ହୋଟେଲରୁ ଆଇପିଏଲ୍ରେ କାର୍ଯ୍ୟରତ ବ୍ରଡକାଷ୍ଟ ଇଞ୍ଜିନିୟରଙ୍କ ମୃତଦେହ ଉଦ୍ଧାର
ନୂଆଦିଲ୍ଲୀ: ମାର୍ଚ୍ଚ ୨୮ ତାରିଖରୁ ଆଇପିଏଲର ନୂଆ ସିଜିନ୍ ଆରମ୍ଭ ହୋଇଛି। ଏହି ସମୟରେ ଟୁର୍ଣ୍ଣାମେଣ୍ଟ ସହ ଜଡିତ ଏକ ବଡ ଖବର ସାମ୍ନାକୁ ଆସିଛି। ଟୁର୍ଣ୍ଣାମେଣ୍ଟ ପାଇଁ ବ୍ରଡକାଷ୍ଟ ଇଞ୍ଜିନିୟର ଭାବରେ କାମ କରୁଥିବା ଜଣେ ବ୍ରିଟିଶ ନାଗରିକଙ୍କ ମୃତ୍ୟୁ…
