August 2026

୩ ଦିନ ହେଲା ଘରେ ପଡ଼ି ରହିଛି ବୃଦ୍ଧାଙ୍କ ମୃତଦେହ, ଜଗି ରହିଛି ବୋହୂ

ରାଜନଗର: ମୃତଦେହକୁ ଅସମ୍ମାନ । ତିନିଦିନ ହେବ ପଡି ରହିଛି ମୃତଦେହ। ହୋଇ ପାରୁନି ଶବ ସତ୍କାର । ବୃଦ୍ଧାଙ୍କ ମୃତଦେହକୁ ଜଗିରହିଛି ବୋହୂ । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ତାଳଚୁଆ ଥାନା ଅନ୍ତର୍ଗତ ବୀରଭଞ୍ଜପୁର ଗାଁରେ ଅଭାବନୀୟ ଘଟଣା ।…

ଭୁବନେଶ୍ୱର ଷ୍ଟେସନରେ ଯୁବକକୁ ମରଣାନ୍ତକ ଆକ୍ରମଣ

ଭୁବନେଶ୍ଵର : ରାଜଧାନୀର ହାଇ ସିକ୍ୟୁରିଟି ଜୋନରେ ଉନ୍ମତ୍ତକାଣ୍ଡ । ଯୁବକଙ୍କୁ ପିଟିପିଟି ହତ୍ୟା ଉଦ୍ୟମ । ଭୁବନେଶ୍ବର ରେଳ ଷ୍ଟେସନ ଭିତରେ ସଂଘବଦ୍ଧ ଆକ୍ରମଣ ହୋଇଛି । ଏକ ନମ୍ବର ପ୍ଲାଟଫର୍ମରେ ଜଣେ ଯୁବକକୁ ନିସ୍ତୁକ ପିଟୁଛନ୍ତି ଯୁବକ ।…

ସୁବର୍ଣ୍ଣରେଖାରେ କମୁଛି ବନ୍ୟା ପାଣି, ତଥାପି ଟଳିନି ବିପଦ

ଭୁବନେଶ୍ୱର: ସୁବର୍ଣ୍ଣରେଖାରେ କମୁଛି ପାଣି, ହେଲେ ଟଳିନି ବନ୍ୟା ବିପଦ । ବାଲେଶ୍ୱର ସୁବର୍ଣ୍ଣରେଖାରେ ଧୀରେ ଧୀରେ କମୁଛି ବନ୍ୟା ପାଣି । ସକାଳ ୬ଟା ସୁଦ୍ଧା ରାଜଘାଟ ନିକଟରେ ବିପଦ ସଙ୍କେତ ୧୦.୩୬ ମିଟର ରହିଥିବା ବେଳେ ଜଳସ୍ତର ୯.୮୦…

ଗାଁ ନିକଟରେ ଡେରା ଜମାଇଛନ୍ତି ୧୫ ଟିକିଆ ହାତୀ ପଲ, ଆତଙ୍କିତ ସରଧାପୁରବାସୀ

ଅନୁଗୋଳ: ଅନୁଗୋଳ ବ୍ଲକ ପୁରୁଣାଗଡ଼ ସେକ୍ସନ ଅନ୍ତର୍ଗତ ସରଧାପୁର ଗ୍ରାମରେ ହାତୀ ଆତଙ୍କ ତୀବ୍ର ରୂପ ନେଇଛି। ଗ୍ରାମ ନିକଟରେ ୧୫ ଟିକିଆ ହାତୀ ପଲ ଡେରା ଜମାଇବା ସହ ସିଧାସଳଖ ଗାଁ ଭିତରକୁ ପଶିଆସୁଥ‌ିବାରୁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ…

ସାମାନ୍ୟ ବଚସାରୁ ଜଘନ୍ୟ ହତ୍ୟାକାଣ୍ତ : ଛୁରାମାଡ଼ରେ ବାପା ମୃତ, ପୁଅ ଗୁରୁତର

ଦେବଗଡ଼:ସାମାନ୍ୟ ବଚସାକୁ କେନ୍ଦ୍ର କରି ବାପା ଓ ପୁଅଙ୍କୁ ଛୁରାମାଡ। ଏଭଳି ଜଘନ୍ୟ ହତ୍ୟାକାଣ୍ତ ଘଟିଛି, ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ଗୌଡସୁଗୁଡ଼ା ଗ୍ରାମରେ। ଛୁରାମାଡରେ ପୁଅ ଟିକେଶ୍ଵର ସାହୁ ଆହାତ ହୋଇଥିବା ବେଳେ ତାଙ୍କ ବାପା ଗୌତମ ସାହୁଙ୍କ…

କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲଙ୍କ ପାରାଦୀପ ବନ୍ଦର ଗସ୍ତ, ୪୨୮ କୋଟିର ପ୍ରକଳ୍ପ ଉଦ୍‌ଘାଟନ କଲେ

ପାରାଦୀପ: ଆଜି ପାରାଦୀପ ବନ୍ଦରର ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଏକ ନୂତନ ଏବଂ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡ଼ି ହୋଇଛି। ଶୁକ୍ରବାର ଦିନ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ପାରାଦୀପ ବନ୍ଦର ଗସ୍ତରେ ଆସି ୪୨୭.୮୦…

ବନ୍ଦ ହେଲା ହୀରାକୁଦର ୬ଟି ସ୍ଲୁଇସ ଗେଟ୍‌,୧୧ ଗେଟ୍ ଦେଇ ଜଳ ନିଷ୍କାସନ

ହୀରାକୁଦ:ସମ୍ବଲପୁରର ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ କ୍ରମଶଃ ହ୍ରାସ ପାଉଛି । ଫଳରେ ଗୁରୁବାର ରାତିରେ ୨ଟି ଓ ଶୁକ୍ରବାର ସକାଳେ ପୁଣି ୪ଟି ମୋଟ ସମୁଦାୟ ୬ଟି ସ୍ଲୁଇସ ଗେଟ୍‌କୁ ବନ୍ଦ କରାଯାଇଛି । ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରରୁ…

ନୟାଗଡ଼ରୁ ମିଳିବ ସୁଭଦ୍ରା ୫ମ କିସ୍ତି; ପ୍ରସ୍ତୁତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ଭୁବନେଶ୍ୱର: ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ରାଜ୍ୟର କୋଟିଏରୁ ଊର୍ଦ୍ଧ୍ୱ ମହିଳାଙ୍କୁ ରାଜ୍ୟ ସରକାର ଦେବାକୁ ଯାଉଛନ୍ତି ଏକ ବଡ଼ ଉପହାର । ରାଜ୍ୟ ସରକାରଙ୍କ ଯୁଗାନ୍ତକାରୀ ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ଟଙ୍କା ରାଖୀ ପୂର୍ଣ୍ଣିମା ଦିନ ନୟାଗଡ଼ ଜିଲ୍ଲାରେ…

ବର୍ଷିଆନ ସଙ୍ଗୀତଜ୍ଞ ପ୍ରଣବ ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ୱର: ଆଉ ନାହାଁନ୍ତି ବର୍ଷିଆନ ସଙ୍ଗୀତଜ୍ଞ ପ୍ରଣବ ପଟ୍ଟନାୟ । ୮୮ ବର୍ଷ ବୟସରେ ଆଖି ବୁଜିଛନ୍ତି ସେ । ଭୁବନେଶ୍ୱରସ୍ଥିତ ବାସଭବନରେ ପରଲୋକ ହୋଇଛି । ତାଙ୍କର ମୃତ୍ୟୁ ପରେ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ପହଞ୍ଚିଛନ୍ତି । ସଙ୍ଗୀତ ନାଟକ…

ଏଯାଏଁ ଶକ୍ତିଶାଳୀ ହୋଇନି ଏଲ୍‌ନିନୋ, ତଥାପି ବିଶ୍ୱ ଉପରେ ଭୟଙ୍କର ପ୍ରଭାବ

ନୂଆଦିଲ୍ଲୀ: ପ୍ରଶାନ୍ତ ମହାସାଗରରେ ଏଲ୍‌ନିନୋ କ୍ରମଶଃ ଶକ୍ତିଶାଳୀ ହେଉଛି। ତେବେ ଏହି ଘଟଣା ଏଯାଏଁ ତା’ର ସର୍ବୋଚ୍ଚ ସ୍ତରରେ ପହଞ୍ଚି ନ ଥିଲେ ମଧ୍ୟ ବିଶ୍ୱର ବିଭିନ୍ନ ଅଞ୍ଚଳରେ ଏହାର ପ୍ରଭାବ ଦେଖାଦେଇଛି। ବୈଜ୍ଞାନିକମାନଙ୍କ ଆକଳନ ଅନୁସାରେ, ୨୦୨୬-୨୭ର ଏଲ୍‌ନିନୋ ଅତି…