ସ୍ୱାଧୀନତା ଦିବସରେ ଲାଲକିଲ୍ଲାରେ ଶୁଭିବ ‘ବନ୍ଦେ ମାତରମ୍’
ନୂଆଦିଲ୍ଲୀ:ଆସନ୍ତା ସ୍ୱାଧୀନତା ଦିବସରେ ଲାଲକିଲ୍ଲାରେ ଶୁଭିବ ଦେଶର ଅନ୍ୟତମ ଜାତୀୟ ଗୀତ ‘ବନ୍ଦେ ମାତରମ୍’। ଜାତୀୟ ପତାକା ଉତ୍ତୋଳନ ସମୟରେ ‘ବନ୍ଦେ ମାତରମ୍’ ଗାନ କରାଯିବ। ଏନେଇ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ବିଧିବଦ୍ଧ ସୂଚନା ଜାରି କରାଯାଇଛି। ‘ବନ୍ଦେ ମାତରମ୍’ର ୧୫୦ତମ…