ବଦଳିବ ୭ ଜିଲ୍ଲାର ଇଂରାଜୀ ନାଁ

ଭୁବନେଶ୍ୱର :  ରାଜ୍ୟର ୭ଟି ଜିଲ୍ଲାର ଇଂରାଜୀ ନାଁ ସଂଶୋଧନ କରିବେ ରାଜ୍ୟ ସରକାର । ବଦଳିବ ୭ ଜିଲ୍ଲାର ଇଂରାଜୀ ନାଁ । ମୋଟ୍ ୧୧ ଜିଲ୍ଲାର ୨୫ଟି ସ୍ଥାନରେ ଇଂରାଜୀ ନାଁ ମଧ୍ୟ ସଂଶୋଧନ ହେବ । ଏନେଇ…

ଲିଙ୍ଗରାଜଙ୍କ ଜାଗର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟ ସଚିବ

ଭୁବନେଶ୍ୱର : ଲିଙ୍ଗରାଜଙ୍କ ଜାଗର ନୀତିରେ ଅବହେଳା ଗ୍ରହଣୀୟ ନୁହେଁ । ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ନୀତିରେ ବାରମ୍ବାର ବିଭ୍ରାଟ ହେଉଛି । ବଡ଼ ବଡ଼ ପର୍ବପର୍ବାଣୀରେ ଠାକୁର ଉପାସ ରହୁଛନ୍ତି । ଆଗକୁ ଜାଗର ଅଛି । ତେଣୁ ମହାପ୍ରଭୁ ଲିଙ୍ଗରାଜଙ୍କ…

ମହାନଦୀ ଜଳ ବିବାଦ, ୭ରେ ଟ୍ରିବ୍ୟୁନାଲରେ ଶୁଣାଣି

କଟକ: କେମିତି ହେବ ମହାନଦୀ ଜଳ ବିବାଦ ସମସ୍ୟାର ସମାଧାନ? ମହାନଦୀ ଜଳ ବିବାଦର ସମାଧାନ ପାଇଁ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। ଫେବୃଆରୀ ୭ରେ ମହାନଦୀ ଜଳ ବିବାଦ ନେଇ ଟ୍ରିବ୍ୟୁନାଲରେ ହେବ ଶୁଣାଣି । ଏହା ପୂର୍ବରୁ…

ଆସନ୍ତାକାଲିଠାରୁ ଖସିବ ପାରଦ, ଫେରିବ ଶୀତ

ଭୁବନେଶ୍ୱର: କିଛି ଦିନ ହେବ ରାଜ୍ୟରେ କମ ଶୀତ ଅନୁଭୁତ ହେଉଛି। ଗୁରୁବାର ରାଜ୍ୟର ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ଅଧିକ ରହିବ। ଉପକୂଳ ଓଡ଼ିଶାର ଅନେକ ସ୍ଥାନରେ ପାରଦ ୧୬-୧୭ ଡିଗ୍ରୀ ପାଖାପାଖି ରହିପାରେ। କିନ୍ତୁ ଶୁକ୍ରବାରଠାରୁ ପାରଦ ସାମାନ୍ୟ…

ଚଢ଼ିଗଲା ପାଇଖାନା ଟାଙ୍କି ସଫେଇ ଗାଡ଼ି; ୨ମୃତ

ଆନନ୍ଦପୁର : ପାଇଖାନା ଟାଙ୍କି ସଫେଇ ଗାଡ଼ି ଧକ୍କାରେ ୨ମୃତ । କାମଶାରି ଫେରିବା ସମୟରେ ପଛରୁ ଧକ୍କା ଦେଲା ପାଇଖାନା ଟାଙ୍କି ସଫେଇ ଗାଡ଼ି । ସୂଚନା ଅନୁସାରେ ଘଷିପୁରା ଥାନା ଅନ୍ତର୍ଗତ ମର୍ଶାପାଳ ଗ୍ରାମର ନାରଣ ଟୁଡୁ, ଭାଗି…

