September 27, 2026

କୋରିଅର କାର୍ଯ୍ୟାଳୟରୁ ୪ କ୍ବିଣ୍ଟାଲ ଗଞ୍ଜେଇ ଜବତ, ଜଜ୍‌ଙ୍କ ଠିକଣାରେ ପାର୍ସଲ !

ଭବାନୀପାଟଣା:କୋରିଅର ସଂସ୍ଥା କାର୍ଯ୍ୟଳୟ ରୁ ବିପୁଳ ପରିମାଣର ଗଞ୍ଜେଇ ଜବତ। କେସିଙ୍ଗା ରାସ୍ତାର ସେଫ୍ ଏକ୍ସପ୍ରେସ ନାମକ କୋରିଆର ସଂସ୍ଥାରେ ଅବକାରୀ ବିଭାଗ ପକ୍ଷରୁ ଆଜି ସକାଳେ ଚଢାଉ କରାଯାଇଥିଲା। ସୋଲ ପେଟି ଭିତରେ ଗଞ୍ଜେଇ ଭର୍ତ୍ତି କରି ଉତ୍ତରପ୍ରଦେଶ ର…

ଓରାଙ୍ଗଉଟାନଙ୍କ ସ୍ୱାସ୍ଥ୍ୟାବସ୍ଥାର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର : ଓରାଙ୍ଗଉଟାନଙ୍କ ସ୍ୱାସ୍ଥ୍ୟ ସ୍ଥିତିର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ । ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ବନ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ପ୍ରଧାନ ସଚିବ ଭାସ୍କର ଶର୍ମା ଏବଂ ପିସିସିଏଫ୍ ପି.କେ. ଝା…

ଆକାଶମାର୍ଗରୁ ଦକ୍ଷିଣ ଓଡ଼ିଶାରେ ବନ୍ୟା ସ୍ଥିତି ପରଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଏକ ଗଭୀର ଅବପାତ ଯୋଗୁଁ ହୋଇଥିବା ଲଗାଣ ବର୍ଷାଜନିତ କ୍ଷୟକ୍ଷତିର ଆକଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଦିନ ଦକ୍ଷିଣ ଓଡ଼ିଶାର ଗଞ୍ଜାମ, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକର…

ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ୬ଟି ସ୍ଥାନରେ ଚଢ଼ାଉ

ମାଲକାନଗିରି: ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ। ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍ ର AEE ଶିଶିର କୁମାର ଦାଶଙ୍କ ୬ଟି ସ୍ଥାନରେ ଏକକାଳୀନ ଚଢ଼ାଉ । ତାଙ୍କ ଜଣାଶୁଣା ଆୟ ଉତ୍ସଠାରୁ ଅଧିକ ସମ୍ପତ୍ତି…

ବନ୍ୟାଞ୍ଚଳ ପରିଦର୍ଶନ ବେଳେ ବିଧାୟକଙ୍କୁ ଦୁର୍ବ୍ୟବହାର

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତି ସଙ୍ଗିନ ଥିବା ବେଳେ ଏକ ଅପ୍ରୀତିକର ଘଟଣା ସାମ୍ନାକୁ ଆସିଛି । ଉଦଳା ନିର୍ବାଚନ ମଣ୍ଡଳୀର ବିଧାୟକ ଭାସ୍କର ମଢ଼େଇ ବନ୍ୟାଞ୍ଚଳ ପରିଦର୍ଶନରେ ଯାଇଥିବା ସମୟରେ ଲୋକଙ୍କ ଆକ୍ରୋଶ ଏବଂ…

ବଢୁଛି ମହାନଦୀ ଜଳସ୍ତର: ବନ୍ୟା ନେଇ ଖୋର୍ଦ୍ଧା, କଟକ, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ାକୁ ଆଲର୍ଟ

ଭୁବନେଶ୍ବର: ଲଗାଣ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇଥିବା ବେଳେ ଏବେ ମହାନଦୀ ଅବବାହିକାରେ ଏକ ଛୋଟ ଧରଣର ବନ୍ୟା ଆସିବାର ସମ୍ଭାବନା ଦେଖାଦେଇଛି । ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ କୁମାର ରାଉତ ରବିବାର…

