September 26, 2026

ଏଆଇ ଡିପଫେକ୍ ଭିଡିଓ କରି ବିଜେଡି ନେତ୍ରୀଙ୍କୁ ବଦନାମ ଅଭିଯୋଗ, କ୍ୟାପିଟାଲ ଥାନାରେ ବିଜେଡିର ଧାରଣା

ଭୁବନେଶ୍ୱର : କ୍ୟାପିଟାଲ ଥାନାରେ ବିଜେଡିର ଧାରଣା । ସୋସିଆଲ ମିଡ଼ିଆରେ ବିଜେଡି ନେତ୍ରୀଙ୍କ ଏଆଇ ଡିପଫେକ୍ ଭିଡିଓ କରି ବଦନାମ କରାଯାଉଛି । ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଥାନାରେ ଏତଲା ଦେବା ସହ ବିଜେଡି ଗର୍ଜିଛି ।…

ଓଡ଼ିଶା ଏବେ ସମ୍ପୂର୍ଣ୍ଣ ମାଓମୁକ୍ତ: ଡିଜିପି

ସମ୍ବଲପୁର: ଓଡ଼ିଶା ଏବେ ସମ୍ପୂର୍ଣ୍ଣ ମାଓମୁକ୍ତ ବୋଲି କହିଛନ୍ତି ପୋଲିସ ଡିଜି ବିନୟତୋଷ ମିଶ୍ର। ସମ୍ବଲପୁରରେ ଉତ୍ତରାଞ୍ଚଳ ରେଞ୍ଜସ୍ତରୀୟ ସମୀକ୍ଷା ବୈଠକ ପରେ ପ୍ରତିକ୍ରିୟା ଦେଇ ଡିଜିପି କହିଛନ୍ତି, ରାଜ୍ୟର କୌଣସି ସ୍ଥାନରେ ଏବେ ମାଓ କାର୍ଯ୍ୟକଳାପ ନାହିଁ।ସେ କହିଛନ୍ତି,ମାଓବାଦୀ କାର୍ଯ୍ୟକଳାପ…

ଖୋଲିଲା ହୀରାକୁଦ ଜଳଭଣ୍ଡାରର ଆଉ ୪ଟି ଗେଟ, ୨୦ଟି ଗେଟ୍ ଦେଇ ହେଉଛି ବନ୍ୟା ଜଳ ନିଷ୍କାସନ

ସମ୍ବଲପୁର : ପୁଣି ଖୋଲିଲା ହୀରାକୁଦ ଜଳଭଣ୍ଡାରର ଆଉ ୪ଟି ଗେଟ l ପୂର୍ବରୁ ୧୬ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ହେଉଥିଲା l ବର୍ତ୍ତମାନ ୨୦ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ହେଉଛି l ବର୍ତ୍ତମାନ ଜଲଭଣ୍ଡାରର…

ବଡ଼ଦାଣ୍ଡରେ ଖଜା ବିକ୍ରିକୁ ବିରୋଧ, ଏନଫୋର୍ସମେଣ୍ଟ ସ୍କ୍ୱାଡ୍-ଦୋକାନୀ ମୁହାଁମୁହିଁ

ପୁରୀ : ପୁରୀରେ ଖଜା ଦୋକାନୀ ଏନଫୋର୍ସମେଣ୍ଟ ସ୍କ୍ୱାଡ୍ ମୁହାଁମୁହିଁ । ଖଜା ଦୋକାନୀର ଖଜା ଉଠାଇନେଲା ପୁରୀ ମହାନଗର ନିଗମର ଏନଫୋର୍ସମେଣ୍ଟ ସ୍କ୍ୱାଡ୍ । ବଡ଼ଦାଣ୍ଡରେ ବସି ଖଜା ବିକ୍ରି କରୁଥିବା ଖଜା ବ୍ୟବସାୟର ଖଜା ଉଠାଇନେଲା ସ୍କ୍ୱାଡ୍ ।…

ଇସ୍ତଫା ଦେବେନି ଜ୍ଞାନେଶ କୁମାର, ବିରୋଧୀଙ୍କୁ ଜୟନାରାୟଣ ମିଶ୍ରଙ୍କ କଡ଼ା ଜବାବ

ଭୁବନେଶ୍ୱର : ବିରୋଧୀ ଦଳଙ୍କୁ ବିଜେପି ଜୟନାରାୟଣ ମିଶ୍ରଙ୍କ କଡ଼ା ଜବାବ । ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଇସ୍ତଫା ଦେବେ ନାହିଁ । ସେ କୌଣସି ଭୁଲ କରିନାହାନ୍ତି । ବିରୋଧୀ ଯାହା କହିଲେ ହେବ କି ?…

