ଏସ୍‌ଆଇ ପରୀକ୍ଷା ଜାଲିଆତି ମାମଲା: ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ବ୍ରହ୍ମପୁର : ରାଜ୍ୟରେ ପୋଲିସ ଏସ୍‌ଆଇ ପରୀକ୍ଷା ପୂର୍ବରୁ ବଡ଼ ଜାଲିଆତି ଘଟଣା ସାମ୍ନାକୁ ଆସିଛି। ବୁଧବାର ବ୍ରହ୍ମପୁର ପୋଲିସ ଜିଲା ଗୋଳନ୍ଥରା ଥାନା ପୋଲିସ ପର୍ଦ୍ଦାଫାଶ କରିବା ସହ ପୋଲିସ ୧୧୪ ପରୀକ୍ଷାଥି ଓ ତିନି ଦଲାଲଙ୍କୁ ଗିରଫ କରିଥିବା…

ଦଶହରାରେ ବର୍ଷାର ଆଶଙ୍କା, ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଭୁବନେଶ୍ୱର ସମେତ ରାଜ୍ୟର ଅନେକ ସ୍ଥାନରେ ଦଶହରା ପର୍ବ ଫିକା ପଡ଼ିବାର ଆଶଙ୍କା ଦେଖାଦେଇଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆସନ୍ତାକାଲି (ଅକ୍ଟୋବର ୨) ଏବଂ ଅକ୍ଟୋବର ୩ ତାରିଖ ସକାଳ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।…

କଲେଜ ଛକରେ ଭୁଶୁଡିଲା ଗେଟ୍: ରାଜାବଗିଚାରେ ଭାଙ୍ଗିଲା ତାଜା, ୩ ଆହତ

କଟକ: କଟକରେ ଦଶହରା ମାହୋଲ ଚାଲିଥିବା ବେଳେ ପ୍ରବଳ ବର୍ଷା ପୂଜାକୁ ଫିକା କରିଦେଇଛି। ପ୍ରବଳ ବର୍ଷା ଯୋଗୁଁ କଲେଜ ଛକରେ ଥିବା ଲାଇଟ୍ ଗେଟ୍ ଭୁଶୁଡି ପଡିଛି। ବର୍ଷା ଯୋଗୁଁ କେହି ନଥିବାରୁ କାହାରି କିଛି କ୍ଷତି ହୋଇନଥିବା ସୂଚନା…

କଟକରେ ବିଭିନ୍ନ ପୂଜାମଣ୍ଡପରେ ମାଆଙ୍କୁ ଦର୍ଶନକଲେ ମୁଖ୍ୟମନ୍ତ୍ରୀ

କଟକ- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାରରେ କଟକର ବିଭିନ୍ନ ପୂଜା ମଣ୍ଡପ ମାଆ ଦୂର୍ଗାଙ୍କୁ ଦର୍ଶନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପୂର୍ବାହ୍ନ ରେ ମଣ୍ଡପ ରେ ମା ଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ । ଅପରାହ୍ନରେ…

ଦୁର୍ଗାପୂଜାରେ ନାବାଳକଙ୍କୁ ଛୁରାମାଡ଼: ନାବାଳକ ମୃତ, ଜଣେ ଗୁରୁତର

ପାଇକମାଳ: ଝାରବନ୍ଧ ବ୍ଲକ ଡଭା ଦୁର୍ଗାପୂଜାରେ ବଡ଼ ଅଘଟଣ ଘଟିଛି। ଜଣେ ୧୭ବର୍ଷୀୟ ବାଳକର ଛୁରାମାଡ଼ରେ ମୃତ୍ୟୁ ଘଟିଛି। ମୃତକ ଝାରବନ୍ଧ ବ୍ଲକର ତୁର୍ଲ୍ଲା ଗ୍ରାମର ମାନଠୁ ବରିହା(୧୭) ବୋଲି ଜଣା ପଡ଼ିଛି। ତେବେ ତାଙ୍କ ସମ୍ପର୍କୀୟ ଜଣେ ଗୁରୁତର ଥିବା…

ଅସରାଏ ବର୍ଷା ପରେ ରାଜଧାନୀ ରାସ୍ତାରେ ନାହିଁ ନଥିବା ଭିଡ଼

ଭୁବନେଶ୍ବର: ଭିଡ଼.. ଭିଡ଼… ଭିଡ଼… ଭୁବନେଶ୍ବରରେ ଭିଡ଼ ନା ଭିଡ଼ରେ ଫସିଛି ଭୁବନେଶ୍ବର । ଆଜି ଭୁବନେଶ୍ବରରେ ଅସରାଏ ବର୍ଷା ପରେ ରାଜଧାନୀ ରାସ୍ତାରେ ଦେଖିବାକୁ ମିଳିଥିଲା ନାହିଁ ନଥିବା ଭିଡ଼ । ବର୍ଷା ପାଇଁ ଲୋକେ ତ ଏକରେ ଦୋକାନ…

ଜାତୀୟ ଶିକ୍ଷା ନୀତି ଅନୁଯାୟୀ ପ୍ରଥମ ଥର ‘ବାଲ୍ ବାଟିକା’କୁ ମିଳିଲା ଅନୁମୋଦନ

ନୂଆଦିଲ୍ଲୀ/ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ଓଡ଼ିଶା ସମେତ ଦେଶର ବେସାମରିକ କ୍ଷେତ୍ରରେ ୫୭ଟି ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଏହି ପ୍ରସ୍ତାବରେ ଓଡ଼ିଶାର ୬ଟି ସ୍ଥାନରେ ନୂତନ କେନ୍ଦ୍ରୀୟ…