ଯେଉଁମାନେ ଭାରତ-ପାକିସ୍ତାନ ମ୍ୟାଚ ଦେଖିଛନ୍ତି ସେମାନେ ଦେଶଦ୍ରୋହୀ: ଉଦ୍ଧବ

ନୂଆଦିଲ୍ଲୀ: ଦୁବାଇରେ ଅନୁଷ୍ଠିତ ଭାରତ-ପାକିସ୍ତାନ କ୍ରିକେଟ୍ ମ୍ୟାଚକୁ ନେଇ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଏକ ବଡ଼ ବୟାନ ଦେଇଛନ୍ତି। ସେ ମ୍ୟାଚ୍ ଦେଖିଥିବା ଲୋକଙ୍କୁ ଦେଶଦ୍ରୋହୀ ବୋଲି କହିଛନ୍ତି। ସେ ଆହୁରି କହିଛନ୍ତି…

ଡିସେମ୍ବରରେ ଭାରତ ଗସ୍ତରେ ଆସିବେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ

ଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଡିସେମ୍ବର ୫-୬ ରେ ଭାରତ ଗସ୍ତରେ ଆସିବେ ବୋଲି ଆଶା କରାଯାଉଛି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସାକ୍ଷାତ କରିବେ ବୋଲି ଆଶା କରାଯାଉଛି। ଦୁଇ ନେତାଙ୍କ ମଧ୍ୟରେ ଏହି ଶିଖର ବୈଠକ…

ହଠାତ୍‌ ଅସୁସ୍ଥ ହୋଇପଡ଼ିଲେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ : ଅସୁସ୍ଥ ହୋଇପଡ଼ିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ। ହଠାତ୍‌ ସେ ଜ୍ୱର ଓ କ୍ଲାନ୍ତ ଅନୁଭବ କରିବାରୁ ତାଙ୍କୁ ବେଙ୍ଗାଲୁରୁ ସ୍ଥିତି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ଏମସ୍‌ ରମୈୟା ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି। ସ୍ୱତନ୍ତ୍ର ଡାକ୍ତରୀ…

ବର୍ଷକରେ ରେଳ ଦୁର୍ଘଟଣା ନେଇଛି ୨୧ ହଜାରରୁ ଅଧିକ ଜୀବନ

ନୂଆଦିଲ୍ଲୀ : ଦେଶରେ ରେଳ ଦୁର୍ଘଟଣା ଯୋଗୁ ଗୋଟିଏ ବର୍ଷରେ ୨୧ ହଜାରରୁ ଅଧିକ ଲୋକଙ୍କ ଜୀବନ ଯାଇଛି। ୨୦୨୩ ବର୍ଷରେ ଦେଶରେ ମୋଟ ୨୪,୬୭୮ଟି ରେଳ ଜନିତ ଦୁର୍ଘଟଣା ଘଟିଥିଲା। ଆଉ ଏଥିରେ ୨୧,୮୦୩ ଜଣଙ୍କ ମୃତ୍ୟୁ ହୋଇଛି। ମହାରାଷ୍ଟ୍ର…

କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩% ବଢ଼ିଲା

ନୂଆଦିଲ୍ଲୀ : ପାର୍ବଣରେ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର। କେନ୍ଦ୍ର କ୍ୟାବିନେଟ ବୁଧବାର ନିଜର କର୍ମଚାରୀ ଓ ପେନସନଧାରୀଙ୍କ ମହଙ୍ଗା ଭତ୍ତାକୁ ୩% ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ସଂଶୋଧିତ ମହଙ୍ଗା ଭତ୍ତା ପିଛିଲା ଭାବେ ଜୁଲାଇ ୧ରୁ…

ଓଡ଼ିଶାରେ କ୍ରାଇମ ଗ୍ରାଫ୍ ଉପରମୁହାଁ

ଭୁବନେଶ୍ବର : ଓଡ଼ିଶାର ଅପରାଧ ହାର ଉପରମୁହାଁ । ଜାତୀୟହାରଠୁ ଢ଼େର ଆଗରେ ରହିଛି ଓଡ଼ିଶାର ଅପରାଧ ହାର । କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଏନସିଆରବି ରିପୋର୍ଟ-୨୦୨୩ରେ ଓଡ଼ିଶାରେ ଅପରାଧର ଏଭଳି ଉଦବେଗଜନକ ଚିତ୍ର ପଦାକୁ ଆସିଛି । ଏହାସହିତ ଏନସିଆରବି…

