August 2026

ଲୋକଭବନରେ ରାଜ୍ୟପାଳଙ୍କୁ ସାକ୍ଷାତ କଲେ ଅନ୍ତରୀଣ ଡିଜିପି

ଭୁବନେଶ୍ୱର: ଅନ୍ତରୀଣ ଡିଜିପି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଆଇପିଏସ୍‌ ଅଧିକାରୀ ବିନୟତୋଷ ମିଶ୍ର ସୋମବାର ଲୋକଭବନରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତିଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ସମୟରେ ରାଜ୍ୟପାଳ ତାଙ୍କୁ ନୂତନ ଦାୟିତ୍ୱ ପାଇଁ ଶୁଭେଚ୍ଛା ଜଣାଇବା…

୪ ଦିନ ତଳେ ବନ୍ୟା ପାଣିରେ ଭାସିଯାଇଥିବା ନିଖୋଜ ଗଣେଶଙ୍କ ମୃତଦେହ ଉଦ୍ଧାର

ଭଦ୍ରକ: ଗେଙ୍ଗୁଟି ନଦୀର ବନ୍ୟାଜଳ ସ୍ରୋତରେ ଭାସିଯାଇ ଗତ ଶୁକ୍ରବାରଠାରୁ ନିଖୋଜ ଥିବା ଧାମନଗର ବ୍ଲକ ଦିହୁଡ଼ି-ଆନନ୍ଦପୁର ପଞ୍ଚାୟତ ପାହାଡ଼ପୁର ଯେନାସାହି ଗ୍ରାମର ଗଣେଶ ଯେନା (୫୦)ଙ୍କ ମୃତଦେହ ସୋମବାର ଉଦ୍ଧାର ହୋଇଛି। ଗଣେଶ ନିଖୋଜ ହେବା ପରେ ଗତ ୪…

ଲଘୁଚାପ ପ୍ରଭାବରେ ବଢ଼ିବ ବର୍ଷାର ପ୍ରକୋପ: ୧୮ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନ ଯିବାକୁ ପରାମର୍ଶ

ଭୁବନେଶ୍ୱର: ଆଜି ଅବପାତ ରୂପ ନେବ ଲଘୁଚାପ। ୨୦ ଯାଏ ଭୀଷଣ ବର୍ଷିବ। ଆଉ ୨୬ ବେଳକୁ ଚତୁର୍ଥ ଲଘୁଚାପ ସମ୍ଭାବନା ରହିଛି। ଏପରି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ। ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗ-ଉତ୍ତର ଓଡ଼ିଶା ଉପକୂଳ…

ଲଗାଣ ବର୍ଷାରେ କାନ୍ଥ ଭୁଶୁଡ଼ି ଚାଲିଗଲା ଆଈ-ନାତିଙ୍କ ଜୀବନ

ବାଲେଶ୍ବର: ରାଜ୍ୟରେ ଜାରି ରହିଛି ଲଘୁଚାପ ଜନିତ ବର୍ଷା। ଲଗାଣ ବର୍ଷାରେ ବେହାଲ ସାରା ଓଡିଶା। ବିଶେଷ କରି ଯାଜପୁର, ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଲୋକେ ଜଳବନ୍ଦୀ ଜୀବନ କାଟୁଛନ୍ତି। ଏହି ସମୟରେ ବାଲେଶ୍ୱର…

ବାରିପଦାରେ ଟ୍ରାକ୍ ଧସିବାରୁ ଏକାଧିକ ଟ୍ରେନ୍ ବାତିଲ

ବାରିପଦା: ରାଜ୍ୟରେ ଲାଗି ରହିଥିବା ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁଁ ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରରେ ସ୍ୱାଭାବିକ ଜୀବନଯାତ୍ରା ଗୁରୁତର ଭାବେ ପ୍ରଭାବିତ ହୋଇଛି। ଲଗାଣ ବର୍ଷା କାରଣରୁ ସୋମବାର ଦିନ ବାରିପଦା ଷ୍ଟେସନ୍ ମାର୍କେଟ୍ ଅଞ୍ଚଳରେ ଥିବା ସୁଙ୍ଗାଡିଆ…

