October 16, 2026

ସରିଲା କାର୍ଯ୍ୟକାଳ, ଓଡ଼ିଶାରୁ ବିଦାୟ ନେଲେ ହରିବାବୁ କମ୍ଭମପାଟି

ଭୁବନେଶ୍ବର : ଓଡ଼ିଶାରୁ ବିଦାୟ ନେଲେ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି । ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ବିଦାୟ ନେବା ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ସେକ୍ରେଟାରୀ ଡ. ରୂପା ରୋଶନ…

କଡ଼ା ଟକ୍କର ମଧ୍ୟରେ ସରିଲା ଛାତ୍ର ସଂସଦ ନିର୍ବାଚନ, ଏବିଭିପିର ୧୪୨, ବିସିଜେଡି ଜିତିଲା ୧୨୧

ଭୁବନେଶ୍ବର : ସରିଲା ଛାତ୍ର ସଂସଦ ନିର୍ବାଚନ । ଏବିଭିପି ଜିତିଲା ୧୪୨, ବିସିଜେଡି ଜିତିଲା ୧୨୧ । ସବୁଠି ଦେଖିବାକୁ ମିଳିଛି କଡ଼ା ଟକ୍କର । ରାଜ୍ୟର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ହଙ୍ଗାମା, ପୋଲିସ ଛାଉଣୀ, ସ୍ଲୋଗାନବାଜି ଏବଂ…

୨୨ରୁ ୨୭ ତାରିଖ ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ କ୍ଷେତ୍ର !

ଭୁବନେଶ୍ବର : ଆସୁଛି ଆଉ ଏକ ଲଘୁଚାପ । ୨୨ରୁ ୨୭ ତାରିଖ ମଧ୍ୟରେ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭବନା । ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଆଜି ରାଜ୍ୟର ସ୍ଥାନେ ସ୍ଥାନେ ବର୍ଷା…

MP-MLAଙ୍କ ଅପରାଧିକ ମାମଲା ପାଇଁ ୧୪ ସ୍ୱତନ୍ତ୍ର କୋର୍ଟ, ୧୩୬ ପଦବୀକୁ ସରକାରଙ୍କ ମୋହର

ଭୁବନେଶ୍ୱର : MP-MLAଙ୍କ ଅପରାଧିକ ମାମଲାର ହେବ ତ୍ୱରିତ ବିଚାର । ସାଂସଦ-ବିଧାୟକଙ୍କ ମାମଲା ପାଇଁ ୧୪ ସ୍ୱତନ୍ତ୍ର କୋର୍ଟ । ୧୩୬ ପଦବୀକୁ ସରକାରଙ୍କ ମଞ୍ଜୁରି । ଓଡ଼ିଶାରେ ସାଂସଦ ଓ ବିଧାୟକଙ୍କ ମାମଲାର ହେବ ତ୍ୱରିତ ବିଚାର ।…

ଖରସ୍ରୋତା ନଦୀରେ ବୃଦ୍ଧଙ୍କୁ ଟାଣିନେଲା କୁମ୍ଭୀର

ଯାଜପୁର: ବୃଦ୍ଧଙ୍କୁ ଟାଣିନେଲା କୁମ୍ଭୀର । ଯାଜପୁର ଖରସ୍ରୋତା ନଦୀରେ ବଡ଼ ଅଘଟଣ । ନିଖୋଜ ବୃଦ୍ଧ ଜଣକ ହେଲେ କୋରେଇ ବ୍ଲକ ତଣ୍ଡରା ଗ୍ରାମ ପଞ୍ଚାୟତ ବରେଇ ଗାଁର ୬୭ ବର୍ଷୀୟ ଗଜେନ୍ଦ୍ର ମାଝୀ । ନିକଟ ନଦୀକୁ ଶୌଚ…

