ପୀତବାସ ହତ୍ୟା ମାମଲା: ବିକ୍ରମ ପଣ୍ଡାଙ୍କ ସମେତ ୧୫ ଅଭିଯୁକ୍ତ କୋର୍ଟରେ ହାଜର

ବ୍ରହ୍ମପୁର: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା। ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ସମେତ ୧୫ ଜଣ ଅଭିଯୁକ୍ତ ଆଜି ବ୍ରହ୍ମପୁର ଜିଲ୍ଲା କୋର୍ଟରେ ହାଜର ହୋଇଛନ୍ତି। ଏହି ମାମଲାର ଅନ୍ୟତମ ଅଭିଯୁକ୍ତ ଥିବା ବିଜେଡି ନେତା ମଦନ ଦଳାଇ ଅସୁସ୍ଥତା…

ଆସନ୍ତାକାଲି ଯାଜପୁର ପୌରାଞ୍ଚଳରେ ସବୁ ସ୍କୁଲ୍‌ ଛୁଟି

ଯାଜପୁର : ଆଜିଠାରୁ ୬ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ଯାଜପୁର, ବାଲେଶ୍ବର, ପୁରୀ, ମୟୂରଭଞ୍ଜ ଏବଂ ଭୁବନେଶ୍ବରର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେ‌ବେ। ମହାମହିମଙ୍କ ଗସ୍ତକୁ ଆଖି ଆଗରେ ରଖି ଆସନ୍ତାକାଲି ଯାଜପୁର ପୌରାଞ୍ଚଳରେ ସବୁ…

ଭୁବନେଶ୍ବରରେ ପହଞ୍ଚିିଲେ ମହାମହିମ ଦ୍ରୌପଦୀ ମୁର୍ମୁ

ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୬ଦିନିଆ ଓଡ଼ିଶା ଗସ୍ତରେ ଆସି ପହଞ୍ଚିଛନ୍ତି। ସେ ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ବରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛନ୍ତି। ମହାମହିମଙ୍କ ସ୍ବାଗତ ପାଇଁ ରାଜ୍ୟପାଳ ହରିବାବୁ କମ୍ଭବପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,…

ହତ୍ୟାକାରୀଙ୍କ ଗିରଫ ଦାବିରେ ରାସ୍ତାକୁ ଓହ୍ଲାଇଲା କିନ୍ନର ସଂଗଠନ

ଭୁବନେଶ୍ୱର : ରାଜଧାନୀରେ କିନ୍ନରଙ୍କୁ ବୀଭତ୍ସ ହତ୍ୟା । ହତ୍ୟାକାରୀଙ୍କ ଗିରଫ ଦାବିରେ ରାଜରାସ୍ତାକୁ ଓହ୍ଲାଇଲେ କିନ୍ନର ସଂଗଠନ । ଏୟାରପୋର୍ଟ ଏଜି ଛକରେ ରାସ୍ତା ରୋକ କରିବା ସହ କ୍ୟାପିଟାଲ ହସ୍ପିଟାଲ ଛକରେ ଆନ୍ଦୋଳନ କରିଛନ୍ତି । ପୋଷ୍ଟମର୍ଟମ ପରେ ଆନ୍ଦୋଳନକୁ…

IFS ସନତ କୁମାର ଏନ୍ ହେଲେ ନନ୍ଦନକାନନ ନୂଆ ନିର୍ଦ୍ଦେଶକ

ଭୁବନେଶ୍ୱର : ନନ୍ଦନକାନନ ପ୍ରାଣୀ ଉଦ୍ୟାନ ନୂଆ ନିର୍ଦେଶକ ହେଲେ ସନଥ କୁମାର ଏନ। ସେ ପୂର୍ବରୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଡେପୁଟି ନିର୍ଦେଶକ ଥିଲେ ସନଥ। ଏନେଇ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି।ପୂର୍ବରୁ  ନନ୍ଦନକାନନ…

ନୂଆ ରୂପ ପାଇବ ଯୋରନ୍ଦା ମହିମା ଗାଦି, ୨୪୦ କୋଟିରେ ୨୬୩ ଫୁଟର ହେବ ମନ୍ଦିର ନିର୍ମାଣ

ଢେଙ୍କାନାଳ : ଯୋରନ୍ଦା ମହିମା ଗାଦିର ଉନ୍ନତି ପାଇଁ ନୂତନ ପ୍ରକଳ୍ପର ଶିଳାନ୍ୟାସ । ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୋଗଦେଇ ନୂତନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଯୋରନ୍ଦାରେ ଭବ୍ୟ ମନ୍ଦିର ନିର୍ମାଣ ହେବ । ୨୪୦ କୋଟି…

