August 2026

ଜନଜାତି ଓ ଜାତି ଉନ୍ନୟନ ବିଭାଗ ଅନ୍ୱେଶା ହଷ୍ଟେଲ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ

କଣ୍ଟାବାଞ୍ଜି : ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ହିଆଁଲ ଗାଁରେ ଥିବା ୩୦୦ ଶଯ୍ୟା ବିଶିଷ୍ଟ ଜନଜାତି ଓ ଜାତି ଉନ୍ନୟନ ବିଭାଗର ଅନ୍ୱେଶା ହଷ୍ଟେଲରେ ରହୁଥିବା ଛାତ୍ର ଜଗନ୍ନାଥ ଧରୁଆଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଛି। ଗତକାଲି ସ୍କୁଲରେ ଥିବା…

MMDR ବିଲ୍ ଉପରେ ସ୍ୱତନ୍ତ୍ର ବିଧାନସଭା ଅଧିବେଶନ ଡାକିବାକୁ କଂଗ୍ରେସର ଦାବି

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଦ୍ୱାରା ଅଣାଯାଇଥିବା ଖଣିଜ ଓ ଖଣି ଉନ୍ନୟନ ଏବଂ ନିୟନ୍ତ୍ରଣ ସଂଶୋଧନ ବିଲ୍‌କୁ ନେଇ ଓଡ଼ିଶାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ବିଲ୍ ଯୋଗୁଁ ରାଜ୍ୟକୁ ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ଆର୍ଥିକ କ୍ଷତି…

ପ୍ରତିବର୍ଷ ଅଗଷ୍ଟ ଚତୁର୍ଥ ଶନିବାର ପାଳିତ ହେବ ‘ଗରିମା ଦିବସ’

ଭୁବନେଶ୍ୱର: ପ୍ରତିବର୍ଷ ଅଗଷ୍ଟ ମାସର ଚତୁର୍ଥ ଶନିବାର ‘ଗରିମା ଦିବସ’ ଭାବେ ପାଳିତ ହେବ। ସମୃଦ୍ଧ ଓଡ଼ିଶା ପାଇଁ ସ୍ୱଚ୍ଛ ସହର, ସୁରକ୍ଷିତ ପରିବେଶ ଏବଂ ଯେଉଁ ଲୋକମାନେ ଏହି ସ୍ୱଚ୍ଛତାକୁ ନିଶ୍ଚିତ କରୁଛନ୍ତି। ସେମାନଙ୍କ ସୁରକ୍ଷିତ ଜୀବନ ଏକାନ୍ତ ଅପରିହାର୍ଯ୍ୟ…

ରକ୍ତ ପରୀକ୍ଷା ପାଇଁ କରାଯିବ ଟୋକୋନ୍ ବ୍ୟବସ୍ଥା, ଆଉ ଘଣ୍ଟାଘଣ୍ଟା ଠିଆ ହେବେ ନାହିଁ ରୋଗୀ

ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲରେ ରକ୍ତ ପରୀକ୍ଷା ପାଇଁ ଆଉ ଧାାଡିରେ ଘଣ୍ଟା ଘଣ୍ଟା ଠିଆ ହେବାକୁ ପଡ଼ିବ ନାହିଁ । ସେଥିପାଇଁ ପାଥୋଲୋଜି ବିଭାଗରେ ନିର୍ମାଣ ଚାଲିଛି ସ୍ୱତନ୍ତ୍ର ରକ୍ତ ପରୀକ୍ଷା ୟୁନିଟ୍ । ସେଠାରେ ପ୍ରାୟ ୨୫୦ରୁ ଅଧିକ ରୋଗୀଙ୍କୁ…

ଖରିଫ ଋତୁ ପାଇଁ ପଞ୍ଜୀକରଣ କଲେଣି ୭ ଲକ୍ଷରୁ ଅଧିକ ଚାଷୀ: ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର

ଭୁବନେଶ୍ୱର: ଖରିଫ ଋତୁ ପାଇଁ ୭ ଲକ୍ଷରୁ ଅଧିକ ଚାଷୀ ପଞ୍ଜୀକରଣ କରିସାରିଲେଣି । ଏନେଇ ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ଆହୁରି କହିଛନ୍ତି, ଏହି ପ୍ରକ୍ରିୟାକୁ ସରଳ କରାଯାଇଛି । କୌଣସି ପ୍ରକାରର…