ଦଶମୀରେ ମାଆଙ୍କୁ ଲାଗି ହେବ ଦହି ପଖାଳ, ହଜାର ହଜାର ଶ୍ରଦ୍ଧାଳୁଙ୍କୁ ମିଳିବ ପ୍ରସାଦ

କଟକ: ଶାରଦୀୟ ଦଶହରା ଅବସରରେ ମାଆ ଦୁର୍ଗା ଆଜି ମଣ୍ଡପରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଉଛନ୍ତି। ମହାନବମୀ ଅବସରରେ ଭକ୍ତମାନେ ପୂଜାମଣ୍ଡପରେ ମାଆଙ୍କୁ ପୂଜାର୍ଚ୍ଚନା କରୁଥିବା ବେଳେ ଆସନ୍ତାକାଲି ବିଜୟା ଦଶମୀ ପାଇଁ ପୂଜା କରିବେ। ପରମ୍ପରା ଅନୁଯାୟୀ କଟକ ସହରର ଅନେକ…

ବ୍ୟବସାୟୀ, ଅଧିକାରୀଙ୍କୁ ଫସାଉଥିଲେ ସାଇବର ଲୁଟେରା

ଅନୁଗୁଳ: କ୍ରାଇମ ସ୍ପଟ୍ ଅନୁଗୁଳ। କିନ୍ତୁ ଅପରେଟ ହେଉଥିଲା ବାଲେଶ୍ଵରରୁ। ବାଲେଶ୍ଵର ସତେ ଯେମିତି ପାଲଟିଯାଇଛି ଓଡ଼ିଶାର ନୂଆ ଜମତାରା। ଜମତାରା ଷ୍ଟାଇଲରେ ସୋରୋରୁ ଚାଲୁଥିଲା ସାଇବର ଅପରାଧର ନେଟୱର୍କ ଚାଲିଥିଲା। ଅନୁଗୁଳ ସାଇବର ଥାନା ଏଭଳି ଏକ ସାଇବର ଅପରାଧ…

ଭୁବନେଶ୍ୱର ରେଳ ଷ୍ଟେସନରୁ ଗଞ୍ଜେଇ ବେପାରୀ ଗିରଫ, ଟୁରିଷ୍ଟ ବେଶରେ କରୁଥିଲେ ବେପାର

ଭୁବନେଶ୍ୱର: ପର୍ଯ୍ୟଟକଙ୍କ ବେଶରେ କରୁଛନ୍ତି ନିଶା ବେପାର। ନିଜକୁ ଟୁରିଷ୍ଟ ପରିଚୟ ଦେଇ ଚାଲିଛି ବେପାର। ଭୁବନେଶ୍ୱର ରେଳ ଷ୍ଟେସନରୁ ଧରାପଡ଼ିଲା ଏହି ଛଦ୍ମବେଶରେ ଥିବା ବିହାରର ଯୁବକ। ଟ୍ରଲି ବ୍ୟାଗ ଭିତରେ ଗଞ୍ଜେଇ ନେବା ବେଳେ ଧରିଲା RPF। ଏହାର…

ଏସଆଇ ପରୀକ୍ଷାରେ ଜାଲିଆତି ମାମଲା: ସିବିଆଇ ତଦନ୍ତ ଦାବି କଲେ ଯୁବ ବିଜେଡି ସଭାପତି

ଭୁବନେଶ୍ୱର: ୧୬ ମାସରେ ୧୬ଟି ନିଯୁକ୍ତି ପରୀକ୍ଷାରେ ବିଭ୍ରାଟ ହେଲାଣି। ଗତକାଲି ବାତିଲ ହୋଇଥିବା ପୋଲିସ ସବ୍ ଇନିସପେକ୍ଟର୍ ପରୀକ୍ଷାରେ କୋଟି କୋଟି ଟଙ୍କାର ଡିଲ୍ ହୋଇଛି। ଏହି କେଳେଙ୍କାରି ଘଟଣା ସାମ୍ନାକୁ ଆସିବା ପରେ ରାଜ୍ୟ ସରକାରଙ୍କର ଅସଲ ଚେହେରା…