୮୦ ବର୍ଷରେ ପଦାର୍ପଣ କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ: ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର : ଓଡ଼ିଶା ରାଜନୀତିର ଏକ ଦୀର୍ଘ ଅଧ୍ୟାୟ ସହ ଯୋଡ଼ି ହୋଇରହିଛି ନବୀନ ପଟ୍ଟନାୟକଙ୍କ ନାଁ । ଲଗାତାର ୨୪ ବର୍ଷ ଧରି ମୁଖ୍ୟମନ୍ତ୍ରୀ, ଆଉ ଗତ ଦୁଇ ବର୍ଷରୁ ଅଧିକ ସମୟ ଧରି ବିରୋଧୀ ଦଳ ନେତା ।…

କଟକରେ ଦୁର୍ଗାପୂଜା ପାଇଁ ମୁତୟନ ହେବେ ୬୦ ପ୍ଲାଟୁନ ପୁଲିସ ଫୋର୍ସ 

କଟକ: ଦୁର୍ଗାପୂଜାକୁ ଶାନ୍ତିଶୃଙ୍ଖଳା ଓ ସୁରକ୍ଷିତ ଭାବେ ସମ୍ପନ୍ନ କରିବା ପାଇଁ କଟକ ସହରରେ ବ୍ୟାପକ ପୁଲିସ ବ୍ୟବସ୍ଥା ଗ୍ରହଣ କରାଯାଇଛି। ପୂଜା ସମୟରେ ସହରରେ ମୋଟ ୬୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯିବ। ଏନେଇ କଟକ ଡିସିପି ରିଷିକେଶ…

ଏସ୍‌ଆଇଆର୍‌ ପ୍ରକ୍ରିୟା ; ଜାନୁଆରୀ ୧୦ରେ ପ୍ରକାଶ ପାଇବ ସାନି ଚୂଡ଼ାନ୍ତ ଭୋଟର ତାଲିକା

ଭୁବନେଶ୍ୱର: ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ପରେ ଭୋଟର ତାଲିକାରୁ ବାଦ୍‌ ପଡ଼ିଥିବା ଯୋଗ୍ୟ ଭୋଟର୍‌ ଏବଂ ୨୦୨୭ ଅକ୍ଟୋବର ୧ ସୁଦ୍ଧା ୧୮ ବର୍ଷ ହେଉଥିବା ଯୁବକ ଯୁବତୀଙ୍କୁ ଅନ୍ତର୍ଭୁକ୍ତ କରିବା ନିମନ୍ତେ ଘରକୁ ଘର ଯାଞ୍ଚ ଚାଲିଛି। ଆସନ୍ତା…

ନଭେମ୍ବର ୧ରୁ ଖୋଲିବ ଶିମିଳିପାଳ

ବାରିପଦା : ପ୍ରକୃତି ଓ ବନ୍ୟଜନ୍ତୁପ୍ରେମୀ ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଆସନ୍ତା ନଭେମ୍ବର ୧ ତାରିଖରୁ ଖୋଲିବ ବିଶ୍ବପ୍ରସିଦ୍ଧ ଶିମିଳିପାଳ ଅଭୟାରଣ୍ୟ। ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ପର୍ଯ୍ୟଟକଙ୍କ ପାଇଁ ଖୋଲା ରହିବା ସହ ପ୍ରବେଶ ପାଇଁ ଅନୁମତି ଦିଆଯିବା ସମ୍ପର୍କରେ…

‘ଅଦ୍ୱିକା’ ଯୋଜନାରେ କିଶୋରୀମାନେ ପାଇବେ ଦକ୍ଷତା ପ୍ରଶିକ୍ଷଣ, ମହିଳା ଓ ଶିଶୁ ବିକାଶ ବିଭାଗ ଓ ବିଜିୟୁ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ଓ ବିର୍ଲା ଗ୍ଲୋବାଲ ବିଶ୍ୱବିଦ୍ୟାଳୟ (ବିଜିୟୁ) ମଧ୍ୟରେ ମହିଳା ଓ ଶିଶୁ ବିକାଶ ବିଭାଗର ସମ୍ମିଳନୀ କକ୍ଷରେ ଏକ ବୁଝାମଣା ପତ୍ର (MoU) ସ୍ୱାକ୍ଷରିତ ହୋଇଛି। ମହିଳା ଓ ଶିଶୁ…