ସନ୍ଦେହଜନକ ଅବସ୍ଥାରେ ଅବସରପ୍ରାପ୍ତ ନର୍ସଙ୍କ ମୃତଦେହ ଉଦ୍ଧାର

ଭଦ୍ରକ: ଅବସରପ୍ରାପ୍ତ ନର୍ସଙ୍କ ସନ୍ଦେହଜନକ ମୃତ୍ୟୁ । ହତ୍ୟା ଅଭିଯୋଗ ଆଣିଲେ ପରିବାର । ଭଦ୍ରକ ଟାଉନ ଥାନା ବନ୍ତ ଛକରେ ଘର ଭିତରୁ ଅବସରପ୍ରାପ୍ତ ନର୍ସଙ୍କ ମୃତଦେହ ମିଳିଛି । ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ମିଳିଛି । ସୂଚନା ଅନୁଯାୟୀ,…

୧୦୦କିମି ସାଇକେଲ ଯାତ୍ରା କରି ଚାଷୀଙ୍କ ସମସ୍ୟା ବୁଝିଲେ ଉପଜିଲ୍ଲାପାଳ

ନରସିଂହପୁର: ସାଇକେଲରେ ଯାଇ ଚାଷୀଙ୍କ ସମସ୍ୟା ବୁଝିଲେ ଉପଜିଲ୍ଲାପାଳ। ଆଠଗଡ଼ ଉପଜିଲ୍ଲାପାଳଙ୍କର ୧୦୦କିମି ସାଇକେଲ ଯାତ୍ରା । ଆଠଗଡ଼ ଉପ ଜିଲ୍ଲାପାଳ ଅଫିସରୁ ବାହାରି ତିଗିରିଆ ବଡମ୍ବା ନରସିଂହପୁର ଗସ୍ତ କରିଛନ୍ତି ଆଠଗଡ଼ ଉପ-ଜିଲ୍ଲାପାଳ ପ୍ରହଲ୍ଲାଦ ନାରାୟଣ ଶର୍ମା । ଏହି ସାଇକେଲ…

ରାଜଧାନୀରେ କିନ୍ନରଙ୍କୁ ହତ୍ୟା

ଭୁବନେଶ୍ବର: ରାଜଧାନୀରେ କିନ୍ନରଙ୍କୁ ହତ୍ୟା । ଉତ୍ତରାକୌଶଲ୍ୟାଗଙ୍ଗ ନିକଟରେ ବୀଭତ୍ସ ହତ୍ୟାକାଣ୍ଡ। ଦୁର୍ବୃତ୍ତମାନେ ଜଣେ କିନ୍ନରଙ୍କୁ ଖିନଭିନ୍ କରି ହାଣି ହତ୍ୟା କରିଛନ୍ତି। ମୃତକ କିନ୍ନରଙ୍କ ନା ଅଞ୍ଜଳି। ତାଙ୍କ ଘର କଟକ ସାଲେପୁରରେ । ସେ ଭୁନେଶ୍ବରରେ ରହୁଥିଲେ। ଗତକାଲି ସନ୍ଧ୍ୟାରେ…

ଚୌଦ୍ଵାର ଜେଲରେ କଏଦୀଙ୍କ ମୃତ୍ୟୁ

କଟକ: ଚୌଦ୍ଵାର ଜେଲରେ ବିଚାରଧୀନ କଏଦୀଙ୍କ ମୃତ୍ୟୁ ।  ବର୍ଷେ ହେବ ସଜ୍ଜା ଭୋଗୁଥିଲେ ।  ବିଚାରାଧୀନ କଏଦୀ ଭାବେ ହାଇ ସିକ୍ୟୁରିଟି ସେଲରେ ଥିଲ । ମୃତ କଏଦୀ ଜଟକ ଦରଘାବଳାର ଥାନା ହାତୀପୋର୍ଖରୀ ଅଂଚଳର ମହମ୍ମଦ କଲିମ୍ ଖାନ୍ ।…