ବନ୍ୟା ସ୍ରୋତରେ ୨୫ କି.ମି ଭାସିଗଲେ ବୃଦ୍ଧା, ଉଦ୍ଧାର କଲେ ସ୍ଥାନୀୟ ଲୋକ

ରାଜନଗର : ରଖେ ହରି ତ ମାରେ କିଏ । ୨୫ କିଲୋମିଟର ଭାସି ଆସିଲେ ବୃଦ୍ଧା । ବନ୍ୟା ସ୍ରୋତରେ ଯାଜପୁରରୁ ଭାସିଲେ, ପଟ୍ଟାମୁଣ୍ଡାଇରେ ପହଁଚିଲେ । ପ୍ରାୟ ୨୫ କିମି ଭାସି ଆସିଲେ ବୃଦ୍ଧା। ଏହି ଘଟଣା ସମସ୍ତଙ୍କୁ…

ଅକ୍ଟୋବର ଦ୍ୱିତୀୟ ସପ୍ତାହ ସୁଦ୍ଧା ଓଡ଼ିଶା ଛାଡ଼ିବ ମୌସୁମୀ ବାୟୁ: କମିବ ବର୍ଷା, ଅସହ୍ୟ ଗୁଳୁଗୁଳି ନେଇ ଆଲର୍ଟ

ଭୁବନେଶ୍ୱର: ରାଜ୍ୟର ପାଣିପାଗ ଏବେ ପୁଣି ଥରେ ଖରାପ ରୂପ ନେବାର ଆଶଙ୍କା ଦେଖାଦେଇଛି । ସେପ୍ଟେମ୍ବର ୨୩ ତାରିଖରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଏବଂ ପରବର୍ତ୍ତୀ ଲଗାଣ ବର୍ଷା ଯୋଗୁଁ ଓଡ଼ିଶାର ଏକାଧିକ ଜିଲ୍ଲାରେ ବନ୍ୟା ପରିସ୍ଥିତି…

ବୌଦ୍ଧ ବିଧାୟକଙ୍କ ବିରୋଧରେ ଜାମିନବିହୀନ ଗିରଫ ପରୱାନା ଜାରି କଲେ କୋର୍ଟ

ବୌଦ୍ଧ: ବୌଦ୍ଧ ବିଧାନସଭା ଆସନରୁ ପ୍ରତିନିଧିତ୍ୱ କରୁଥିବା ବିଧାୟକ ସରୋଜ କୁମାର ପ୍ରଧାନଙ୍କ ବିରୁଦ୍ଧରେ ଏକ କୋର୍ଟ ପକ୍ଷରୁ ଜାମିନବିହୀନ ଗିରଫ ପରୱାନା ଜାରି କରାଯାଇଛି । ଏକ ପୁରୁଣା ଆଇନଗତ ମାମଲାରେ ବାରମ୍ବାର ସମନ୍ ଜାରି କରାଯିବା ସତ୍ତ୍ୱେ ସେ…

ମଦ ଦୋକାନ ଆଗରେ ଧାରଣାରେ ବସିଥିବା ବେଳେ ମହିଳାଙ୍କୁ ମାଡ଼

ପୁରୀ: ମହିଳାଙ୍କୁ ମଦ୍ୟପ ଯୁବକଙ୍କ ମାଡ଼ । ମଦ ଦୋକାନକୁ ବିରୋଧ କରି ଦୋକାନ ସମ୍ମୁଖରେ ବସିଥିବା ଜଣେ ମହିଳାଙ୍କୁ ମାଡ଼ ମାରି ଆହତ କରିଛନ୍ତି ମଦ୍ୟପ ଯୁବକ । ଆହତ ମହିଳା ହେଉଛନ୍ତି ଅଠରନଳାର ଦୀପାଳି ପାତ୍ର । ପୁରୀର…