ସର୍ପାଘାତରେ ଚାଲିଗଲା କକା-ପୁତୁରାଙ୍କ ଜୀବନ

ନୂଆପଡ଼ା: ରାତିରେ ଖୋଲା କ୍ୟାମ୍ପରେ ଶୋଇଥିବା ବେଳେ ଅଜାଣତରେ ବିଷାକ୍ତ ସାପ କାମୁଡ଼ିଦେଲା। ସାପ କାମୁଡ଼ିଥିବା ଜାଣିପାରିଲେ ନାହିଁ କକା-ପୁତୁରା। ଅନ୍ୟ ଜଣେ ଶ୍ରମିକଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ନେବା ପରେ ସେଠାରେ ଜଣାପଡ଼ିଲା କକା-ପୁତୁରାଙ୍କୁ ମଧ୍ୟ ସାପ କାମୁଡ଼ିଛି। ଚିକିତ୍ସାଧୀନ…

ମାଷ୍ଟରକ୍ୟାଣ୍ଟିନ ହିଂସା: ବନ୍ଧା ହେଲେ ଅନଲାଇନ୍ ଅଟୋ ସଂଘ ସଭାପତି ଦୀନବନ୍ଧୁ ନାୟକ

ଭୁବନେଶ୍ବର: ଗିରଫ ପରେ ଜେଲ ଗଲେ ସ୍ମାର୍ଟ୍ ସିଟି ଅନଲାଇନ ଟ୍ୟାକ୍ସି ଓ ଅଟୋ ଚାଳକ ସଙ୍ଘ ସଭାପତି ଦୀନବନ୍ଧୁ ନାୟକ । ଗତକାଲି ପୁରୀରୁ ତାଙ୍କୁ ଗିରଫ କରାଯାଇଥିଲା। ପରେ ବିଳିମ୍ବିତ ରାତିରେ ଭୁବନେଶ୍ୱର ଆଣି କୋର୍ଟରେ ହାଜର କରାଯାଇଥିଲା।…

ନାଇଜେରିଆରେ ଡଙ୍ଗା ବୁଡ଼ି ୫୦ରୁ ଅଧିକ ମୃତ

ଆବୁଜା: ନାଇଜେରିଆର ଉତ୍ତର-ପଶ୍ଚିମ ସୋକୋଟୋ ରାଜ୍ୟରେ ଡଙ୍ଗା ବୁଡ଼ି ଅତି କମ୍‌ରେ ୫୦ ଜଣଙ୍କ ମୃତ୍ୟୁ ହୋଇଛି। ଗୋରାଉ ଅଞ୍ଚଳ ନିକଟ ଗୋରୋନ୍ୟୋ ପାଖ ନଦୀରେ ଗୁରୁବାର ଏହି ଦୁର୍ଘଟଣା ଘଟିଥିବା ଅଧିକାରୀମାନେ କହିଛନ୍ତି। ମୃତକଙ୍କ ମଧ୍ୟରେ ପ୍ରାୟ ୪୦ ଜଣ…

୩୧ ଯାଏ ବଢ଼ିଲା ପ୍ରଧାନମନ୍ତ୍ରୀ ଫସଲ ବୀମା ପଞ୍ଜୀକରଣ ଅବଧି

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଖରିଫ-୨୦୨୬ ପାଇଁ ଚାଲିଥିବା ପଞ୍ଜୀକରଣ ଅବଧି ଅଗଷ୍ଟ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପ୍ରାକୃତିକ ବିପର୍ଯ୍ୟୟ ଏବଂ ଅନ୍ୟାନ୍ୟ ଅନିଶ୍ଚିତତା ହେତୁ…

FIR ରୁଜୁ ଦାବିରେ ସଂସଦ ମାର୍ଗ ଥାନାରେ ରାହୁଲ ଗାନ୍ଧୀଙ୍କ ଧାରଣା

ନୂଆଦିଲ୍ଲୀ : ଦିଲ୍ଲୀ ସଂସଦ ମାର୍ଗ ଥାନାରେ ହାଇଭୋଲଟେଜ୍ ଡ୍ରାମା । ଛାତ୍ର ଆନ୍ଦୋଳନ ବେଳେ ପେଲେଟ୍ ମାଡ଼ ଘଟଣାରେ FIR ରୁଜୁ ଦାବିରେ ସଂସଦ ମାର୍ଗ ଥାନାରେ ଥାନାରେ ରାହୁଲ ଗାନ୍ଧୀ ଧାରଣା ଦେଇଛନ୍ତି । ଜୁଲାଇ ୨୦ରେ ଦିଲ୍ଲୀରେ…