ମାଲକାନଗିରିରେ ଭୂସ୍ଖଳନ: ଧୋଇଗଲା ରାସ୍ତା, ୧୦ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ

ମାଲକାନଗିରି : ମାଲକାନଗିରିରେ ବଡ଼ ଧରଣର ଭୂସ୍ଖଳନ । ଭୂସ୍ଖଳନ ଯୋଗୁଁ ୧୦ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ । ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା କମିଛି, ମାତ୍ର ଧୋଇଯାଇଛି ରାସ୍ତା । ଭୂସ୍ଖଳନ ସହ ରାସ୍ତା ଧୋଇଯିବାରୁ ଅନେକ ଗାଁକୁ ଯୋଗାଯୋଗ…

ପାହାଡ଼ରୁ ମାଡ଼ି ଆସିଲା ବନ୍ୟା ପାଣି, ଧୋଇଗଲା ଶାରୀଶୁଆ ଘାଟି ରାସ୍ତା

ସୋର: ଧୋଇଗଲା ଶାରୀଶୁଆ ପାହାଡ ରାସ୍ତା । ଜଳବନ୍ଦୀଖଇରା ବଜାର ସମେତ ସ୍ଥାନୀୟ ଅଞ୍ଚଳ । ବାଲେଶ୍ଵର ଜିଲ୍ଲା ଖଇରା ବ୍ଳକର ଭଦ୍ରକରୁ ବାରିପଦା ଭାୟା ଉଦଳା ରାସ୍ତାର ଶାରିଶୁଆ ପାହାଡ଼ର ଘାଟି ରାସ୍ତା ଧୋଇ ଯାଇଛି । ପାହାଡ଼ରୁ ବନ୍ୟାଜଳ…

୩୦ରୁ ଖୋଲିବ ଗୁଣ୍ଡିଚା ମନ୍ଦିର, ଶ୍ରୀଜୀଉଙ୍କ ସୁନାବେଶ ପାଇଁ ତିଆରି ହେବ ନୂଆ ଅଳଙ୍କାର

ପୁରୀ : ଶ୍ରୀଜୀଉଙ୍କ ସୁନାବେଶ ପାଇଁ ତିଆରି ହେବ ନୂଆ ଅଳଙ୍କାର ସେଟ୍‌। ଶନିବାର ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ। ଏନେଇ ପରିଚାଳନା କମିଟିର ଅନୁମୋଦନ ମିଳିଛି ବୋଲି ସେ କହିଛନ୍ତି। ଅନ୍ୟପଟେ…

ବର୍ଷା ବିତ୍ପାତ: ଭୁଶୁଡ଼ିଲା ୧୩୨ କେଭି ବିଦ୍ୟୁତ୍ ଟାୱାର, ଦବିଲା ରେଳଧାରଣା, ଟ୍ରେନ୍ ଚଳାଚଳ ଠପ୍

କୋରାପୁଟ: କୋରାପୁଟରେ ଲଗାଣ ବର୍ଷାର ତାଣ୍ଡବ । ମାଲିଗୁଡ଼ାରେ ଦବିଛି ରେଳଧାରଣା । ୧୩୨ କେଭି ବିଦ୍ୟୁତ୍ ଟାୱାର ଖସି ରେଳ ଚଳାଚଳ ଠପ୍ । ​ମାଲିଗୁଡ଼ା-ଛତ୍ରିପୁଟ ମଧ୍ୟରେ ପ୍ରାୟ ୧୫୦ ମିଟର ଅଞ୍ଚଳରେ ପ୍ରବଳ ଭୂସ୍ଖଳନ ଯୋଗୁଁ ଦବିଯାଇଛି ରେଳ…

ବର୍ଷାରେ ଘର ଭାଙ୍ଗିଥିଲେ ତୁରନ୍ତ ମିଳିବ ଘର, ୫ ଦିନ ମଧ୍ୟରେ କ୍ଷୟକ୍ଷତି ଆକଳନ

ଭୁବନେଶ୍ବର: ଲଗାଣ ବର୍ଷା ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି କଲାଣି । ତେବେ ପ୍ରଭାବିତଙ୍କ ପାଇଁ ବଡ଼ ଆଶ୍ୱାସନା ଦେଇଛନ୍ତି ରାଜ୍ୟ ସରକାର । ବର୍ଷା ଯୋଗୁଁ ଯେଉଁମାନଙ୍କ ଘର ଭାଙ୍ଗିଛି, ସେମାନଙ୍କୁ ସରକାରୀ ଯୋଜନାରେ ତୁରନ୍ତ ନୂଆ ଘର ଯୋଗାଇ ଦିଆଯିବ…