : ବିହାର ବିଧାନସଭା ନିର୍ବାଚନକୁ ନେଇ ବଡ଼ ଘୋଷଣା କରିଛନ୍ତି ନିର୍ବାଚନ ଆୟୋଗ । ଆସନ୍ତା ନଭେମ୍ବର ୨୨ ତାରିଖରେ ବିହାର ବିଧାନସଭାର କାର୍ଯ୍ୟକାଳ ଶେଷ ହେଉଛି । ତେଣୁ ତା’ପୂର୍ବରୁ ବିହାର ବିଧାନସଭାର ନିର୍ବାଚନ ଶେଷ ହେବ ବୋଲି…