ଜନନୀ ଯନ୍ତ୍ରଣା: ୪ କି.ମି.ଖଟିଆରେ ବୁହାହେଲେ ମା’ ଓ ନବଜାତକ
ଢେଙ୍କାନାଳ: ପୁଣି ସାମ୍ନାକୁ ଆସିଛି ଜନନୀ ଯନ୍ତ୍ରଣାର ଚିତ୍ର । ରାସ୍ତା ନଥିବାରୁ ଗାଁରେ ପହଞ୍ଚିପାରିଲାନି ଆମ୍ବୁଲାନ୍ସ । ଜଣେ ପ୍ରସୂତି ମହିଳା ଓ ତାଙ୍କ ସଦ୍ୟଜାତ ଶିଶୁକୁ ତାଙ୍କ ପରିବାର ଲୋକେ ଖଟିଆରେ ବୋହି ଦୀର୍ଘ ୪ କିଲୋମିଟର ନେଇଛନ୍ତି…