ହୀରାକୁଦରେ ବଢୁଛି ବନ୍ୟାଜଳ ପରିମାଣ, ଖୋଲିଲା ଆଉ ୫ଟି ଗେଟ୍‌

ବୁର୍ଲା : ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡରେ ବର୍ଷା ପରିମାଣ ବୃଦ୍ଧି ଯୋଗୁଁ ହୀରାକୁଦ ଜଳଭଣ୍ଡାରକୁ ପୁଣିଥରେ ଅତ୍ୟଧକ ବନ୍ୟାଜଳ ପ୍ରବେଶ କରିବା ଆରମ୍ଭ କରିଛି। ଫଳରେ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ…

ଦାୟିତ୍ୱ ଗ୍ରହଣ ପରେ ମହାପ୍ରଭୁଙ୍କ ଆଶିଷ ନେଲେ ଅତିରିକ୍ତ ଡିଜିପି ବିନୟତୋଷ ମିଶ୍ର

ପୁରୀ: ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଲୋଡ଼ିଲେ ଓଡ଼ିଶାର ନୂଆ ଅତିରିକ୍ତ ପୋଲିସ ମୁଖ୍ୟ ବିନୟତୋଷ ମିଶ୍ର। ଆନୁଷ୍ଠାନିକ ଭାବରେ ଦାୟିତ୍ୱ ଗ୍ରହଣ ପରେ ମହିଳା ସୁରକ୍ଷା, ସାଇବର ଅପରାଧ ଦମନ ଏବଂ ପର୍ବ ସୁରକ୍ଷାକୁ ପ୍ରାଥମିକତା ଦେଇଛନ୍ତି ନୂଆ…

ବାଲେଶ୍ଵର ଜିଲ୍ଲାରେ ଲଗାଣ ବର୍ଷା, ୪୨୬୦୦ ଲୋକଙ୍କୁ ସ୍ଥାନାନ୍ତର କଲା ପ୍ରଶାସନ

ବାଲେଶ୍ଵର : ବାଲେଶ୍ଵର ଜିଲ୍ଲାରେ ଲଗାଣ ବର୍ଷାରେ ବେହାଲ୍ ସମସ୍ତ ବ୍ଲକ୍ । ବାଲେଶ୍ଵର ଜିଲ୍ଲାର ୧୨ ଟି ବ୍ଲକ୍ ମଧ୍ୟରୁ ଭୋଗରାଇ , ଜଳେଶ୍ୱର, ବାଲିଆପାଳ, ବସ୍ତା,ସଦର,ରେମୁଣା ଓ ବାହାନଗା ବ୍ଲକ୍ ପ୍ରଭାବିତ ହୋଇଛି । ସେଥି ମଧ୍ୟରୁ ୯୬ଟି…

ପୋଲାଣ୍ଡରେ ବସ୍ ଓଲଟି ୧୨ ମୃତ, ଅନେକ ଗୁରୁତର

ହଙ୍ଗେରୀ : ହଙ୍ଗେରୀରେ ଏକ ଜାତୀୟ ରାଜପଥରେ ପୋଲାଣ୍ଡର ଏକ ଯାତ୍ରୀବାହୀ ବସ୍ ଓଲଟି ପଡିଛି । ଫଳରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି । ସର୍ବିଆରୁ ପୋଲାଣ୍ଡ ଅଭିମୁଖେ ୫୭ ଜଣ ଯାତ୍ରୀକୁ…

ପ୍ରତିରକ୍ଷା ପ୍ରଯୁକ୍ତି କ୍ଷେତ୍ରରେ ଆଉ ଏକ ସ୍ୱଦେଶୀ ସଫଳତା, ଶତ୍ରୁକୁ ଖୋଜି ଖୋଜି ମାରିବ ‘ଦିବ୍ୟାସ୍ତ୍ର Mk3’

ଲକ୍ଷ୍ନୌ : ଭାରତର ନୂଆ ‘ଦିବ୍ୟାସ୍ତ୍ର’। ପ୍ରତିରକ୍ଷା ପ୍ରଯୁକ୍ତି କ୍ଷେତ୍ରରେ ଆଉ ଏକ ସ୍ୱଦେଶୀ ସଫଳତା । ଲକ୍ଷ୍ନୌର ଭାରତୀୟ କମ୍ପାନୀ Kawa UAV (HoverIt) ପ୍ରସ୍ତୁତ କରିଥିବା ‘ଦିବ୍ୟାସ୍ତ୍ର Mk3’ ପ୍ରଥମ ଉଡ଼ାଣ ସଫଳତାର ସହ ସମ୍ପନ୍ନ କରିଛି ।…