ଉତ୍ତରାଖଣ୍ଡରେ ମଦ୍ରାସା ବୋର୍ଡ ଉଚ୍ଛେଦ

ଡେରାଡୁନ୍: ଉତ୍ତରାଖଣ୍ଡର ପୁଷ୍କର ସିଂହ ଧାମି ସରକାର ମଦ୍ରାସା ବୋର୍ଡ ଉଚ୍ଛେଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଉଚ୍ଛେଦ ପରେ ସରକାର ଏହାକୁ ଏକ ନୂତନ ପ୍ରାଧିକରଣ ସହିତ ବଦଳାଇବେ। ରାଜ୍ୟପାଳଙ୍କ ଅନୁମୋଦନ ପରେ ଧାମି ସରକାର ରାଜ୍ୟ ସଂଖ୍ୟାଲଘୁ ଶିକ୍ଷା ପ୍ରାଧିକରଣ…

ମଣିପୁରରୁ ହଟିଲା ରାଷ୍ଟ୍ରପତି ଶାସନ, ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ୟୁମନାମ୍ ଖେମଚାନ୍ଦ ସିଂହ

ମଣିପୁର : ପ୍ରାୟ ଏକ ବର୍ଷ ପରେ ମଣିପୁରରେ ରାଷ୍ଟ୍ରପତି ଶାସନ ପ୍ରତ୍ୟାହାର କରାଯାଇଛି । ଏନେଇ ଗୃହ ମନ୍ତ୍ରଣାଳୟ (MHA) ଦ୍ୱାରା ଏକ ସରକାରୀ ବିଜ୍ଞପ୍ତି ଜରି କରାଯାଇଛି । ଜାରି କରାଯାଇଥିବା ନୋଟିସରେ ଲେଖାଯାଇଛି ଯେ, ” ମୁଁ ଦ୍ରୌପଦୀ…

ତୁର୍କୀସ୍ ଏୟାରଲାଇନ୍ସ ବିମାନ ଇଞ୍ଜିନରେ ଲାଗିଲା ନିଆଁ ; ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ନୂଆଦିଲ୍ଲୀ: ବୁଧବାର ଅପରାହ୍ନରେ ତୁର୍କୀସ୍ ଏୟାରଲାଇନ୍ସର ଏକ ଯାତ୍ରୀବାହୀ ବିମାନର ଡାହାଣ ଇଞ୍ଜିନରେ ନିଆଁ ଲାଗିଯାଇଛି । ପରେ ବିମାନଟିକୁ କୋଲକାତା ବିମାନବନ୍ଦରରେ ଜରୁରୀ ଅବତାରଣା କରାଯାଇଛି । ନେପାଳ ରାଜଧାନୀରୁ ଇସ୍ତାନବୁଲ ଅଭିମୁଖେ ଯାଉଥିବା ତୁର୍କୀସ୍ ଏୟାରଲାଇନ୍ସର ବିମାନଟି ଉଡ଼ାଣ…

ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଜୈଶ୍ ଆତଙ୍କୀ ନିହତ

ଉଧମପୁର : ଜମ୍ମୁ କାଶ୍ମୀରରେ ସୁରକ୍ଷା ବାହିନୀକୁ ଏକ ବଡ଼ ସଫଳତା ମିଳିଛି। ଉଧମପୁରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଜୈଶ୍ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି। ନିହତଙ୍କ ମଧ୍ୟରେ ଜୈସ୍‌ କମାଣ୍ଡର ଥିବା ଜଣାପଡିଛି। ଗତକାଲିଠାରୁ ସେନା ଏବଂ ଆତଙ୍କବାଦୀଙ୍କ…

ଲିବିୟା ପୂର୍ବତନ ଏକଛତ୍ରବାଦୀ କର୍ଣ୍ଣେଲ ମୁଅମ୍ମର ଗଦ୍ଦାଫିଙ୍କ ପୁଅ ସୈଫଙ୍କୁ ହତ୍ୟା

ନୂଆଦିଲ୍ଲୀ : ଲିବିୟା ପୂର୍ବତନ ଏକଛତ୍ରବାଦୀ କର୍ଣ୍ଣେଲ ମୁଅମ୍ମର ଗଦ୍ଦାଫିଙ୍କ ପୁଅ ସୈଫ ଅଲ-ଇସଲାମ ଗଦ୍ଦାଫିଙ୍କୁ ହତ୍ୟା । ସୈଫ ଅଲ୍ ଗଦ୍ଦାଫିଙ୍କୁ ତାଙ୍କ ଘରେ ପଶି ୪ ମୁଖା ପିନ୍ଧା ଦୁର୍ବୃତ୍ତ ହତ୍ୟା କରିଥିବା ସୂଚନା ମିଳିଛି । ୫୩ ବର୍ଷୀୟ…